Browsing Category
ଖବର
ମେଘାଳୟରୁ ଚୀନକୁ ବର୍ତ୍ତା ପଠାଇଲେ ପ୍ରଧାନମନ୍ତ୍ରୀ, ନିଜ ସୀମାଞ୍ଚଳର ବିକାଶ କରିବ ଭାରତ ଏବଂ ଏହାକୁ କେହି ଅଟକାଇ ପାରିବେ ନାହିଁ
ଶିଙ୍ଗଲ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଘାଳୟରେ ପହଁଚିଥିଲେ । ସେ ଶିଙ୍ଗଲରେ ଉତ୍ତର ପୂର୍ବ ପରିଷଦର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ ୫୦ ବର୍ଷ ମଧ୍ୟରେ ପୂର୍ବାଞ୍ଚଳର ବିକାଶରେ ଏକ ସ୍ମରଣୀୟ ପୁସ୍ତକ…
ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କଟକ: ରାଜ୍ୟରେ ତଥା ଦେଶରେ ପ୍ରତିଦିନ ଆତ୍ମହତ୍ୟା ଖବର ଦେଖିବାକୁ ମିଳୁଛି । ଅସୁସ୍ଥ ମାନସିକତା କାରଣରୁ ଚିନ୍ତାଗ୍ରସ୍ତ ହୋଇ ମଣିଷ ଆତ୍ମହତ୍ୟା କରୁଛି । ତେବେ ଆଜି ବାରଙ୍ଗ ଥାନା ଏଏସଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…
ରମିଜ ରାଜା ବିବାଦରେ, ଏହି ବ୍ୟକ୍ତି ହେବେ ପାକିସ୍ତାନର ନୂତନ ପିସିବି ଅଧ୍ୟକ୍ଷ !
ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ପିସିବି ଅଧ୍ୟକ୍ଷ ରମିଜ ରାଜାଙ୍କ ଛୁଟି ହୋଇପାରେ । ତାଙ୍କ ବଦଳରେ ପୂର୍ବ ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କୁ ଅଧ୍ୟକ୍ଷ ପଦରେ ରଖାଯିବାର…
ଆଜି ଫିଫା ବିଶ୍ୱକପ୍ ଫାଇନାଲ: ଫ୍ରାନ୍ସ- ଆର୍ଜେଣ୍ଟିନା ମୁହାଁମୁହିଁ
ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରୁ କାତରାରେ ଫିଫା ବିଶ୍ୱକପ୍ ୨୦୨୨ ଚାଲିଛି । ଯେଉଁଥିରେ ଅନେକ ଦେଶ ସାମିଲ ହୋଇଥିବା ବେଳେ ଖେଳ ବହୁତ ରୋମାଞ୍ଚକର ମଧ୍ୟ ହେଉଛି । ତେବେ ଏହି ଖେଳର ଫାଇନାଲ ରାଉଣ୍ଡ ଆଜି ଲୁସାଇଲ୍…
ହାତୀ ଆକ୍ରୋଶର ଶିକାର, ଜଣେ ମୃତ
ଦେବଗଡ଼: ବାରମ୍ବାର ଜନ ବସତି ମୁହାଁ ହେଉଛନ୍ତି ଗଜରାଜ । ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ହାତୀ ଅକ୍ରମଣର ଶୀକାର ହେଉଛନ୍ତି ନିରିହ ମଣିଷ ମାନେ । ଆଜି ଦେବଗଡ଼ ଜିଲ୍ଲାର ରିଆମାଳ ଫରେଷ୍ଟ ରେଞ୍ଜ ଚିରୁଗୁଣିକୁଦାର ଗାଁରେ…
ମାହାଙ୍ଗା ପଡ଼ିଲା ୧୫ ଟଙ୍କାର ପାଣି ବୋତଲକୁ ୨୦ ଟଙ୍କାରେ ବିକ୍ରି କରିବା, ୧ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ରେଲୱେ
ନୁଆଦିଲ୍ଲୀ: ରେଳ ଯାତ୍ରୀଙ୍କୁ ୧୫ ଟଙ୍କାର ପାଣି ବୋତଲକୁ ୨୦ ଟଙ୍କାରେ ବିକ୍ରି କରିବା ମହଙ୍ଗା ପଡ଼ିଛି ଆଇଆରସିଟିସି କଣ୍ଟ୍ରାକ୍ଟରଙ୍କୁ । ଯାତ୍ରୀଙ୍କଠାରୁ ୫ ଟଙ୍କା ଅଧିକ ଚାର୍ଜ କରିବା ପାଇଁ ଲକ୍ଷେ ଟଙ୍କାର ଜୋରିମାନା…
ଦେଶର ଆବଶ୍ୟକତା ପୂରଣ ପାଇଁ ମହଜୁଦ ଅଛି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ: କେନ୍ଦ୍ର ଖାଉଟୀ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ କରିବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଅତିରିକ୍ତ ଆବଣ୍ଟନ ପାଇଁ ଭାରତ ସରକାରଙ୍କ…
(Video)ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ହାତେଇଲା ଭାରତ
ନୂଆଦିଲ୍ଲୀ :ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ । ତେବେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍…
(Video )ଭାରତର ସବୁଠାରୁ ଦାମୀ ଟ୍ରେନ , ଯାହାର ଟିକେଟ ଦାମ ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ ଏହି ଟ୍ରେନ ଭିତରର ଝଲକ
ନୂଆଦିଲ୍ଲୀ :ଭାରତରେ ପ୍ରାୟ ସମସ୍ତେ ଟ୍ରେନ୍ ଯାତ୍ରା କରିବାକୁ ଭଲ ପାଆନ୍ତି। ସୁନ୍ଦର ରାସ୍ତା ଏବଂ ଉପତ୍ୟକା ମଧ୍ୟରେ ଟ୍ରେନ୍ ଯୋଗେ ଯାତ୍ରା କରିବା ନିଜ ଭିତରେ ଏକ ନିଆରା ଅନୁଭୂତି । କିନ୍ତୁ ଏସବୁ ସତ୍ତ୍ବେ ଯଦି ଆପଣ…
ଛାତ୍ର ବେକରେ ଜାଭେଲିନ୍ ଫସିବା ଘଟଣା; ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଆଗଲପୁର ବାଳକ ହାଇସ୍କଲରେ ବାର୍ଷିକ କ୍ରୀଡା ମହୋତ୍ସବ ଚାଲିଥିବା ବେଳେ ଏକ ଛାତ୍ର ବେକରେ ଜାଭେଲିନ୍ ଫଶିଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜକୁ ନେବା ସହ ଚିକିତ୍ସା…