Browsing Category

ଖବର

(Video) ରଜରେ ଖାଆନ୍ତୁ ବାହୁବଳୀ ଥାଳି: ରହିଛି ୬୦ ପ୍ରକାର ଆଇଟମ୍, ବୁଲେଟ୍ ଜିତିବାର ରହିଛି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜକୁ ସାରା ରାଜ୍ୟବାସୀ ବଡ଼ ଧୁମଧାମରେ ପାଳନ କରିଛନ୍ତି । ରଜ ପାନ, ମିଠା, ପିଠାରେ ସଭିଙ୍କ ଘର ମହକି ଉଠୁଛି । ତେବେ ଏହି ପବିତ୍ର ରଜ ଅବସରରେ ମନୋଜ ନନଭେଜ୍ ୱାର୍ଲ୍ଡ ତରଫରୁ…

ଆମେରିକା ବିପକ୍ଷ ପରାଜୟ ପରେ ସାରା ରାତି ଶୋଇନଥିଲେ ପାକିସ୍ତାନୀ ଖେଳାଳି

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ୍ ପାକିସ୍ତାନ ପାଇଁ କୌଣସି ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ପାକିସ୍ତାନ ଦଳ ଲିଗ୍ ପର୍ଯ୍ୟାୟରୁ ହିଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିପାରେ। ବାସ୍ତବରେ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର…

ରୁଷ୍-ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ସର୍ତ୍ତ ରଖିଲେ ପୁଟିନ୍

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ ଯଦି ୟୁକ୍ରେନ କିଛି କଥାରେ ରାଜି ହୁଏ ତେବେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇପାରେ। ଶୁକ୍ରବାର…

କଂଗ୍ରେସ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲେ ସାମ୍ବାଦିକ ରଜତ ଶର୍ମା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ଦିନ ଏକ ଲାଇଭ୍ ସୋ'ରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ବରିଷ୍ଠ ସାମ୍ବାଦିକ ରଜତ ଶର୍ମା କଂଗ୍ରେସ ନେତ୍ରୀ ରାଗିଣୀ ନାୟକ, ଜୟରାମ ରମେଶ ଓ ପୱନ ଖେରାଙ୍କ ବିରୋଧରେ…

(Video) ଭାରତୀୟ ସଂସ୍କୃତି ‘ନମସ୍ତେ’କୁ ଆପଣାଇଲା ବିଶ୍ୱ: ଜି-୭ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ

ନୂଆଦିଲ୍ଲୀ: ଭାରତର ଇତିହାସ ମହାନ୍ । ଭାରତରେ ବସବାସ କରୁଥିବା ଲୋକଙ୍କର ଖାଦ୍ୟପେୟ, ବେଶଭୂଷା, କଥାବାର୍ତ୍ତା, ଚାଲିଚଳନ ବେଶ୍ ମାର୍ଜିତ ଓ ପରମ୍ପରାଗତ । ସେଥିପାଇଁ ବିଶ୍ୱର କୋଣ ଅନୁକୋଣର ବହୁ ବଡ଼ ବଡ଼ ରାଷ୍ଟ୍ର…

ଏହି ସରକାରୀ ବ୍ୟାଙ୍କ ଉପରେ ୧.୪୫ କୋଟିର ଜରିମାନା ଲଗାଇଲା RBI; ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୧.୪୫ କୋଟି ଟଙ୍କାର ଜରିମାନା ଲଗାଇଛି । ଏ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଜୁନ୍ ୧୧…

ଜି-୭ ଶିଖର ସମ୍ମିଳନୀ: ଋଷି ସୁନାକ ଓ ମାକ୍ରୋନଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସହ ଦ୍ୱିପାକ୍ଷିକ ଭାବେ ଆୟୋଜିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ…

ଇଟାଲୀରେ ଜେଲେନସ୍କିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ; ଶୁଭେଚ୍ଛା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଜି-୭ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଇଟାଲୀରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ; ବାପା-ଭଉଣୀ କହିଲେ ‘ତାଙ୍କ ମୃତ୍ୟୁ ଏବେ ବି ଏକ ରହସ୍ୟ’

ମୁମ୍ଵାଇ: ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୪ ବର୍ଷ ବିତିଗଲାଣି। ୨୦୨୦ ଜୁନ୍ ୧୪ରେ ବଲିଉଡ ଜଗତକୁ ଆସିଥିଲା ଏଭଳି ଏକ ଖବର ସବୁ ସିନେ ପ୍ରେମୀଙ୍କୁ ଦୋହଲାଇ ଦେଇଥିଲା। ଆଉ ଆଜି ହେୁଛି ସୁଶାନ୍ତଙ୍କ ଏହା…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ATSର ଅପରେସନ; ୪ଗିରଫ, ୫ଫେରାର

ମୁମ୍ବାଇ: ଲୋକସଭା ନିର୍ବାଚନରେ ଭୋଟ ଜିହାଦ ହୋଇଥିଲା କି ? ମୁସଲମାନମାନେ ଏକଜୁଟ ହୋଇ ବିଜେପିକୁ ଭୋଟ୍ ନ ଦେବାକୁ ପ୍ଲାନ୍ କରିଥିଲେ କି ? ବିଜେପି ନେତା କିରିଟ୍ ସୋମେୟା ମୁମ୍ବାଇର ଉତ୍ତର କେନ୍ଦ୍ରୀୟ ଲୋକସଭା ଆସନରେ…