Browsing Category

ଖବର

ସିଗାରେଟ ରଖିଥିଲେ ଏବେଠୁ ସାବଧାନ୍! ବଡ଼ ପଦକ୍ଷେପ ନେବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନୂଆ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଲୋକଙ୍କ ପାଇଁ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ସିଗାରେଟ ରଖିବା ପଡ଼ିପାରେ ମହଙ୍ଗା । ପାଖରେ ଇ-ସିଗାରେଟ ରଖିବା ଏକ ବେଆଇନ୍ କାର୍ଯ୍ୟ ବୋଲି…

ସାମାଜିକ ବିଜ୍ଞାନ ପରୀକ୍ଷାରେ ବିବାହର ଏଭଳି ସଂଜ୍ଞା ଲେଖିଲେ ଛାତ୍ର: ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶିକ୍ଷକ

ଓଡିଶା ଭାସ୍କର: ଯେତେବେଳେ ସ୍କୁଲ ବେଳର କଥା ମନେପଡ଼େ ସେତେବେଳେ ଅତୀତରେ ବିତିଥିବା ହସ-ମଜା କଥା ମନେପଡ଼େ । ସେମିତି ଏକ ମଜାଳିଆ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ବି ହସିବାକୁ ଲାଗିବେ ।…

Team India ଗୋଟିଏ ଦିନରେ ଖେଳିବ ଦୁଇଟି ମ୍ୟାଚ: ଭାଗ ହୋଇଯିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଅକ୍ଟୋବର ୩ ଅର୍ଥାତ୍ ଆସନ୍ତାକାଲି ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଦିନ ବୋଲି କୁହାଯାଇପାରେ । କାରଣ ଏହି ଗୋଟିଏ ଦିନରେ ଭାରତ ଦୁଇଟି ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଗୋଟିଏ ମ୍ୟାଚ…

୪୮ ଘଣ୍ଟା ଭିତରେ ଏକ ବିରାଟ ଭୂକମ୍ପର ସାମନା କରିବ ଦେଶ! ତୁର୍କୀ ଭଳି ହେବି ପରିସ୍ଥିତି?

ନୂଆଦିଲ୍ଲୀ: ଆଗାମୀ ୪୮ ଘଣ୍ଟ ଭିତରେ ଏକ ବଡ଼ ଭୂକମ୍ପ ହେବା ନେଇ ଅନୁମାନ କରାଯାଉଛି । ଭୂକମ୍ପକୁ ନେଇ ଭବିଷ୍ୟବାଣୀ କରୁଥିବା ନେଦରଲାଣ୍ଡର ସୋଲାର ସିଷ୍ଟମ ଜିଓମେଟ୍ରି ସର୍ଭେ(SSGIOS) ଏ ନେଇ ଏକ ସୂଚନା ଦେଇଛି ।…

ଷ୍ଟିପଲଚେଜରେ ଆଉ ୨ ପଦକ ହାତେଇଲା ଭାରତ: ରୌପ୍ୟ ଓ ବ୍ରୋଞ୍ଜ ଉପରେ କବଜା କଲେ ମହିଳା ଦଳ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଦଳର ଦବଦବା ଜାରି ରହିଛି । ବିଶେଷ କରି ଷ୍ଟିପଲଜେଚରେ ୩ଟି ଯାକ ପଦକ ଜିତି ଇତିହାସ ରଚିଛି ଟିମ ଇଣ୍ଡିଆ । ଗତକାଲି ଏହି କାଟାଗୋରୀର ପୁରୁଷ ଦଳ ସ୍ୱର୍ଣ୍ଣ ପଦକ ନିଜ ନାମରେ…

‘କାରପୁଲିଂ ଉପରେ ଲାଗିବନି ପ୍ରତିବନ୍ଧକ, କିନ୍ତୁ ଚଲାଇବା ପାଇଁ ନେବାକୁ ପଡ଼ିବ ଅନୁମତି’: ପରିବହନ ମନ୍ତ୍ରୀ

ବେଙ୍ଗାଳୁରୁ: 'କାର୍ ପୁଲିଂ' କୁ ନେଇ ରାଜ୍ୟରେ ଉପୁଜିଥିବା ବିବାଦ ଉପରେ ବୟାନ ଦେଇଛନ୍ତି କର୍ଣ୍ଣାଟକ ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀ। ଏସବୁ ଆପରେ ପ୍ରତିବନ୍ଧକ ଲଗାଇବା ନେଇ ସେ ଗଣମାଧ୍ୟମରେ ସ୍ପଷ୍ଟୀକରଣ…

ବିହାରରେ ଜାରି ହେଲା ଜାତିଗତ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ…

ମଇଁଷି ଗିଳିଦେଲା ମାଲିକାଣୀର ମଙ୍ଗଳସୂତ୍ର, ଅଢେଇ ଘଣ୍ଟାର ଅପରେସନ ପରେ ଡାକ୍ତର ବାହାର କରିବାକୁ ହେଲେ ସକ୍ଷମ

ୱାସିମ୍‌: ମହାରାଷ୍ଟ୍ର ୱାସିମ୍ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ଦେଢ ଲକ୍ଷ ଟଙ୍କା ମୂଲ୍ୟର ମଙ୍ଗଳସୂତ୍ରକୁ ଗିଳି ଦେଇଛି । ଡାକ୍ତର ଅପରେସନ କରି ମଇଁଷି ପେଟରୁ ମଙ୍ଗଳସୂତ୍ର କାଢିଛନ୍ତି…

ମଙ୍ଗଳ ଗ୍ରହରେ ଚାଲିଛି ‘ସଇତାନ’ର ରାଜ୍! ନାସା ବୈଜ୍ଞାନିକଙ୍କ ସାମ୍ନାକୁ ଆସିଗଲା ଭୟାନକ ଦୃଶ୍ୟ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚି ଏଣେତେଣେ ଘୁରି ବୁଲୁଛି ନାସାର ପର୍ସିଭେରେନ୍ସ ରୋଭର । ମଙ୍ଗଳ ଗ୍ରହର ଟିକିନିକି ଖବର ଦେବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ମଙ୍ଗଳପୃଷ୍ଠରେ…

ଓଡ଼ିଶାର ଚାଉଳକୁ ଜାତିସଂଘର ପ୍ରଶଂସା: ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତିର ଟେକନିକ ଆପଣାଇବ ନାଇଜେରିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ପୁଷ୍ଟିବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ)ର ଗ୍ରହଣୀୟତା ବିଦେଶରେ ବଢ଼ିବାରେ ଲାଗିଛି । ସେଥିପାଇଁ ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି…