Browsing Category

ଖବର

ମିଳିଲା ଶ୍ରୀମନ୍ଦିର ପ୍ରଶାସନର ଉଭୟ ଫାଇଲ: ହଜି ନଥିଲା ବୋଲି କହିଲେ ସଚିବ

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ହଜି ଯାଇଥିବା ଦୁଇଟି ଯାକ ଫାଇଲ ମିଳିଥିବା ନେଇ ସୂଚନା ମିଳିଛି । ଏ ନେଇ ଆଇନ ବିଭାଗର ପୁରୁଣା ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଫାଇଲ ଅନ୍ୟ କେଉଁଠି ହଜି…

ସକାଳୁ ସକାଳୁ ବଡ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୭ ଜଣଙ୍କ ମୃତ୍ୟୁ, ୪୦ ଆହତ

ଲକ୍ଷ୍ନୌ: ରାତି ପାହାନ୍ତାରୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଯାତ୍ରୀବାହୀ ବସକୁ ପଛପଟୁ ଧକ୍କା ଦେଇଛି ଟ୍ରକ୍ । ଉତ୍ତରପ୍ରଦେଶ ଗୋରଖପୁର ଜାତୀୟ ରାଜପଥରେ ଏଭଳି ଏକ ମମନ୍ତୁଦ…

ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁ କେମିତି ହୋଇଥିଲେ ଉଦ୍ଧାର ? ସାମ୍ନାକୁ ଆସିଲା ରେସ୍କ୍ୟୁ ସମୟର ଭିଡିଓ

ନୂଆଦିଲ୍ଲୀ: ଗତ ସପ୍ତାହରେ ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ତାଙ୍କ ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ସୋସିଆଲ ମିଡିଆରେ…

Bourn Vita ଶିଶୁଙ୍କ ପାଇଁ ହାନୀକାରକ: ଡାଇବେଟିସ, କ୍ୟାନସର ସମସ୍ୟା ବଢ଼ୁଛି, ଭିଡିଓ ଭାଇରାଲ ପରେ କମ୍ପାନୀ ପଠାଇଲା ନୋଟିସ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି । ତେବେ ଏହିସବୁ ଭାଇରାଲ ଭିଡିଓ ମଧ୍ୟରୁ କିଛି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ଆଉ କିଛି ଆମ ସମାଜ ତଥା ଯୁବବର୍ଗଙ୍କ…

ସାଂଘାତିକ ରୂପ ନେଉଛି କରୋନା: ଦିନକରେ ୨୮ ଜଣଙ୍କ ମୃତ୍ୟୁ, ୧୧ ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମହାମାରୀ ପୁଣିଥରେ ଆତଙ୍କ ଖେଳାଇବା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ…

ପିଏମ କିସାନର ନୂଆ କିସ୍ତି ପୂର୍ବରୁ ବଡ ଘୋଷଣା: ୧୪ କୋଟି ଚାଷୀ ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କୃଷକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ତେବେ ଏହି ଟଙ୍କା ଆସନ୍ତା ମେ' ଶେଷ ସପ୍ତାହ କିମ୍ବା ଜୁନ ପ୍ରଥମ ସପ୍ତାହ ସୁଦ୍ଧା…

କୋରାପୁଟରେ ୭ ମିନିଟରେ ୫୩୯୫ ବଜ୍ରପାତ: ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପ୍ରଶାସନ

କୋରାପୁଟ: କୋରାପୁଟ ଜିଲ୍ଲାରେ ଭୟଙ୍କର ରୂପ ନେଇଛି ବଜ୍ରପାତ । ଝଡ ତୋଫାନ ସହ ଭୀଷଣ ବଜ୍ରପାତ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି । ମାତ୍ର ୭ ମିନିଟ ଭିତରେ ୫୩୯୫ରୁ ଅଧିକ ଥର ବଜ୍ରପାତ ହୋଇଥିବା ରେକର୍ଡ ହୋଇଛି । ଏହାସହ…

ବଡ ଖବର, ଆଖି ବୁଜିଲେ ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋ: ୮୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର: ଆଜି ସକାଳେ ଜଗତସିଂହପୁରର ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି ।…

ଆଜିଠାରୁ ସବୁ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଛୁଟି: ଗ୍ରୀଷ୍ମପ୍ରବାହ ଯୋଗୁଁ ଆଗୁଆ ଘୋଷଣା

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଖରା ଏବଂ ଏହାର ପ୍ରଭାବକୁ ନଜରରେ ରଖି ଆଜିଠାରୁ ସବୁ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ସମୟ ପୂର୍ବରୁ ଘୋଷଣା…

ଓଡିଶାରେ ଆଜିଠାରୁ ତଳମୁହାଁ ହେବ ତାପମାତ୍ରା: ତାତିରୁ ମିଳିବ ରକ୍ଷା

ଭୁବନେଶ୍ୱର: : ଆଜିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେବା ପରେ ଆଜିଠାରୁ ଏହି ତାତିରୁ ମୁକ୍ତି ମିଳିପାରେ । ଗୁରୁଚାପ ବଳୟ…