Browsing Category
ଖବର
ମନ୍ତ୍ରୀ କରିବେ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ପଞ୍ଜାବ; ମନ୍ତ୍ରୀ ମାନଙ୍କୁ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ । ରାଜ୍ୟର ହୋସିଆରପୁର, ରୂପ ନଗର ଏବଂ ଗୁରୁଦାସପୁର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଠିକ…
ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ କଳି କେବେ ଛିଡ଼ିବ?
ଓଡିଶା ଭାସ୍କର; ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବିରୋଧ କରିଛି । ଉଠା ଦୋକାନୀମାନେ ଜବରଦସ୍ତ…
ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ; ଶରତ ପଟ୍ଟନାୟକ
ଭୁବନେଶ୍ୱର; କଂଗ୍ରେସର ଟାର୍ଗେଟରେ ରହିଛି ବିଜେଡି ଏବଂ ବିଜେପି । କିଛି ଦିନ ହେବ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରୁଥିବା ଓଡିଶା କଂଗ୍ରେସ ପୁଣି ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ବାହାରିଛି । ୯ ଦଫା…
ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଖର୍ଚ୍ଚକୁ ଆଧାର କରି ପ୍ରସ୍ତୁତ ହୋଇଛି ତାଲିକା
ଓଡିଶା ଭାସ୍କର; ଏଣିକି ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା ବା ରେଟ୍ ଚାର୍ଟ । ଖର୍ଚ୍ଚକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବା ପରେ ହୋଇଥିବା…
ମନ୍ଦିର ରାସ୍ତାରେ ବଡି ଭୋରୁ ସିଙ୍ଗର ବାଦଶାହଙ୍କ ସହ ଘଟିଲା ଏପରି କିଛି, ଲୋକେ କହିଲେ ମିଳିଛି ଦେବୀ ମା’ଙ୍କ ଦର୍ଶନ
ମୁମ୍ବାଇ: ରାପର ସିଙ୍ଗର ବାଦଶାହଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ସେ ତାଙ୍କ ଜୀବନର ଏକ ଅନୁଭୂତିକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଭୋର ୪ ଟା ସମୟରେ ଶୂନଶାନ…
ନାଗରିକତା ପାଇବା ପରେ ; ବିଜେପିରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ଅକ୍ଷୟ କୁମାର
ମୁମ୍ବାଇ; ଫିଲ୍ମଷ୍ଟାର ଅକ୍ଷୟ କୁମାର ୧୫ ଅଗଷ୍ଟରେ ପୁଣି ଭାରତର ନାଗରିକତ୍ୱ ଫେରିପାଇଛନ୍ତି । ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଖିଲାଡି କୁମାର ନାମରେ ଜଣାଶୁଣା ଅକ୍ଷୟ କୁମାର ଲେଖିଛନ୍ତି ଯେ, ଉଭୟ ହୃଦୟ ଏବଂ…
ମାଟିରେ ଫଳୁଥିବା ଲାଲ ସୁନା ବଦଳାଇ ଦେବ କାଶ୍ମୀର ଚାଷୀଙ୍କ ଭାଗ୍ୟ, ଆସନ୍ତୁ ଜାଣିବା କ’ଣ ଏହି ସୁନା ଓ କେମିତି ଏହା ଚାଷ କରାଯାଏ
ନୂଆଦିଲ୍ଲୀ: କାଶ୍ମୀରରେ କେଶର ଚାଷ କରାଯାଏ । ଏହି କେଶର ଚାଷ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କାଶ୍ମୀର ହେଉଛି ଭାରତର ଏକମାତ୍ର ସ୍ଥାନ ଯେଉଁଠାରେ କେଶର ଚାଷ କରାଯାଏ । ଭାରତର ସଂସ୍କୃତିରେ…
ଲଜ୍ୟା ଜନକ ଘଟଣା; ତ୍ରିରଙ୍ଗା ପତାକା ଓ ଲୁହା ପାଇପ ଖୁଣ୍ଟକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ
ଓଡିଶା ଭାସ୍କର: ଇତି ମଧ୍ୟରେ ଭାରତ ବର୍ଷ ତାର ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଉପଲକ୍ଷେ ଗତକାଲି ସାରା ଦେଶରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି । ସେହିପରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର…
ଏବର୍ଷ ଶେଷକୁ ସତ ହେବ ବାବା ଭେଙ୍ଗାଙ୍କ ୩ଟି ଭୟଙ୍କର ଭବିଷ୍ୟବାଣୀ: ଶେଷ ହେବ ପୃଥିବୀ!
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ୨୦୨୩ରେ ସତ ହେବ ବୋଲି ଦାବି କରାଯାଉଛି । ଯାହାକୁ ନେଇ ଲୋକେ ଏବେ ଚକିତ ହୋଇଛନ୍ତି । ବାବାଙ୍କର ଏହା ବର୍ଷେ କି ୧୦ ବର୍ଷ ଭବିଷ୍ୟବାଣୀ ନୁହେଁ । ହଜାର ହଜାର ବର୍ଷ ପରର ଘଟଣାବଳୀ ବାବଦରେ…
(Video) Sex Change କରିବେ ପୋଲିସ ଅଫିସର: ମହିଳା କନେଷ୍ଟବଳଙ୍କ ନିଷ୍ପତ୍ତିକୁ ‘ସୁପ୍ରିମ’ ସମର୍ଥନ
ନୂଆଦିଲ୍ଲୀ: ଲିଙ୍ଗ ବଦଳାଇବେ ପୋଲିସ । ମହିଳା କନଷ୍ଟେବଳରୁ ହେବେ ପୁରୁଷ କନଷ୍ଟେବଳ । ନିଜ ଇଚ୍ଛାରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଜଣେ ମହିଳା ପୋଲିସ ଅଫିସର । ଆଉ ମଧ୍ୟପ୍ରଦେଶ ସରକାର ରତଲମ ଜିଲ୍ଲାରେ ନିଯୁକ୍ତି…