Browsing Category
ଖବର
ଦ୍ରୁତ ଗତିରେ ଯାଉଥିଲା ରାଜଧାନୀ ଏକ୍ସପ୍ରେସ, ହଠାତ୍ ଅଗକୁ ଚାଲି ଆସିଲା ମଇଁଷି: ଆଉ ତା’ପରେ…
ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସ ସହ ଘଟିଯାଇଛି ଏକ ବଡ଼ ଘଟଣା । ରାଜଧାନୀ ଦିଲ୍ଲୀରୁ ଗୁଆହାଟୀ ଅଭିମୁଖେ ଯାଉଥିବା ବେଳେ ସମଷ୍ଟିପୁର-ରୋସଡ଼ା ରେଳଖଣ୍ଡ ଉପରେ ଦୁର୍ଘଟଣା ପରିସ୍ଥିତିର ସାମନା କରିଛି ଏହି ଟ୍ରେନ । ୧୦୦ରୁ…
ଶ୍ରେୟସ ନା ସୂର୍ଯ୍ୟକୁମାର… ବିଶ୍ୱକପ ପାଇଁ କାହାକୁ ବାଛିବେ ରୋହିତ? ବଳି ପଡ଼ି ପାରନ୍ତି ଇଶାନ୍…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସିରିଜ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଥିଲା । ଭାରତର ବିଶ୍ୱକପ ପ୍ଲେଇଙ୍ଗ-୧୧ ସ୍ପଷ୍ଟ ବାରି ହୋଇ ଯାଉଥିଲା । କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଅଧିନାୟକ ରୋହିତଙ୍କ ମୁଣ୍ଡରେ…
ମହିଳାଙ୍କୁ ଉଲଗ୍ନ କରି…. ପିଆଇ ଦେଲେ ପରିସ୍ରା: ମାତ୍ର ୧୫୦୦ ଟଙ୍କା ଆଗରେ ହାରିଗଲା ମାନବିକତା
ନୂଆଦିଲ୍ଲୀ: ମହିଳାଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ଦେଶରେ ମହିଳା ବିରୋଧୀ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବାରେ ବାରମ୍ବାର ବିଫଳ ହୋଇଛି ଆଇନ୍ । ମଣିପୁର ଘଟଣା ଥମିବା ପୂର୍ବରୁ…
Big Breaking… ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ: ଏୟାର ରାଇଫଲ୍ସ ଟିମ୍ ରଚିଲା ଇତିହାସ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଚଳିତ ସିଜନ୍ ର ପ୍ରଥମ ସ୍ୱର୍ଣ୍ଣ ହାସଲ କରିଛି । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ଏସିଆନ୍ ଗେମ୍ସରେ…
ଆଜିଠୁ କଂଗ୍ରେସ କରିବ ପଦଯାତ୍ରା: ଘରକୁ ଘର ବୁଲି ନିର୍ବାଚନ ପାଇଁ ଫିଟାଇବ ରାସ୍ତା
ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି କଂଗ୍ରେସ ‘ମିଶନ୍ ୨୦୨୪’ । ନିର୍ବାଚନ ପୂର୍ବରୁ ଦଳ ନିଜର ଦବଦବା ଆରମ୍ଭ କରିବା ପାଇଁ ଏହି ପଦଯାତ୍ରାରେ ପ୍ରୟାସ କରିବ । ରାଜ୍ୟବାସୀଙ୍କ ହୃଦୟରେ ନୂଆ ଜାଗା ପାଇବା…
ବଡ଼ ବଡ଼ ପାଦ ଚିହ୍ନ, ବିକଟାଳ ଶବ୍ଦ: ୨୦ ହଜାର ଲୋକ ଆସିଥିଲେ କିନ୍ତୁ ଏଠାରୁୁ କେହି ଫେରି ନାହାନ୍ତି…
ନୂଆଦିଲ୍ଲୀ: ବିଶ୍ୱରେ ଏମିତି ଅନେକ ଜିନିଷ ରହିଛି, ଯାହାର ରହସ୍ୟ ଜାଣିବା ସମ୍ଭବ ହୋଇ ପାରନାହିଁ । ଏମିତି ବି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟ ଖୋଜିବା ତ ଦୂରର କଥା, ସେଠାକୁ ଯିବା ପାଇଁ ବି ଭୟ ଲାଗେ । ଏଭଳି ଏକ…
ଧିରେ ଧିରେ ମଉଳିଯାଉଛି ‘ବିକ୍ରମ-ପ୍ରଜ୍ଞାନ’ର ଉଠିବା ଆଶା: ଅଧା ରହିବ କି ‘ମୁନ୍ ମିଶନ୍’?
ନୂଆଦିଲ୍ଲୀ: ଚନ୍ଦ୍ରଦିବସ ଶେଷ ହୋଇ ସାରିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଉଠିନାହିଁ ଭାରତର ଚନ୍ଦ୍ରଯାନର ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ । ଶତଚେଷ୍ଟା ପରେ ବିକ୍ରମ ପାଖରୁ କୌଣସି ପ୍ରତିକ୍ରିୟା ପାଇବାରେ ସମର୍ଥ…
ବ୍ୟାଟିଂ ପରେ ବୋଲିଂରେ ବି ଜଲୱା ଦେଖାଇଲା ଟିମ ଇଣ୍ଡିଆ: ମାତ୍ର 217ରେ ଚିତପଟାଙ୍ଗ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇଛି ରାହୁଲ ସେନା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ…
କ୍ଷୀର ଦେଇ ୩ଟି ବାଘ ଛୁଆଙ୍କୁ ନୂଆ ଜୀବନ ଦେଲା ମାଆ କୁକୁର, ଏହା ଦେଖି କାନ୍ଦି ପକାଇଲେ ପ୍ରାଣୀ ଉଦ୍ୟାନ ରକ୍ଷକ
ଓଡ଼ିଶା ଭାସ୍କର: ଏକ ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ । ଜନ୍ମ ନ ଦେଇ ମଧ୍ୟ…
Record Alert… ଦିନିକିଆ ଇତିହାସରେ ଇତିହାସ ଲେଖିଲା ଟିମ ଇଣ୍ଡିଆ: ୩୦୦୦ କ୍ଲବରେ ହେଲା ସାମିଲ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରେକର୍ଡ ବର୍ଷା କରିଛି ଟିମ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୪୦୦ ରନର ଏକ ବିଶାଳ ଟାର୍ଗେଟ ଦେଇଛି ରାହୁଲ ସେନା । ଏହି ମ୍ୟାଚରେ ଶୁଭମନ ଗିଲ୍, ଶ୍ରେୟସ ଆୟରଙ୍କ…