Browsing Category
ଖବର
ପୁନଃମୂଲ୍ୟାଙ୍କନ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେବେଠୁ ଆରମ୍ଭ ହେବ CBSE ର ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା?
ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି କରିଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୩ ଷ୍ଟେପରେ…
(Video) ରାଜନୀତିକୁ ଆସିବେ କି ମେଗା ଷ୍ଟାର ବାବୁସାନ୍? ଦେଖନ୍ତୁ କ’ଣ କହିଲେ ଚକଲେଟ ବୟ
ଭୁବନେଶ୍ୱର: ‘ଦମନ୍’ ଏବଂ ‘ମାଲ୍ୟଗିରି’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ଆଉ ଏକ ରୂପରେ ଆସୁଛନ୍ତି ମେଗାଷ୍ଟାର ବାବୁସାନ୍ । ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି ବାବୁସାନଙ୍କ କମେଡି ଡ୍ରାମା ଫିଲ୍ମ ‘ପାବାର’ ।…
ଓଡ଼ିଶାରେ ବଢୁଛି ପାନୀୟ ଜଳ ସମସ୍ୟା: ରାଜ୍ୟର ୨୬ ଲକ୍ଷ ଘରକୁ ମିଳୁନି ପିଇବା ପାଣି
ଭୁବନେଶ୍ୱର: ଦିନକୁ ଦିନ ସାରା ରାଜ୍ୟରେ ପାନୀୟ ଜଳ ସଙ୍କଟ ବଢିବାରେ ଲାଗିଛି । ଓଡିଶା ସରକାରଙ୍କ ପକ୍ଷରୁ ୭୦%ରୁ ଅଧିକ ଘରକୁ ପାନୀୟ ଜଳ ଯୋଗାଣ କରାଯାଇଥିବା ବେଳେ ୨୬ଲକ୍ଷ ପରିବାର ଏହି ସୁବିଧାରୁ ବଞ୍ଚିତ ହୋଇଥିବାର…
(Video) ବ୍ରହ୍ମାଣ୍ଡ ଭିତରେ ‘ଭଗବାନଙ୍କ ହାତ’… ନାସାର ଫଟୋ ଦେଖି ଭୟରେ ବିଶ୍ୱବାସୀ
ଓଡ଼ିଶା ଭାସ୍କର: ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ବର୍ତ୍ତମାନ ବିଶ୍ୱବ୍ରହ୍ମାଣ୍ଡର ଏକ ନୂଆ ଭିଡିଓ ଜାରି କରିଛି । ତେବେ ଏହି ଫଟୋକୁ ଦେଖି ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି । କାରଣ ବ୍ରହ୍ମାଣ୍ଡର ଏହି…
କିଏ ନେବେ ଦ୍ରାବିଡଙ୍କ ସ୍ଥାନ? ଏହି ବିଶ୍ୱବିଜେତାଙ୍କୁ କୋଚ୍ ଦାୟିତ୍ୱ ଦେଇପାରେ ବିସିସିଆଇ
ନୂଆଦିଲ୍ଲୀ: ଭାରତୀୟ ଦଳରେ ନୂଆ ମୁଖ୍ୟ କୋଚ୍ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ରାହୁଲ ଦ୍ରାବିଡ ଏହି ପଦବୀରେ ଥିବା ବେଳେ ତାଙ୍କ ସ୍ଥାନ କିଏ ନେବେ, ସେ ନେଇ ଚର୍ଚ୍ଚା…
(Video) ଏଣିକି ମଣିଷର ଇମୋସନ୍ ସହ କଥା ହେବ ChatGPT: ଲଞ୍ଚ୍ ହେଲା ସ୍ମାର୍ଟ ଭର୍ସନ GPT-4o
ନୂଆଦିଲ୍ଲୀ: ନିକଟରେ OpenAI ପକ୍ଷରୁ ଏକ ମେଗା ଇଭେଣ୍ଟ ‘ସ୍ପ୍ରିଙ୍ଗ ଅପଡେଟ୍ସ’ ଆୟୋଜନ କରାଯାଇଛି । ଏହି ଇଭେଣ୍ଟରେ କମ୍ପାନୀର ଚିଫ୍ ଟେକନିକାଲ ଅଫିସର (CTO) ମୀରା ମୁରାତି ନୂଆ AI ମଡେଲର ଘୋଷଣା କରିଛନ୍ତି ଯାହାର…
ଭାରତ ତିଆରି କରିବ ୨୫ ପ୍ରତିଶତ ଅଧିକ ଆଇଫୋନ: ୧.୧ ବିଲିୟନ ଡଲାରରେ ପହଞ୍ଚିଲା ରପ୍ତାନୀ
ନୂଆଦିଲ୍ଲୀ: ଭାରତକୁ ପ୍ରମୁଖ ଆଇଫେନ ଉତ୍ପାଦନର ଏକ ପ୍ରମୁଖ ସ୍ଥଳୀ ଭାବେ ଆମେରିକୀୟ ଆପଲ କମ୍ପାନୀ ନଜର ରଖିଛି । ୨୦୨୮ ସୁଦ୍ଧା ୨୫ ପ୍ରତିଶତ ଅଧିକ ଭାରତରେ ଆଇଫୋନ ତିଆରି ଲାଗି ଆପଲ କମ୍ପାନୀ ଯୋଜନା କରିଛି । ଏହି…
ଶେଷ ହେଲା ‘ସୁପର’ ବିବାଦ… ପୁଣି ଏକାଠି ହେଲେ ରାହୁଲ-ସଞ୍ଜୀବ: ମଝିରେ ଆଥିୟାଙ୍କ ପୋଷ୍ଟ ଭାଇରାଲ
ନୂଆଦିଲ୍ଲୀ: ଚଳିତ ଆଇପିଏଲ ସିଜନରେ ଅନେକ ଘଟଣାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଛି । ଏହାମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଲକ୍ଷେ୍ନø ସୁପର ଜିଆଣ୍ଟସର ମାଲିକ ସଞ୍ଜୀବ ଗୋୟଙ୍କା ଏବଂ…
ସରକାରୀ ବ୍ୟାଙ୍କକୁ କେତେ ମିଳିଲା ଲାଭ? ୨୦୨୩-୨୪ ବର୍ଷରେ ୩୫ ପ୍ରତିଶତ ଲାଭ ବୃଦ୍ଧି ରେକର୍ଡ
ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକର ସମୁଦାୟ ଲାଭ ରିପୋର୍ଟ ଜାରି ହୋଇଛି । ଏହି ବର୍ଷରେ ବିଭିନ୍ନ ସରକାରୀ ବ୍ୟାଙ୍କ ଦମଦାର ଇନକମ୍ କରିଛନ୍ତି । ଏହାସହିତ ସେୟାର ମାଧ୍ୟମରେ…
ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’: ୧୬ ତାରିଖରେ କମ୍ପିବ ରାଜଧାନୀର ରାଜରାସ୍ତା
ଭୁବନେଶ୍ୱର: ନିର୍ବାଚନ ପାଇଁ ଏବେ ସାରା ଓଡ଼ିଶାରେ କମ୍ପନ ସୃଷ୍ଟି ହୋଇଛି । ରାଜନୈତିକ ଦଳ ବିଜୟ ପାଇଁ ଜାରି ରଖିଛନ୍ତି ମାରାଥନ୍ ପ୍ରଚାର । ବର୍ତ୍ତମାନ ଏହି ପ୍ରଚାର ମଇଦାନରେ ପାଦ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ…