Browsing Category
ଖବର
(Video): ‘କାଶୀ ସହ ମୋର ମାଆ ପୁଅ ଭଳି ସମ୍ପର୍କ…’, ନାମାଙ୍କନ ପୂର୍ବରୁ ମୋଦୀ ଶେୟାର କଲେ ଭାବୁକ ପୋଷ୍ଟ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣସୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ କାଶୀ ସହ ତାଙ୍କର ମାଆ…
(Video) ନେତା-ମନ୍ତ୍ରୀକୁ ଦେଖି ଗୋଡ଼ାଇଲେ ଲୋକେ; ‘ରୋଡ୍ ନାହିଁ ତ ଭୋଟ୍ ନାହିଁ’ କହି ଗାଁରେ ପଶିବାକୁ ଦେଲେନି
ବାଲେଶ୍ୱର: ଅଭିଶପ୍ତ ଗାଁ ଅର୍ଜୁନୀ, ଗାଁକୁ ନା ଅଛି ରାସ୍ତା, ନା ପାଣି, ନା ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ବାସଗୃହ, ଗାଁରେ ୮୦ ରୁ ଅଧିକ ଲୋକ ବସବାସ କରୁଥିଲେ ବି ସରକାରୀ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ଗାଁରେ…
ଆସନ୍ତାକାଲି କଟକରେ ରୋଡ୍ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତାକାଲି କଟକରେ ରୋଡ୍ ସୋ’ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅପରାହ୍ନ ୪ ଟାରୁ ରୋଡ୍ ସୋ’ ନେଇ କଟକ ନଗର ସଭାପତିଙ୍କ ସୂଚନା । ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇ…
ଏହି ଦିଗରେ ଶୁଆ ରଖିବା ଶୁଭ ଅଟେ, ବୃଦ୍ଧି ପାଇଥାଏ ଘରର ସୁଖ ସମୃଦ୍ଧି
ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ରରେ ଶୁଆକୁ ଏକ ଶୁଭ ପକ୍ଷୀ ଭାବେ ବିବେଚିତ କରାଯାଇଛି । ଶୁଆ ପାଳିବା ଦ୍ୱାରା ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଶୁଆ ପାଳିବା ସମୟରେ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା…
ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ
ମାଲକାନଗିରି: ଇଲେକ୍ସସନ ଡ୍ୟୁଟି ସାରି ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ । ସୂଚନା ଅନୁସାରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ସଡକ ଦୁର୍ଘଟଣାରେ…
(Video) ଆଇପିଏଲ ମ୍ୟାଚ ବେଳେ ଲଜ୍ଜାଜନକ ଘଟଣା: ବଲ ଚୋରି କରି ପଳାଉଥିବା ବେଳେ ଧରାପଡ଼ିଲେ ଜଣେ ଦର୍ଶକ
ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ପାଖପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୪ଟି ମ୍ୟାଚ ପରେ ପ୍ଲେ-ଅଫ୍ ପର୍ଯ୍ୟାୟ ଖେଳାଯିବ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସାଧାରଣ…
ବିଜୁଳି-ଅଟା ଦର ସବସିଡି ସତ୍ତ୍ୱେ ପାକିସ୍ତାନ ଅଧିକୃତ କଶ୍ମୀରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ; ୩ ମୃତ
ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରରେ ବିଜୁଳି ଓ ଅଟା ଦରରେ ସରକାରୀ ସବସିଡି ସତ୍ତ୍ୱେ ମୁଜାଫରାବାଦରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ…
BREAKING…ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡ଼-ଫୁସ୍ଫୁସ୍ରେ ଆଘାତ; ଏମ୍ସକୁ କରାଗଲା ସ୍ଥାନାନ୍ତର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ଼ ଓ ଫୁସ୍ଫୁସ୍ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର ହୋଇଛନ୍ତି…
(Video) ରାସ୍ତା VS ଭୋଟ; ଯେପର୍ଯ୍ୟନ୍ତ ରାସ୍ତା କାମ ନ ହୋଇଛି, ଭୋଟ ବର୍ଜନ କରିବାକୁ ଚେତାବନୀ
ମୟୁରଭଞ୍ଜ: (ଓଡ଼ିଶା ଭାସ୍କର) ଗାଁରେ ଫଳକ ଲାଗିଛି ହେଲେ ହୋଇ ନାହିଁ ରାସ୍ତା କାମ। ତେବେ ଏହି ସମସ୍ୟା ପାଉଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ସୁଫଳ ନମିଳିବାରୁ ଶେଷରେ ଏମିତି କିଛି…
ଘାଟକୋପର ହୋର୍ଡିଂ ଭୁଶୁଡ଼ିବା ଘଟଣା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ୮୮ ଜଣ ପ୍ରଭାବିତ
ମୁମ୍ବାଇ: ମହାରାଷ୍ଟ୍ରର ଘାଟକୋପରରେ ଥିବା ଏକ ପେଟ୍ରୋଲ ପମ୍ପ ଉପରେ ହୋର୍ଡିଂ ପଡ଼ିବା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୁମ୍ବାଇର ଘାଟକୋପରରେ ହୋଇଥିବା ହୋର୍ଡିଂ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।…