Browsing Category

ଖବର

‘ରୋହିତ-ଦ୍ରାବିଡଙ୍କ ପାଇଁ ବିଶ୍ୱକପ ହାରିଲା ଟିମ ଇଣ୍ଡିଆ…’ ଖୁଲାସା କଲେ ଏହି କ୍ରିକେଟର

ନୂଆଦିଲ୍ଲୀ: ଏବେ ସମଗ୍ର କ୍ରିକେଟପ୍ରେମୀଙ୍କୁ ଆଇପିଏଲ-୨୦୨୪ର ଅପେକ୍ଷା ରହିଛି । କିନ୍ତୁ ଏବେ ବି ଭାରତୀୟ ଫ୍ୟାନ୍ସ ଭୁଲି ପାରି ନାହାନ୍ତି ଗତ ଦିନିକିଆ ବିଶ୍ୱକପର ପରାଜୟ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ଦମଦାର…

RCB ଦଳରେ ସାମିଲ ହେବେ ଜୋଫ୍ରା ଆର୍ଚର! ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ଶକ୍ତ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଜୋର ଧରିଛି । ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇପାରନ୍ତି ଖତରନାକ ବୋଲର । ଆଇପିଏଲ ସିଜନ ଆରମ୍ଭ ପୂର୍ବରୁ ଆହୁରି ଶକ୍ତିଶାଳୀ ହୋଇପାରେ ଆରସିବି ।…

ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା; ୧୭ଟି ଆସନରେ ଲଢ଼ିବ ବିଜେପି, ୧୬ଟି ସିଟ୍‌ରେ ଲଢ଼ିବ ଜେଡିୟୁ…

ନୂଆଦିଲ୍ଲୀ : ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା । ସୋମବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ବିହାର ଏନଡିଏରେ ଆସନ…

BIG BREAKING…ଲକ୍ଷ୍ମୀସାଗର ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତାର ବାନ୍ଧବୀ ଗିରଫ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତାର ବୀବାନ୍ଧ ଗିରଫ । କ୍ରାଇମସିନ୍‌ ରିକ୍ରିଏଟ କଲା ଲକ୍ଷ୍ମୀସାଗର ଥାନା ପୋଲିସ ।…

ଭୁବନେଶ୍ୱରର ‘Capital Hospital’ ଓଡ଼ିଶାରେ ସର୍ବଶ୍ରେଷ୍ଠ: ମିଳିଲା ‘ଏନକ୍ୱାସ’ ସାର୍ଟିଫିକେଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଏବେ ଓଡ଼ିଶା ନୁହେଁ ସାରା ଦେଶରେ ନମ୍ବର ୱାନ୍ ସ୍ଥାନ ହାସଲ କରିଛି । ଚିକିତ୍ସା କ୍ଷେତ୍ରରେ ବଡ଼ ବଡ଼ ଡାକ୍ତରଖାନାକୁ ପଛରେ ପକାଇ ଶୀର୍ଷ ସ୍ଥାନ କବଜା କରିଛି…

(Video) ଏକତରଫା ପ୍ରେମରେ ବିଫଳ ହୋଇ ହିଂସ୍ର ହୋଇ ଉଠିଲା ଯୁବକ; ଭାଉଜକୁ ନପାଇ ଭାଇର ଜୀବନ ନେଲା ଭାଇ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ସ୍ତ୍ରୀକୁ ଏକତରଫା ପ୍ରେମ କରି ସ୍ୱାମୀଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ । ସ୍ତ୍ରୀକୁ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରୁଥିବାରୁ ଖୋର୍ଦ୍ଧା ବନମାଳିପୁରରେ ଯୁବକକୁ ତାଗିଦ…

(video)ଗୋଟିଏ ଗୋଡରେ ଛିଡା ହୋଇ ଶିଳ୍ପା କଲେ ଜବରଦସ୍ତ ୱାର୍କଆଉଟ୍‌, ଭିଡିଓ ସେୟାର କରି ଦେଲେ ଫିଟନେସ୍ ମନ୍ତ୍ର

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଶିଳ୍ପା ଆଶ୍ଚର୍ଯ୍ୟଜନକ ଭାବରେ ଏକ୍ସରସାଇଜ୍ କରୁଥିବା ନଜର ଆସୁଛନ୍ତି । ଏଥିରେ ତାଙ୍କ ଅଭିନବ…

Deepfake-ମିଥ୍ୟା ଗୁଜବକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ଭାଇରାଲ ଖବରରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ବିଭିନ୍ନ ମିଥା ଗୁଜବ ଏବଂ ଡିପଫେକ ଭଳି କଣ୍ଟେଣ୍ଟ ଖୁବ ଭାଇରାଲ ହେଉଛି । ଯାହା ସାଧାରଣ ଲୋକଙ୍କ ଜୀବନରେ ଅନେକ ପ୍ରଭାବ ପକାଉଛି । ତେଣୁ ଏଭଳି ଭାଇରାଲ ଖବର ତଥା ଫଟୋ-ଭିଡିଓ…

(Video) ଦୋକାନରେ ହନୁମାନ ଚାଳିସା ଲଗାଇବାରୁ ମାରପିଟ କଲେ ମୁସଲମାନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଦୋକାନୀକୁ ମୁସଲମାନ ମାନେ ମାରପିଟ କରିଛନ୍ତି । କାରଣ ଦୋକାନୀ ଜଣକ ଦୋକାନରେ ଉଚ୍ଚ ଧ୍ୱନୀରେ ଭଜନ ବଜାଉଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓରେ ଦେଖାଯାଉଛି ଯେ, କିଛି ଜଣ…

ପାକିସ୍ତାନ କରିଛି ଏୟାର ଷ୍ଟାଇକ୍!; ସାଙ୍ଘାତିକ ଅଭିଯୋଗ ଆଣିଲେ ତାଲିବାନ ସରକାର

ନୂଆଦିଲ୍ଲୀ : ଆଫଗାନିସ୍ତାନର ତାଲିବାନ ସରକାର ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିବା ଅଭିଯୋଗ ଆଣିଛି ତାଲିବାନ । ତାଲିବାନ କହିଛି ଯେ ଏହି ଆକ୍ରମଣରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ…