Browsing Category
ଖବର
ପୁଣି ଲାଗିବ ପର୍ଯ୍ୟଟକଙ୍କ ଭିଡ଼: ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ
ରାଜନଗର: ଓଡ଼ିଶାର ଅନ୍ୟତମ ଅଭୟାରଣ୍ୟ ଭିତରକନିକା ପୁଣିଥରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଉଲବ୍ଧ ହେବାକୁ ଯାଉଛି । ପୁଣିଥରେ ଅଭୟାରଣ୍ୟ ଭିତରକୁ ଯାଇ କୁମ୍ଭୀର ଦେଖିପାରିବେ ହଜାର ହଜାର ଯ।।ତ୍ରୀ । କୁମ୍ଭୀର ଗଣନା ପାଇଁ…
ଶେଷ ଦିନରେ ଓଡ଼ିଆ ଖେଳାଳିଙ୍କ କମାଲ: ପାରା ଆଥଲେଟିକ୍ସରେ ପଦକ ବର୍ଷା
ଭୁବନେଶ୍ୱର: ଜାତୀୟ ପାରା ଆଥଲେଟିକ୍ସ ଚମ୍ପିଆନସିପ-୨୦୨୪ ର ଶେଷ ଦିନରେ ଓଡ଼ିଆ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । ଅନ୍ତିମ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିଥିବା ବେଳେ ଗୋଟିଏ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି…
ସତ ହେଉଛି ମାଳିକା! ଖୁବଶୀଘ୍ର ଦୁନିଆ ଦେଖିବାକୁ ଯାଉଛି ତୃତୀୟ ବିଶ୍ୱଯୁଦ୍ଧ, ଧ୍ୱଂସ ହେବ ପୃଥିବୀ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସାରା ବିଶ୍ୱରେ ଦେଶ-ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଦେଶ ନିଜ ନିଜ ଭିତରେ ବିବାଦକୁ ନେଇ ଆକ୍ରମଣ ଏବଂ ଯୁଦ୍ଧର ପନ୍ଥା ଆପଣାଇଛନ୍ତି । ପ୍ରଥମେ ୨୦୨୨ରେ ଋଷ-ୟୁକ୍ରେନ…
(Video)ଡିଜେ ନ ବାଜିବାରୁ ଓଲା ଇଲେକ୍ଟ୍ରି ସ୍କୁଟିର ସାଉଣ୍ଡ ଲଗାଇ ଷ୍ଟେଜରେ ଏଭଳି ନାଚିଲେ ଯୁବତୀ, ଦେଖନ୍ତୁ
ଓଡିଶା ଭାସ୍କର: ବାହାଘର ହେବ ଆଉ ପୁଣି ନାଚଗୀତ ହେବନି, ଏକଥା ଅସମ୍ଭ। ଆଜିକାଲି ବାହାଘରକୁ ଏକ ବଡ଼ ଉତ୍ସବ ଭଳି ପାଳନ କରାଯାଉଛି। ଭୋଜିଭାତ ସାଙ୍ଗକୁ ବଡ଼ ଷ୍ଟେଜ, ଲାଇଟ ଓ ଡିଜେର ବ୍ୟବସ୍ଥା କରି ସମସ୍ତେ ଖୁବ ମଜା…
ରାଜାରାଣୀ ବସ୍ତିର ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ‘ଆଶ୍ରା’ର ଉଦ୍ୟମ ଅନସ୍ୱୀକାର୍ଯ୍ୟ: ମନ୍ଦାକିନୀ କର
ଭୁବନେଶ୍ଵର: ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଚତୁର୍ଥ ବର୍ଷରେ ପାଦ ଦେଇଛି। ଏହି ଅବସରରେ ଆଶ୍ରା ଫାଉଣ୍ଡେସନ ପକ୍ଷରୁ ରେଡ଼କ୍ରସ ଭବନଠାରେ ତୃତୀୟ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉତ୍ସବରେ…
(Video) ‘ଆମେ ଛୋଟ ହୋଇପାରୁ, କିନ୍ତୁ…’ ଭାରତକୁ ନାଲି ଆଖି ଦେଖାଇଲେ ମାଳଦ୍ୱୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଚୀନରୁ ଫେରି ଭାରତ ଉପରେ ବର୍ଷିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ । ଲାକ୍ଷାଦ୍ୱୀପ ଏବଂ ମାଳଦ୍ୱୀପ ବିବାଦକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ମୋ ସ୍ତ୍ରୀ ମୋ’ ସହ ଭଲ Game ଖେଳିଛନ୍ତି… ପତ୍ନୀ ହସିନଙ୍କୁ ଅର୍ଜୁନ ପୁରସ୍କାର ପଠାଇଲେ ମହମ୍ମଦ ଶାମୀ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ବୋଲର ମହମ୍ମଦ ଶାମୀ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଦିନିକିଆ ବିଶ୍ୱକପ-୨୦୨୩ ରେ ଦମଦାର ବୋଲିଂ ପାଇଁ ଶାମୀଙ୍କୁ ଏହି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି…
(video)ବାହାଘର ପରେ ପ୍ରେମିକା ମାଳଦ୍ୱୀପ ହନିମୁନ୍ ଯିବ ବୋଲି କହିବାରୁ ବିବାହ ଭାଙ୍ଗିଦେଲା ପ୍ରେମିକ, ଭାଇରାଲ୍ ହେଉଛି ଭିଡିଓ
ନୂଆଦିଲ୍ଲୀ: ଯେବେଠାରୁ ସୋସିଆଲ ମିଡିଆରେ #bycottmaldives ଟ୍ରେଣ୍ଡ କରିବାରେ ଲାଗିଛି ସେବେଠାରୁ ଦୁଇ ଦେଶର ଟ୍ରୋଲ ଆର୍ମି ବେଶ୍ ସକ୍ରିୟ ହୋଇଯାଇଛନ୍ତି । ଭାରତରେ ଏହି ମାମଲାରେ ସମସ୍ତେ ଏକଜୁଟ ହୋଇଯାଇଛନ୍ତି ଓ…
Big Breaking; ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଭୟଙ୍କର ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳୁଛି କାର୍
ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଘଟିଯାଇଛି ବଡ଼ ଧରଣର ଅଘଟଣ ଘଟିଯାଇଛି । ମନ୍ଦିର ପ୍ରାଙ୍ଗଣରେ ଥିବା ପାର୍କିଂ ଏରିଆରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେକାଯାଇଛି । ପାର୍କିଂ ଅଞ୍ଚଳରେ ଠିଆ ହୋଇଥିବା ଏକ କାରରେ ନିଆଁ…
ଶୁଭ୍ରାଂଶୁଙ୍କୁ ଛାଡ଼ିଲା ଧୋନୀବାହିନୀ: ରଣଜୀ ଟୁର୍ଣ୍ଣାମେଣ୍ଟରେ ହାସଲ କଲେ ପ୍ରଥମ ଦ୍ୱିଶତକ
ଇନ୍ଦୋର: ଓଡ଼ିଶା କ୍ରିକେଟ ଦଳର ଷ୍ଟାର ବ୍ୟାଟର ଶୁଭ୍ରାଂଶୁ ସେନାପତି ଏକ ବିରାଟ ରେକର୍ଡ ସୃଷ୍ଟି କରିଛନ୍ତି । ଚେନ୍ନାଇ ସୁପର କିଙ୍ଗସ ତାଙ୍କ ହାତ ଛାଡ଼ିବା ପରେ ସେ ଦଳକୁ ଦେଇଛନ୍ତି ଏକ ବଡ଼ ଝଟକା । ରଣଜୀ…