Browsing Category

ଖବର

(Video) ଫିଲ୍ମ ସୁଟିଂ ବେଳେ କାଠଯୋଡ଼ିରେ ବୁଡ଼ି ଯାଉଥିଲେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ: ବଞ୍ଚାଇଦେଲେ ସହକର୍ମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଫିଲ୍ମ ଶୁଟିଂ ସମୟରେ କିଛି ଅଘଟଣ ଦେଖିବାକୁ ମିଳିଥାଏ । ତେବେ ନିକଟରେ ଏକ ଓଡ଼ିଆ ଫିଲ୍ମ ଶୁଟିଂ ବେଳେ ଘଟିଥିଲା ଏପରି ଏକ ବଡ଼ ଅଘଟଣ । ଶୁଟିଂ ସମୟରେ ଫିଲ୍ମର ଅଭିନେତା ଓ…

ଖୁସି ଖବର; ସ୍କୁଲକୁ ଆସିପାରୁନଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଚିନ୍ତା ଦୂର କରିବେ ରାଜ୍ୟ ସରକାର…

ଭୁବନେଶ୍ୱର; ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛନ୍ତି ଓଡିଶା ସରକାର । ସ୍କୁଲକୁ ଆସିପାରୁନଥିବା ୬ ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରି ସେମାନଙ୍କ…

(Video) ଦେହରେ ହାତ ମାରିବାକୁ ମନା କଲା ସ୍ତ୍ରୀ: ରାଗରେ ସବୁ ଭୁଲିଗଲା ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ଦମ୍ପତ୍ତିଙ୍କ ମଧ୍ୟରେ କଳହ ଏକ ସାଧାରଣ କଥା ହୋଇଗଲାଣି । ପରକୀୟା ପ୍ରୀତି, ପାରିବାରିକ ସମସ୍ୟା ଆଦି ବିଭିନ୍ନ କାରଣରୁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀ ଚରମ ପଦକ୍ଷେପ ନେବାକୁ…

ରିସର୍ଚ୍ଚରୁ ନୂଆ ଖୁଲାସା: ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ

ନୂଆଦିଲ୍ଲୀ : ଓଜନ କମ କରୁଥିବା ମେଡିସିନ୍ ହାର୍ଟରୋଗୀଙ୍କ ପାଇଁ ଭଲ। ଏହା ଆମେ ନୁହେଁ , ବରଂ ନୂଆ ରିସର୍ଚ୍ଚରୁ ଖୁଲାସା ହୋଇଛି । ମିଳିଥିବା ସୂଚନା ମୁତାବକ , ୟୁରୋପୀୟ ସୋସାଇଟି ଅଫ କାର୍ଡିଓଲୋଜି (ଇଏସସି) କଂଗ୍ରେସ…

ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମ ଦିବସକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଓଡିଶା ଭାସ୍କର; ଆଉ ଦୁଇ ଦିନ ପରେ ପବିତ୍ର ରକ୍ଷା ବନ୍ଧନ ଓ ବଳଭଦ୍ରଙ୍କ ଜନ୍ମ ଦିବସ । ତେବେ ଏହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ଧାମ । ଗୁରୁବାର ଦିନ ଶ୍ରୀମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ରଙ୍କ ଜନ୍ମ…

କେ.ଏଲ୍ ରାହୁଲଙ୍କୁ ଫିଟ୍ କହି ସିଲେକ୍ସନ କଲେ, ଏବେ ପୁଣି କ’ଣ ପାଇଁ ଦୁଇ ମ୍ୟାଚ୍ ଖେଳିବେନି? ଉଠିଲା ପ୍ରଶ୍ନ.. ହେଉଛି କି ରାଜନୀତି

ନୂଆଦିଲ୍ଲୀ: କେ.ଏଲ୍ ରାହୁଲ ଏସିଆ କପ୍ ୨୦୨୩ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ମ୍ୟାଚ୍ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ରାହୁଲ ପାକିସ୍ତାନ ଏବଂ ନେପାଳ ବିପକ୍ଷ ମ୍ୟାଚରେ ଖେଳି ପାରିବେ ନାହିଁ। ଟିମ୍…

କାହିଁକି ଚନ୍ଦ୍ରଯାନରେ ଦିଆଯାଇଛି ସୁନେଲି ପ୍ଲେଟ? ଚନ୍ଦ୍ରପୃଷ୍ଠରେ କିପରି ସାହାଯ୍ୟ କରୁଛି ଏହି ଆସ୍ତରଣ

ନୂଆଦିଲ୍ଲୀ: ଯେବେଠାରୁ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଯାଇ ପହଞ୍ଚିଛି ସେବେଠାରୁ ଚନ୍ଦ୍ରଯାନକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଚନ୍ଦ୍ରଯାନରେ ଲାଗିଥିିବା ସୁନା ଭଳି ଆସ୍ତରଣକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ…

ODI WC-2023 ପରେ ଅବସର ନେବେ ଅଧିନାୟକ ରୋହିତ? ବଡ଼ ସଂକେତ ଦେଲେ ହିଟମ୍ୟାନ୍…

ନୂଆଦିଲ୍ଲୀ: ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍-୨୦୨୩ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବାକୁ ଯାଉଛି ଏହି ଇଭେଣ୍ଟ । ଭାରତୀୟ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖୁବ…

(Video) ପୃଥିବୀ ଓ ଚନ୍ଦ୍ରର ମାଟିରେ କ’ଣ ଥାଏ ଫରକ? ରୋଭର ‘ପ୍ରଜ୍ଞାନ’ ଦେଲା ଉତ୍ତର

ଇତିହାସ ରଚିଛି ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ବିଶ୍ୱ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ଲାଣ୍ଡର ବିକ୍ରମ । ଏହାର ଭୂପୃଷ୍ଠ ତଳେ ୧୦…

କେନ୍ଦ୍ର ସରକାର ବିହାର ସରକାର ମୁହାଁମୁହିଁ: ସୁପ୍ରିମକୋର୍ଟରେ ନୂଆ ପ୍ରମାଣପତ୍ର ଦାଖଲ

ନୂଆଦିଲ୍ଲୀ: ଜାତିଗତ ସର୍ବେକ୍ଷଣକୁ ନେଇମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର ଏବଂ ବିହାର ସରକାର । ବିହାରର ଜାତିଗତ ସର୍ବେକ୍ଷଣ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାୟର କରିଛନ୍ତି ।…