Browsing Category

ଖବର

(Video) ଗୋଟିଏ ବର୍ଷରେ ୧୨ ନୁହେଁ ୧୩ଟି ମାସ: ଏହି ଦେଶରେ ପଛକୁ ପଛ ବୁଲେ ସମସ୍ତ ଘଣ୍ଟା

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ବର୍ଷକୁ ୧୨ ମାସ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଦେଶର ନାଁ କହିବୁ ଯେଉଁଠାରେ ବର୍ଷକୁ ୧୨ ନୁହେଁ ୧୩ ମାସ ହୁଏ । ତାହା ଏଭଳି ଏକ ଦେଶ ଯେଉଁଠି ଲୋକେ ଛୁଟି କଟାଇବାକୁ ବେଶ…

ODI ବିଶ୍ୱକପ ପୂର୍ବରୁ ବଡ଼ ପଦବୀ ପାଇଲେ ସିରାଜ: ଦୁନିଆର ସର୍ବଶ୍ରେଷ୍ଠ ବୋଲରର ସମ୍ମାନ

ନୂଆଦିଲ୍ଲୀ: ଏସିଆ କପ୍ ଶେଷ ହେବା ପରେ ଦିନିକିଆର ତାଜା ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଘାତକ ବୋଲିଂ ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ପ୍ରଦାନ…

ନୂଆଁଖାଇ ପର୍ବ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା, ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିବ ନବାର୍ଣ୍ଣ

ସମ୍ବଲପୁର: ଆଜି ନୂଆଁଖାଇ ପର୍ବ ପାଇଁ ସାରା ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ଏହି ପର୍ବକୁ ପଶ୍ଚିମ ଓଡ଼ିଶାର ଗଣପର୍ବ ବୋଲି କୁହାଯାଏ । ତେବେ ଏହି ନୂଆଁଖାଇ ପର୍ବରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧି, ନୂଆ ଶସ୍ୟରେ…

ଚାରି ବର୍ଷ ପରେ ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା !

ଓଡ଼ିଶା ଭାସ୍କର: ବିବାହର ଚାରି ବର୍ଷ ପରେ ସାଉଥ୍ ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ…

ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା, ମା’ଙ୍କ ପାଖରେ ଲାଗି ହେଲା ନୂଆ ସିନ୍ଦୁର

ସମ୍ବଲପୁର : ଆସନ୍ତା କାଲି ନୂଆଁ ଖାଇ । ଏଥି ପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର । ଓଡିଶାର କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଁଖାଇ । ନୂଆଁଖାଇ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ…

(Video) ତାଳଗଛରୁ ମିଳିବ ନୂଆ ଜୀବନ…ପଦକ୍ଷେପ ନେଉଛନ୍ତି ପରିବେଶବିତ

ଏଣିକି ତାଳଗଛ ରୋକିବ ମୃତ୍ୟୁ । ଯଦି ତାଳ ଗଛ ସବୁ ସ୍ଥାନରେ ଲଗାଯିବ ତାହା ସହ ତାଳ ଗଛ ରହିଲେ ମୃତ୍ୟୁ ସଂଖ୍ୟା କମିଯିବ । ଏବେ ତାଳ ଗଛ ରୋକିକ ମୃତ୍ୟୁକୁ । ଦିନ ଥିଲା ଗାଁ ଗହଳି, ଗହୀର ପାଟ ବିଲ ହିଡ଼ ଗୁଡିକରେ ପ୍ରଚୁର…

ଦମଦାର ଫର୍ମ, Man of The Series, ତଥାପି ଦଳରେ ମିଳିଲାନି ସ୍ଥାନ… କାହିଁକି ବାଦ୍ ପଡ଼ିଲେ କୁଳଦୀପ?

ନୂଆଦିଲ୍ଲୀ: ଏସିଆ କପ୍ ଉପରେ ଅକ୍ତିଆର କରିବା ପରେ ବର୍ତ୍ତମାନ ବିଶ୍ୱକପ ଉପରେ ରହିଛି ଟିମ ଇଣ୍ଡିଆର ନଜର । କିନ୍ତୁ ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଏଥିପାଇଁ ଦଳ ମଧ୍ୟ ଘୋଷଣା…

ଓଡ଼ିଶାର ମେଡିକାଲ କ୍ୟାମ୍ପସରେ ହେବ ସ୍ଥାୟୀ ‘ହେଲିପ୍ୟାଡ’: ରୋଗୀଙ୍କୁ ଏୟାରଲିଫ୍ଟର ସୁବିଧା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ସ୍ୱାସ୍ଥ୍ୟକ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଓଡ଼ିଶାକୁ ଚିକିତ୍ସା କ୍ଷେତ୍ରରେ ବିକାଶ କରାଇବା ପାଇଁ ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଉଛନ୍ତି ସରକାର । ବର୍ତ୍ତମାନ…

ମହିଳା ସଂରକ୍ଷଣ ବିଲରେ କ’ଣ ରହିଛି ସ୍ପେଶାଲ? କେଉଁ ସୁବିଧା ପାଇବ ନାରୀଶକ୍ତି, କ୍ୟାବିନେଟରୁ ମିଳିଛି ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି । ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସମସ୍ତ ସିଟରେ…

ବିଶ୍ୱକପରେ ସୁଯୋଗ ପାଇବେ ଅଶ୍ୱୀନ? ଭେଟେରାନ ସ୍ପିନରଙ୍କ ପାଇଁ ଖୋଲିଲା ଟିମ ଇଣ୍ଡିଆର ଦ୍ୱାର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ବିସିସିଆଇ ତରଫରୁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହି ଦଳରେ ଟିମ ଇଣ୍ଡିଆର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ସ୍ଥାନ ପାଇନାହାନ୍ତି । ଦୀର୍ଘ ଦିନରୁ ଦଳରୁ ବାଦ୍ ପଡ଼ିଛନ୍ତି…