Browsing Category
ଖବର
ବିହାରରେ ଜାରି ହେଲା ଜାତିଗତ ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଜାତିଗତ ସର୍ଭେର ରିପୋର୍ଟ ଏବେ ଜାରି କରାଯାଇଛି । ବିହାରର ମୁଖ୍ୟ ସଚିବ ଏକ ପ୍ରେସ କନଫରେନ୍ସ ଜରିଆରେ ଏହି ରିପୋର୍ଟ…
ମଇଁଷି ଗିଳିଦେଲା ମାଲିକାଣୀର ମଙ୍ଗଳସୂତ୍ର, ଅଢେଇ ଘଣ୍ଟାର ଅପରେସନ ପରେ ଡାକ୍ତର ବାହାର କରିବାକୁ ହେଲେ ସକ୍ଷମ
ୱାସିମ୍: ମହାରାଷ୍ଟ୍ର ୱାସିମ୍ ଜିଲ୍ଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ମଇଁଷି ଦେଢ ଲକ୍ଷ ଟଙ୍କା ମୂଲ୍ୟର ମଙ୍ଗଳସୂତ୍ରକୁ ଗିଳି ଦେଇଛି । ଡାକ୍ତର ଅପରେସନ କରି ମଇଁଷି ପେଟରୁ ମଙ୍ଗଳସୂତ୍ର କାଢିଛନ୍ତି…
ମଙ୍ଗଳ ଗ୍ରହରେ ଚାଲିଛି ‘ସଇତାନ’ର ରାଜ୍! ନାସା ବୈଜ୍ଞାନିକଙ୍କ ସାମ୍ନାକୁ ଆସିଗଲା ଭୟାନକ ଦୃଶ୍ୟ
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ପହଞ୍ଚି ଏଣେତେଣେ ଘୁରି ବୁଲୁଛି ନାସାର ପର୍ସିଭେରେନ୍ସ ରୋଭର । ମଙ୍ଗଳ ଗ୍ରହର ଟିକିନିକି ଖବର ଦେବା ପାଇଁ ଏବେ ଚେଷ୍ଟା ଜାରି ରଖିଛି ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା । ମଙ୍ଗଳପୃଷ୍ଠରେ…
ଓଡ଼ିଶାର ଚାଉଳକୁ ଜାତିସଂଘର ପ୍ରଶଂସା: ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତିର ଟେକନିକ ଆପଣାଇବ ନାଇଜେରିଆ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ପୁଷ୍ଟିବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ)ର ଗ୍ରହଣୀୟତା ବିଦେଶରେ ବଢ଼ିବାରେ ଲାଗିଛି । ସେଥିପାଇଁ ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି…
Project Udbhav; ବେଦ-ପୁରାଣ ପାଠ କରିବେ ଭାରତୀୟ ଯବାନ: ପ୍ରାଚୀନ ପଦ୍ଧତିକୁ ଶକ୍ତି କରି ଶତ୍ରୁକୁ ମାତ୍ ଦେବ Indian Army
ନୂଆଦିଲ୍ଲୀ: ପୁଣିଥରେ ପୁରୁଣା ଜ୍ଞାନ ପୁନରୁଦ୍ଧାର ସମୟକୁ ଫେରି ଆସୁଛି ଭାରତ । ନିଜ ଭବିଷ୍ୟତକୁ ସୁଧାରିବା ପାଇଁ ଭାରତ ଏବେ ଅତୀତର ପୃଷ୍ଠା ଓଲଟାଉଛି । ସମସ୍ତ ବିଭାଗରେ ଶକ୍ତିର ପୁନରୁଦ୍ଧାର ପାଇଁ ଇତିହାସକୁ ଅସ୍ତ୍ର…
ଭାରତୀୟ ବ୍ୟାଡମିଣ୍ଟନ ରଚିଲା ବିରାଟ ଇତିହାସ: ପ୍ରଥମ ଥର ‘ସିଲଭର ମେଡାଲ’ କଲା ନିଜର
ନୂଆଦିଲ୍ଲୀ: ଚଳିତବର୍ଷ ଏସିଆନ୍ ଗେମ୍ସରେ ଭାରତର ଦବଦବା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୧୩ଟି ସ୍ୱର୍ଣ୍ଣ ସହିତ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛି । ତେବେ ଏହା ଭିତରେ ଭାରତୀୟ ବ୍ୟାଡମିଣ୍ଟନ ରଚିଛି…
ସଇତାନର ଚିତ୍ର, ଆଉ କିଛି ଏମିତି ଲେଖା…୧୦୦ ବର୍ଷ ପରେ ଘରକୁ ଆସିଲା ପୁରୁଣା ଚିଠି
ନୂଆଦିଲ୍ଲୀ: ଅନେକ ସମୟରେ କିଛି ଏମିତି ଜିନିଷ ମିଳିଯାଏ, ଯାହାକୁ ଦେଖି ଅତୀତର କେତେ ସ୍ମୃତି ମନେ ପଡ଼ିଯାଏ । ବେଳେବେଳେ କିଛି ଏଭଳି ଘଟଣା ବି ଘଟିଯାଏ, ଯାହା ହୃଦୟକୁ ଥରାଇ ଦିଏ ଏବଂ ଆଖିରେ ଲୁହ ଆଣିଦିଏ । ସେହିଭଳି ଏକ…
ଜୁନାଗଡ଼ରେ ଟ୍ରିପଲ ମର୍ଡର! ରାସ୍ତାକଡ଼ରୁ ୩ ଜଣଙ୍କ ମୃତଦେହ ଉଦ୍ଧାର
ଜୁନାଗଡ଼: ରକ୍ତରେ ଭିଜିଛି ଜୁନାଗଡ଼ ଅଞ୍ଚଳ । ରାସ୍ତାକଡ଼ରେ ଏକାସାଙ୍ଗରେ ୩ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି । ଏହି…
ଅକ୍ଟୋବର ୧୬ ତାରିଖରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ: ଆଜିଠୁ ମେଡିକାଲ ଟାଇମ ବଦଳିଲା
ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲାରୁ ଦେଶରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥିସହିତ ବଦଳିଯାଇଛି ମେଡିକାଲ ବ୍ୟବସ୍ଥାର ସମୟ । ତେବେ ଆସନ୍ତା ୧୬ ତାରିଖରୁ ସ୍କୁଲଗୁଡ଼ିକରେ ମଧ୍ୟ ଟାଇମିଙ୍ଗ ପରିବର୍ତ୍ତନ ହେବାକୁ…
(Video) ଆକାଶରେ ଦିଶିଲା ନୀଳ ରଙ୍ଗର ସୂର୍ଯ୍ୟ: ପ୍ରକୃତିର ଖେଳ ନା ଅଲଗା ରହିଛି କାରଣ?
ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରକୃତିରେ ଅନେକ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଅଦିନିଆ ବର୍ଷା, ସୁନାମୀ ସାଙ୍ଗକୁ ଖରା ଦିନେ ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି । ସେହିପରି ସୂର୍ଯ୍ୟଙ୍କ ରଙ୍ଗ ମଧ୍ୟ ବଦଳି…