Browsing Category
ଖବର
ରାଜାରାଣୀ ବସ୍ତିର ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ‘ଆଶ୍ରା’ର ଉଦ୍ୟମ ଅନସ୍ୱୀକାର୍ଯ୍ୟ: ମନ୍ଦାକିନୀ କର
ଭୁବନେଶ୍ଵର: ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଚତୁର୍ଥ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଆଶ୍ରା ଫାଉଣ୍ଡେସନ ପକ୍ଷରୁ ରେଡ଼କ୍ରସ ଭବନଠାରେ ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ…
(Video) ‘ଆମେ ଛୋଟ ହୋଇପାରୁ, କିନ୍ତୁ…’ ଭାରତକୁ ନାଲି ଆଖି ଦେଖାଇଲେ ମାଳଦ୍ୱୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚୀନରୁ ଫେରି ଭାରତ ଉପରେ ବର୍ଷିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ ବିବାଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମୋ ସ୍ତ୍ରୀ ମୋ’ ସହ ଭଲ Game ଖେଳିଛନ୍ତି… ପତ୍ନୀ ହସିନଙ୍କୁ ଅର୍ଜୁନ ପୁରସ୍କାର ପଠାଇଲେ ମହମ୍ମଦ ଶାମୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ ରେ ଦମଦାର ବୋଲିଂ ପାଇଁ ଶାମୀଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି…
(video)ବାହାଘର ପରେ ପ୍ରେମିକା ମାଳଦ୍ୱୀପ ହନିମୁନ୍ ଯିବ ବୋଲି କହିବାରୁ ବିବାହ ଭାଙ୍ଗିଦେଲା ପ୍ରେମିକ, ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ: ଯେବେଠାରୁ ସୋସିଆଲ ମିଡିଆରେ #bycottmaldives ଟ୍ରେଣ୍ଡ କରିବାରେ ଲାଗିଛି ସେବେଠାରୁ ଦୁଇ ଦେଶର ଟ୍ରୋଲ ଆର୍ମି ବେଶ୍ ସକ୍ରିୟ ହୋଇଯାଇଛନ୍ତି । ଭାରତରେ ଏହି ମାମଲାରେ ସମସ୍ତେ ଏକଜୁଟ ହୋଇଯାଇଛନ୍ତି ଓ…
Big Breaking; ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି କାର୍
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଘଟିଯାଇଛି ବଡ଼ ଧରଣର ଅଘଟଣ ଘଟିଯାଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ପାର୍କିଂ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେକାଯାଇଛି । ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା ଏକ କାରରେ ନିଆଁ…
ଶୁଭ୍ରାଂଶୁଙ୍କୁ ଛାଡ଼ିଲା ଧୋନୀବାହିନୀ: ରଣଜୀ ଟୁର୍ଣ୍ଣାମେଣ୍ଟରେ ହାସଲ କଲେ ପ୍ରଥମ ଦ୍ୱିଶତକ
ଇନ୍ଦୋର: ଓଡ଼ିଶା କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶୁଭ୍ରାଂଶୁ ସେନାପତି ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ହାତ ଛାଡ଼ିବା ପରେ ସେ ଦଳକୁ ଦେଇଛନ୍ତି ଏକ ବଡ଼ ଝଟକା । ରଣଜୀ…
Breaking; ସରକାରୀ ସ୍କୁଲ ଭିତରେ ପଶି ପିଲାଙ୍କୁ ପିଟିଲା ମଦୁଆ: ୬ ଜଣ ଛାତ୍ରଛାତ୍ରୀ ଆହତ
ଟିଟିଲାଗଡ଼: ବଲାଙ୍ଗୀର ଟିଟିଲାଗଡ଼ର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଜବ ତଥା ଅଭାବନୀୟ କାଣ୍ଡ । ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ପଶି ଜଣେ ମଦୁଆ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି ।…
(Video) ଭୟଙ୍କର ନିଆଁରେ ଜଳୁଛି ମୁମ୍ବାଇର ୬ ମହଲା କୋଠା: ସର୍ଟ ସର୍କିଟରୁ ଲାଗିଲା ନିଆଁ
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଲାଗିଛି ଭୟଙ୍କର ନିଆଁ । ସ୍ଥାନୀୟ ଡୋମ୍ବଭଲୀ ଲୋଢା ଫେଜ୍ ୨ ଖୋନା ଏଷ୍ଟ୍ରେଲା ଟାୱାରରେ ଭୀଷଣ ନିଅାଁ ଲାଗିଥିବା ଜାଣିବାକୁ ମିଳିଛି । ଏହି ନିଆଁରେ ୫-୬ ମହଲା ଗ୍ୟାଲେରୀ ଜଳିପୋଡ଼ି…
ଥମିଲାଣି କରୋନା ମହାମାରୀ: ଦେଶରେ କମ୍ ହୋଇଛି ସଂକ୍ରମଣ, ମୃତ୍ୟୁସଂଖ୍ୟା ଶୂନ
ନୂଆଦିଲ୍ଲୀ: ଅଚାନକ ଦେଶରେ କାୟା ବିସ୍ତାର କରିଥିବା କରୋନା ମହାମାରୀ ଏବେ ଶାନ୍ତ ହେବା ଆରମ୍ଭ କରିଛି । ଦେଶରେ ସଂକ୍ରମଣ ହାର କମ୍ ହେବା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ଶୂନରେ ପହଞ୍ଚିଛି । ଫଳରେ ଦେଶବାସୀଙ୍କୁ ଟିକିଏ…
ଦ୍ୱିତୀୟ ମ୍ୟାଚରେ ଫେରୁଛନ୍ତି ବିରାଟ… ଏବେ କାହାକୁ ଦଳରୁ ବାହାର କରିବେ ଅଧିନାୟକ ରୋହିତ?
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଆସନ୍ତାକାଲି ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର ଖେଳାଯିବ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ମ୍ୟାଚରେ…