Browsing Category

ଖବର

Big Breaking… ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ ପଦକ: ଜାଭେଲିନରେ ସ୍ୱର୍ଣ୍ଣ ଆଣିଲେ ନୀରଜ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି ଓଡ଼ିଶାର ଗେହ୍ଲା ପୁଅ । ଜାଭେଲିନ ଥ୍ରୋ କ୍ରୀଡ଼ାରେ କିଶୋର ଜେନା ହାସଲ କରିଛନ୍ତି ରୌପ୍ୟ ପଦକ । ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ହାସଲ କରି ସେ ଏକ ଐତିହାସିକ ସଫଳତା ନିଜ…

(video)ମହାକାଶରେ କଫିର ମଜା ଉଠାଉଛନ୍ତି ମହାକାଶଚାରୀ, ଭିଡିଓ ଦେଖି ୟୁଜର୍ସ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ:ପୃଥିବୀ ପୃଷ୍ଠରେ ଥିବା ମାଧ୍ୟାକର୍ଷଣ ଶକ୍ତି ଲାଗି ହିଁ ଆମେ ଆଜି ଭୂମିରେ ଚାଲିପାରୁଛୁ । ସମସ୍ତ ବସ୍ତୁ ଭୂମିରେ ସ୍ଥିର ରହିପାରୁଛି । କିନ୍ତୁ ମହାକାଶରେ ସ୍ଥିତି ପୁରା ବିପରୀତ । ଲୋକଙ୍କ ସହିତ ବିଭିନ୍ନ…

ଅନୁଚ୍ଛେଦ ୩୭୦ ହଟିବା ପରେ ଲଦାଖରେ ପ୍ରଥମ ଥର ହେଉଛି ନିର୍ବାଚନ, ମତଦାତାମାନଙ୍କର ଲଗିଛି ଲମ୍ବା ଲାଇନ

ଲଦାଖ : କାରଗିଲ ପାଇଁ ଲଦାଖର ୨୬ ଟି ସିଟରେ ଆଜି ମତଦାନ ହେଉଛି । ଅଗ୍େୟ ୨୦୧୯ରେ ଅନୁଚ୍ଛେଦ ୩୭୦ ଉଠିବା ପରେ କେନ୍ଦ୍ର ଶାସିତ ପ୍ରଦେଶ ରୂପରେ ଲଦାଖରେ ଏହା ହେଉଥିବା ପ୍ରଥମ ନିର୍ବାଚନ । କାରଗିଲରେ LAHDC ର ୨୬ ଟି ସିଟ…

ବିଶ୍ୱ ପଶୁ ଦିବସ ଅବସରରେ ଗାନ୍ଧୀ ପରିବାରକୁ ଆସିଲା କୁନି ଅତିଥି ‘ନୁରୀ’, କୋଳରେ ଧରି ନିଜର ଖୁସି ଜାହିର କଲେ ସୋନିଆ

ନୂଆଦିଲ୍ଲୀ: ବିଶ୍ୱ ପଶୁ ଦିବସ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବୁଧବାର ନିଜ ପରିବାର ଏକ ନୂଆ ସଦସ୍ୟଙ୍କ ବିଷୟରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗାନ୍ଧୀ ପରିବାର ଏହି ନୂଆ ସଦସ୍ୟ ନାମ ନୁରୀ ଓ ଏହା ସେ…

BMC ସହ ଆଲୋଚନା ପରେ, ଖୋଲିବ ୟୁନିଟ-୧ ହାଟ

ଭୁବନେଶ୍ୱର : ଆଜି ଠାରୁ ଖୋଲିବ ୟୁନିଟ-୧ ହାଟ । ଦୀର୍ଘ ୬ ଦିନ ପରେ ପୁଣି ଥରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିବ ଏଠାରେ । ତେବେ ଦଶହରା ପୂର୍ବରୁ ଏଠାରେ ଥିବା ସମସ୍ୟାର ସମାଧାନ ହୋଇଛି । ଏଥି ପାଇଁ ବ୍ୟବସାୟୀମାନଙ୍କ…

ପ୍ରଥମ ପରେ ପୁଣି ଧୋଇଗଲା ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌, ବର୍ଷା ପାଇଁ ବାତିଲ ହେଲା ମ୍ୟାଚ୍‌

ଓଡିଶା ଭାସ୍କର; ଭାରତର ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍ ବି ବର୍ଷାରେ ଧୋଇଗଲା । ବର୍ଷା ଯୋଗୁ କେରଳର ତିରୁବନନ୍ତପୁରମ୍‌ରେ ଖେଳାଯିବାକୁ ଥିବା ନେଦରଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌ ବାତିଲ ହୋଇଛି।…

ସାପ ନା ବିଛା… କାହାର ବିଷ ଅଧିକ ଭୟଙ୍କର? ଔଷଧରେ ପରିଣତ ହେଉଛି ଏହି ଜହର

ଦୁନିଆରେ ବହୁ ପ୍ରକାରର ବ୍ୟବସାୟ ଅଛି । ଯାହାକୁ ନେଇ ଲୋକେ ବହୁତ ଲାଭବାନ ହୋଇଥାନ୍ତି । କିନ୍ତୁ ଦୁନିଆରେ ଏପରି ଅନେକ ବ୍ୟବସାୟ ଅଛି ଯେଉଁଥିରେ ବହୁତ ରିସ୍କ ସହିତ ଅଧିକ ଲାଭ ମିଳିଥାଏ । ଟଙ୍କା ପାଇଁ ଲୋକେ ବିପଜ୍ଜନକ…

(Video) ‘ଜନ ଗଣ ମନ’ ଶୁଣି ରୋକିପାରିଲେନି ଲୁହ: ପଡ଼ିଆ ମଝିରେ କାନ୍ଦି ପକାଇଲେ ସାଇ କିଶୋର

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଆଜି ନେପାଳକୁ ୨୩ ରନରେ ମାତ୍ ଦେଇଛି ଭାରତୀୟ କ୍ରିକେଟ ଟିମ୍ । କ୍ୱାର୍ଟର ଫାଇନାଲରେ ବିଜୟ ସହ ଋତୁରାଜ ବାହିନୀ ଏବେ ସେମି ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମ୍ୟାଚ ଦ୍ୱାରା ଟିମ…

ବକ୍ସିଂ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କଲା ଭାରତ: ପ୍ରୀତି ପୱାର ଆଣିଲେ ସଫଳତା

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ଦଶମ ଦିନରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଭାରତର ଜଲୱା ଜାରି ରହିଛି । ଏସୀୟ କ୍ରୀଡ଼ାରେ ଦଶମ ଦିନର ଦ୍ୱିତୀୟ ପଦକ ହାସଲ କରିଛି ଭାରତ । ପ୍ରଥମେ କେନୋ ଡବଲ୍ସରେ ବ୍ରୋଞ୍ଜ ପଦକ ପାଇଥିବା…

କଏଦୀଙ୍କ ପାଇଁ ନୂଆ Scheme: ପରୀକ୍ଷାରେ ପାସ୍ କଲେ କମ୍ ହେବ ଜେଲ ଦଣ୍ଡ, ୧୪୫ କଏଦୀ ମାରିଲେ ବାଜି

ମୁମ୍ବାଇ: ବର୍ତ୍ତମାନ ଜେଲ କୋଠରୀ ଭିତରେ ବନ୍ଦ ଥିବା କଏଦୀ ପାଠ ପଢିବା ପ୍ରତି ଆଗ୍ରହୀ ହେଉଛନ୍ତି । ସେଥିପାଇଁ ଏକ ବଡ଼ ସ୍କିମ ଏବେ ଲାଗୁ ହୋଇଛି । ପରୀକ୍ଷାରେ ପାସ୍ କରୁଥିବା କଏଦୀମାନଙ୍କୁ ଜେଲ ଦଣ୍ଡରୁ ମୁକ୍ତି…