fbpx
Browsing Category

ଖବର

୨୦୨୪ ନିର୍ବାଚନ ପାଇଁ ଫୋକସ୍: ଆଜିଠୁ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ, ତିନିଦିନ ଧରି ଚାଲିବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଆଜିଠୁ ଅନୁଷ୍ଠିତ ହେବ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଏହି ବୈଠକ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ଼ ନିଷ୍ପତ୍ତି: ଏପ୍ରିଲ ୨୯ରୁ ପଶ୍ଚିମ ଦ୍ୱାରଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ, ଚନ୍ଦନ ଯାତ୍ରାରେ ସାମିଲ…

ପୁରୀ,(ଭାସ୍କର ନ୍ୟୁଜ୍‌): ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏହି ବୈଠକରେ ୨୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ ହେବାର…

ପୁଣି ବଢ଼ିବ ତାତି, ରାଜ୍ୟର ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ପ୍ରବଳ ଖରାରେ ସିଝୁଛି ଓଡ଼ିଶା । ଆହୁରି କଲବଲ କରିବ ପ୍ରଚଣ୍ଡ ରୋଦ୍ରା ତାପ। ଆଜି  ଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି…

ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନ : ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ମୁହାଁମୁହିଁ ଡିବେଟ୍, ୨୪ରେ ଶେଷ ପର୍ଯ୍ୟାୟ ଭୋଟ

ନୂଆଦିଲ୍ଲୀ : ଏପ୍ରିଲ୍‌ ୨୪ ତାରିଖରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନର ଶେଷ ରାଉଣ୍ଡ ଭୋଟିଂ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଇମାନୁଏଲ୍‌ ମାର୍କୋ ଓ ମାରିନ୍‌ ଲେ ପେନ୍‌ଙ୍କ ମଧ୍ୟରେ ଟିଭିରେ ଶେଷ ଡିବେଟ୍‌ ହୋଇଥିଲା…

ଆଜି ବିଶ୍ୱ ଧରିତ୍ରୀ ଦିବସ: ପୃଥିବୀ ଜଳୁଛି, ସୁରକ୍ଷା ଲୋଡୁଛି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆଜି ବିଶ୍ୱ ଧରିତ୍ରୀ ଦିବସ । ଧରିତ୍ରୀ ମାଆକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳିତ ହୋଇଥାଏ । ସଂପ୍ରତି ଜଳବାୟୁ…

କରୋନା ନୁହେଁ, ପିଶାଚ ମାତିଛି ! ପୂରା ଗାଁ ଏବେ ଲକ୍‌ଡାଉନ୍‌, ସୀମାରେ ଲାଗିଛି ସତର୍କ ବୋର୍ଡ

ଶ୍ରୀକାକୁଲମ୍‌ : ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲାର ବେନେଲାବଲସା ଗ୍ରାମରେ ଗତ କିଛିଦିନ ହେବ କିଛି ଲୋକ ଜ୍ୱରରେ ମୃତ୍ୟୁବରଣ କରିଛନ୍ତି । ତେବେ ଗ୍ରାମବାସୀଙ୍କ ଅନ୍ଧବିଶ୍ୱାସ ଏହିକି ଯେ ଗ୍ରାମରେ ପିଶାଚ…

ଘର ଭିତରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ରାଜନଗର, (ଭାସ୍କର ନ୍ୟୁଜ୍‌) : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା ଗ୍ରାମର ମହେନ୍ଦ୍ର ସେଠୀଙ୍କ ଝିଅ ଯଶୋଦା ସେଠୀ(୧୫) ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗୁରୁବାର ମଧ୍ୟାହ୍ନ ସମୟରେ…

ବଦଳିଲା CUET Marking System, ନୂଆ ନିୟମ ନେଇ ନୋଟିସ୍ ଜାରି କଲା NTA

ନୂଆଦିଲ୍ଲୀ: କମନ୍ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି)କୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ନୂଆ ନିୟମ ଅନୁଯାୟୀ, ସିୟୁଇଟି ପରୀକ୍ଷା ପାଇଁ ମାର୍କିଂ ସିଷ୍ଟମରେ କିଛି ପରିବର୍ତ୍ତନ କରାଯାଇଛି । ଏ ସଂକ୍ରାନ୍ତରେ…

କିଙ୍ଗ୍‌ଫିସର୍‌ର ବ୍ରାଣ୍ଡ ଆମ୍ବାସାଡର ହେଲେ ରଶ୍ମିକା ମନ୍ଦନା ଏବଂ ବରୁଣ ଧୱନ, ନୂଆ ଏବଂ ରୋମାଞ୍ଚକର ଉପାୟରେ ଗ୍ରାହକଙ୍କ ସହ ଯୋଡ଼ି…

ନୂଆଦିଲ୍ଲୀ: ୟୁନାଇଟେଡ ବ୍ରିୱେରିଜ ପକ୍ଷରୁ ଆଜି ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଅଭିନେତା ବରୁଣ ଧୱନଙ୍କୁ ଏହାର ଆଇକୋନିକ ବ୍ରାଣ୍ଡ, କିଙ୍ଗଫିସର ପାଇଁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଥିବା ସମ୍ପର୍କରେ…

ପ୍ରେମିକାକୁ ବିବାହର ପ୍ରତିଶୃତ ଦେଇ ସମ୍ପର୍କ ରଖିଲେ, ଅନ୍ତଃସତ୍ୱା କରି ଛାଡିଦେଲା: ପୀଡିତାଙ୍କ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଯୁବକ

କୁଜଙ୍ଗ, (ଭାସ୍କର ନ୍ୟୁଜ୍‌) : କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ନିମ୍ବ ବେଲାରୀ ଗ୍ରାମର ଜନୈକ ଯୁବକ ପ୍ରେମିକକୁ ଭଲ ପାଇବାର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ସହିତ ଗର୍ଭବତୀ କରିବାପରେ…