Browsing Category

ଖବର

ନୂଆ ସପ୍ତାହରେ ଏହି ୩ ରାଶିର ଲୋକଙ୍କୁ ମିଳିବ ସଫଳତା: ଧନଲାଭ ହେବାର ସୁଯୋଗ

ନୂଆଦିଲ୍ଲୀ: ନଭେମ୍ବର ମାସର ଆଉ ଏକ ନୂଆ ତଥା ଶେଷ ସପ୍ତାହ ଆରମ୍ଭ ହୋଇଯାଇଛି । ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ଜ୍ୟୋତିଶ ଶାସ୍ତ୍ର…

ଭାରୀ ଉପକାରୀ ମୁଗ ଡାଲି: ଶରୀରରେ ବ୍ଲଡ ପ୍ରେସରକୁ କରେ ନିୟନ୍ତ୍ରଣ

ନୂଆଦିଲ୍ଲୀ: ମୁଗଡାଲି ପ୍ରାୟତଃ ଘରେ ଏବଂ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି । ଏଥିରେ ଭରପୂର ରହିଛି ଆଣ୍ଟିଅକ୍ସିଡାଣ୍ଟ । ପ୍ରତଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର…

ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା: ଡିସେମ୍ବର ୪ ପର୍ଯ୍ୟନ୍ତ କଟକରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କଟକର ଐତିହାସିକ ପ୍ରସିଦ୍ଧ ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ବାଲିଯାତ୍ରା ଆରମ୍ଭ ହୋଇ ୮ ଦିନ ପର୍ଯ୍ୟନ୍ତ ଲାଗି ରହିବ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହେବାକୁ…

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର: ନିଆଁରେ ଲକ୍ଷାଧିକ ଟଙ୍କାର ଜିନିଷ ଧ୍ୱଂସ

ବାଲେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ସାରା ଓଡ଼ିଶାରେ ଖୁସିର ମାହୋଲ ଖେଳିଯାଇଛି । କିନ୍ତୁ ବାଲେଶ୍ୱର ସୋର ଅଞ୍ଚଳରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଔପଦା ବ୍ଲକ ଗୁରୁଡ଼ହତା ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ୩…

(video)ଗୋଟିଏ ଗୁପଚୁପ୍ ଖାଇଲେ ପତ୍ନୀ ଫ୍ରି..’, କ’ଣ ରହିଛି ଗୁପ୍‌ଚୁପ୍ ବାଲାର ଏପରି ଅଫର ପଛର ସତ

ଆଜିକାଲି ମାର୍କେଟକୁୁ ଏକାଧିକ ଫୁଡ୍ ଡେଲିଭରୀ ଆପ୍ ପ୍ରବେଶ କଲେଣି ଯେଉଁମାନେ ଲୋକଙ୍କୁ ଆକର୍ଷିତ କରିବା ଲାଗି ଅଜବ ଅଫର ପ୍ରଦାନ କରୁଛନ୍ତି । ଅନଲାଇନ୍ ଫୁଡ୍ ଅର୍ଡର କରିବା ଉପରେ କେତେବେଳେ ଆପଣଙ୍କୁ ୫୦% ରିହାତି ତ…

ଲମ୍ବା ପାଦ, ପତଳା ଆଙ୍ଗୁଠି ସହ ଚଉଡ଼ା ପଞ୍ଝା… ମିଳିଲା Dinosaurର ସନ୍ଧାନ! ପୃଥିବୀକୁ ଫେରିବ କି ଏହି ପ୍ରଜାତି

ନୂଆଦିଲ୍ଲୀ: ପୃଥିବୀରେ ଆକୃତି ଏବଂ କାର୍ଯ୍ୟଶୈଳୀ ଅନୁସାରେ ସବୁଠାରୁ ଅଲଗା ପ୍ରଜାତି ହେଉଛି ଡାଇନୋସର । ଆକାରରେ ବିଶାଳ ଏବଂ ଖୁବ ଭୟଙ୍କର ରୂପଧାରୀ ଡାଇନୋସର ପ୍ରଜାତି ବହୁ ବର୍ଷରୁ ଲୋପ ପାଇଯାଇଛି । ବ୍ରାଜିଲର…

ଷ୍ଟାର ଅଲରାଉଣ୍ଡରଙ୍କ ହାତ ଛାଡ଼ିଲା CSK: ସୋସିଆଲ ମିଡିଆ ପୋଷ୍ଟରୁ ଖୋଲିଲା ରହସ୍ୟ

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ସମସ୍ତ ଫ୍ରାଞ୍ଚାଇଜି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଖେଳାଳି ମାନଙ୍କ ରିଲିଜ ଏବଂ ରିଟେନ୍ ପାଇଁ ଶେଷ ସମୟ ରଖାଯାଇଛି । ଏହି ତାଲିକାରେ ଚମ୍ପିଆନ୍ ଟିମ୍…

ଚଉଠି ରାତିରେ ନବବଧୂ କଲା ଏପରି କାର୍ଯ୍ୟ, ବରର ଚିତ୍କାରରେ ଘର ଲୋକଙ୍କ ଉଡିଗଲା ହୋସ୍‌

ରୁର୍‌କୀ: ବିବାହିତଙ୍କ ଜୀବନରେ ଚଉଠି ରାତି ସବୁଠାରୁ ସ୍ମରଣୀୟ ହୋଇଥାଏ । କିନ୍ତୁ ରୁର୍‌କୀରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିବା ପରେ ଆପଣ ଚକିତ ହୋଇଯିବେ । ଚଉଠି ରାତିରେ ନବବଧୂ ଏପରି କିଛି କାଣ୍ଡ କଲା…

ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: IPL-2024ରେ ଖେଳିବେନି ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ପ୍ରତ୍ୟେକ ଦଳ ନିଜ ନିଜର ଟିମକୁ ନେଇ ଯୋଜନା ଆରମ୍ଭ କରି ସାରିଛନ୍ତି । କିଛି ଦଳ ବର୍ତ୍ତମାନ ଖେଳାଳିମାନଙ୍କୁ ରିଲିଜ ଏବଂ ରିଟେନ୍ସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ…

‘ମନ୍ କି ବାତ୍’ରେ ମନେ ପଡ଼ିଲା ୨୬/୧୧: ବୀର ସହୀଦଙ୍କୁ ସଲାମ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୦୭ ତମ ଏପିସୋଡ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ…