Browsing Category
ଖବର
Video: ହାତୀ ଓ ମଣିଷ ଭିତରେ ରହିଛି ମଧୁର ସମ୍ପର୍କ, ଏଇ ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ…
ଢେଙ୍କାନାଳ: ମଣିଷ ଆଉ ହାତୀର ଏହି ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ। ଏମାନଙ୍କୁ ଦେଖିଲେ ଲାଗେ ଯେ, ଏହା କେବଳ ପ୍ରେମରେ ଯେ ସିମିତି ତାହା ନୁହେଁ, ବରଂ ପ୍ରେମ ଠାରୁ ଆହୁରି ଉର୍ଦ୍ଧରେ। ଏ…
ପିଡିଏସରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ହିତାଧିକାରୀଙ୍କ ହିତରେ ନାହିଁ ପ୍ରଶାସନ!
ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲାଷ୍ଟିକ ଦାନା । ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେବେ ଏଭଳି ଘଟଣାକୁ ନେଇ ରାଜ୍ୟର ସାଧାରଣ ଜନତା ତଥା…
ଏୟାରପୋର୍ଟରେ ଯୁବକଙ୍କୁ ପ୍ରପୋଜ କଲେ ରୋହିତ ଶର୍ମା: ପଚାରିଲେ- ‘ତୁମେ ମୋତେ ବିବାହ କରିବ’, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟନାରେ ଜାରି ରହିଛି । ଏହି ମ୍ୟାଚ୍ରେ ଭାରତର ବ୍ୟାଟ୍ସମ୍ୟାନ୍ମାନେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି…
ବବି ଦାସଙ୍କ ‘କ୍ରୀତଦାସ’ ହେବା ବୟାନରେ ଝଡ: କଟାକ୍ଷ କଲେ ବିଜେପି ନେତା
ଭୁବନେଶ୍ୱର: ବିଜୁ ଜନତା ଦଳର ପ୍ରମୁଖ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ରାଜନୀତିରେ ଉଠିଛି ଝଡ । ଏହି ମନ୍ତବ୍ୟକୁ କଡା କାଉଣ୍ଟର କରିବା ସହ ବିଜେପି ବବିଙ୍କୁ କଟାକ୍ଷ କରିଛି…
Disney କରିବ ୪ ହଜାର କର୍ମଚାରୀଙ୍କ ଛଟେଇ: ଚିହ୍ନଟ କରିବା ପାଇଁ ମ୍ୟାନେଜରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ମନୋରଞ୍ଜନ କ୍ଷେତ୍ରରେ ଖୁବ ନାଁ କମାଇଥିବା ଡିସନି କର୍ମଚାରୀଙ୍କ ଉପରେ ନେଇଛି ଏକ ବଡ ପଦକ୍ଷପ । ନିଜର କର୍ମଚାରୀ କ୍ଷମତାରେ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛି କମ୍ପାନୀ । ଅଫିସରେ କାମ କରୁଥିବା…
ପୁରୁଷମାନେ ଟାଇଟ୍ ଅଣ୍ଡରୱେର, ଡ୍ରଗ୍ସ, ଷ୍ଟେରଏଡ୍ସକୁ ଆଭଏଡ୍ କରନ୍ତୁ, ବୟସ ବଢ଼ିଲେ ଫର୍ଟିଲିଟି କମୁଛି: ରିସର୍ଚ୍ଚ ନ୍ୟୁଜ୍
ନୂଆଦିଲ୍ଲୀ: ପୁରୁଷ ଓ ମହିଳାଙ୍କ ଯୌନ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ପୁରୁଷମାନେ ନିଜର ବୟସ ଓ ଫର୍ଟିଲିଟିକୁ ନେଇ ଅନେକ କଥା ଜାଣିବା ନିହାତି ଦରକାର । ପୁରୁଷମାନେ ୨୦ ବର୍ଷ ବୟସରେ…
ସରକାରଙ୍କ ନୂଆ ସ୍କିମ୍ ; ଗୋଚର ଜମିକୁ କମଜୋର ଭାବନ୍ତୁ ନାହିଁ, ଏକର ପିଛା ଦେବ ୧ ଲକ୍ଷ ରୋଜଗାର ଗ୍ୟାରେଣ୍ଟି !
ନୂଆଦିଲ୍ଲୀ : ସରକାର କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପମ୍ପ ଲଗାଇବାର ସୁବିଧା ପ୍ରଦାନ କରିଛନ୍ତି। ଏହି ଯୋଜନା ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ପରେ ଏହାକୁ ଆହୁରି ବିସ୍ତାର କରାଯାଇଥିଲା ।…
ଇକ୍ୟୁଏଡରରେ ଅନୁଭୂତ ହେଲା ୬.୮ ତୀବ୍ରତାର ଭୁକମ୍ପ, ଏପର୍ଯ୍ୟନ୍ତ ୧୪ ମୃତ୍ୟୁ
ଇକ୍ୟୁଏଡର: ଦକ୍ଷିଣ ଆମେରିକାରେ ଥିବା ଇକ୍ୟୁଏଡରରେ ଭୟଙ୍କର ଭୁକମ୍ପ ଅନୁଭୂତ ହୋଇଥିବା କଥା ସାମ୍ନାକୁ ଆସିଛି । ସମଚାର ଏଜେନ୍ସି ଏପି ଅନୁଯାୟୀ, ସେଠାରେ ୬.୫ ତୀବ୍ରତାର ଭୁକମ୍ପ ଆସିଛି । ତେବେ ଏହି ଭୂକମ୍ପ ଆମେରିକାର…
ଝିଅ ବାହାଘରରେ ମିଳିବ ୫୬ ହଜାର ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା
ବୁରହାନପୁର: କନ୍ୟା ବିଭାଘର ଉତ୍ସବରେ ଏଣିକି ଦିଆଯିବ ୫୬ ହଜାର ଟଙ୍କା । ଏ ନେଇ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । କନ୍ୟା ବିବାହ ଯୋଜନାରେ ଏମିତି ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି…
ଭାରତ ବିରୋଧୀ ଗ୍ୟାଙ୍ଗରେ ସାମିଲ ଅବସରପ୍ରାପ୍ତ ବିଚାରପତି: ଆଇନ ମନ୍ତ୍ରୀ କିରେନ ରିଜିଜୁ
ନୂଆଦିଲ୍ଲୀ: ଭାରତ ବିରୋଧୀ ଗ୍ୟାଙ୍ଗରେ ସାମିଲ ଅବସରପ୍ରାପ୍ତ ବିଚାରପତି। ଏଭଳି ସାଙ୍ଘାତିକ ଅଭିଯୋଗ ବିଚାରପତିମାନଙ୍କ ଉପରେ ଲଗାଇଛନ୍ତି। ଅବସରପ୍ରାପ୍ତ ବିଚାରପତିଙ୍କୁ ତାଙ୍କ ବିବୃତ୍ତିରେ ଅଭିହିତ କରି ସେ କହିଛନ୍ତି…