Browsing Category

ଖବର

ଦୁନିଆର ସବୁ ଠାରୁ ଅଜବ ସ୍କୁଲ:ଯେଉଁଠାରେ ୭୦ରୁ ଅଧିକ ପିଲାଙ୍କର ମିଶୁଛି ମୁହଁ,ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ପଞ୍ଜାବ : କୁହାଯାଏ ଯେ ଏହି ଦୁନିଆରେ ସମାନ ଚେହେରା ଥିବା ଅନେକ ଲୋକ ଅଛନ୍ତି। ଏହା ଶୁଣିବାକୁ ଟିକେ ଅଜବ ଲାଗୁଛି କିନ୍ତୁ ଏହା ମଧ୍ୟ ସତ ଅଟେ। ଜଲନ୍ଦର ପୋଲିସ୍ DAV ବିଦ୍ୟାଳୟରେ ଜଣେ ନୁହେଁ ବରଂ ଏହିପରି ଅନେକ ଛାତ୍ର…

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି: ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ୧୨ଟ ଲିଗ୍ ମ୍ୟାଚ୍‌

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଚଳିତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ସହିତ ରାଉରକେଲା ନୂଆ କେନ୍ଦ୍ର ଭାବେ ସାମିଲ ହୋଇଛି । କାର୍ଯ୍ୟସୂଚୀ…

ନଦୀରୁ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ମୁଣ୍ଡ ଖୋଜୁଛି ପୋଲିସ୍‌; ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ସଇଁନ୍ତଲା, (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରାଯାଇଛି ।…

ଏଣିକି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ସେବାର ଲାଭ ପାଇପାରିବେ ଟ୍ରାନ୍ସଜେଣ୍ଡର, ମିଳିବ ୫ ଲକ୍ଷ ଟଙ୍କା ବୀମା

ନୂଆଦିଲ୍ଲୀ: କିନ୍ନରମାନେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସାମଗ୍ରିକ ସ୍ୱାସ୍ଥ୍ୟ ସେବାର ଲାଭ ପାଇପାରିବେ । ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଏକ ବୁଝାମଣାପତ୍ର ସ୍ୱାକ୍ଷର…

ବିଜେପି-ଆପ୍ ଲଢ଼େଇରେ ନୂଆ ମୋଡ଼: ୪ ଆପ୍‌ ବିଧାୟକଙ୍କ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ, ୨୦ କୋଟି ଟଙ୍କା ଲୋଭ, ନକଲି ମାମଲା ଧମକ

ନୂଆଦିଲ୍ଲୀ : ଦିଲ୍ଲୀରେ ହୋଇଥିବା ଅବକାରୀ ଦୁର୍ନୀତିକୁ ନେଇ ଭାରତୀୟ ଜନତା ପାର୍ଟି ଏବଂ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ନୂଆ ମୋଡ଼ ନେଇଛି । ବର୍ତ୍ତମାନ ଆମ୍‌ ଆଦମୀ ପାର୍ଟି ଦାବି କରିଛି ଯେ…

ମଙ୍କିକ୍ସକୁ ମାତ୍‌ ଦେବ ଟେକୋଭିରିମାଟ୍‌ ! ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ, : ମହାମାରୀ କରୋନା ସଂକ୍ରମଣ ପରେ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ମଙ୍କିପକ୍ସ ଆତଙ୍କ । ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ…

ବାବୁସାନ-ତୃପ୍ତି-ପ୍ରକୃତି ଷ୍ଟାରକଳି ଘଟଣା: ୫ କୋଟିର ମାନହାନୀ ମାମଲା ରୁଜୁ କଲେ ପ୍ରକୃତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ କିଛି ଦିନ ତଳେ ଭୁବନେଶ୍ୱରର ସତ୍ୟନଗରସ୍ଥିତ ରାଜରାସ୍ତାରେ ଘଟିଥିବା ଷ୍ଟାରକଳି ଘଟଣାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଙ୍ଗଳବାର ନ୍ୟାୟ ଦାବି କରି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ…

(Video) ରୋଗୀଙ୍କୁ ନର୍ସ ଫୋଡ଼ିଦେଲେ ଭୁଲ୍ ଇଞ୍ଜେକସନ୍: ୨୧ ନମ୍ବର ବେଡ୍ ଜାଗାରେ ୨୨ ନମ୍ବର ହୋଇଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା କରାଯାଇଥାଏ । ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇଥାଏ । ଚିକିତ୍ସାରେ ଅବହେଳା, ବିଳମ୍ବ ଆଦି କାରଣରୁ ବହୁ ରୋଗୀ…

ଦ କାଶ୍ମୀର ଫାଇଲ୍ସକୁ ପଛରେ ପକାଇଲା ‘ଲାଲ ସିଂହ ଚଡ୍ଡା’: International Box Officeରେ କରିଲା ଏତିକି କୋଟି ରୋଜଗାର

ମୁମ୍ବାଇ: ଅମୀର ଖାନଙ୍କ ଅଭିନୀତ ଫିଲ୍ମ 'ଲାଲ ସିଂହ ଚଡ୍ଡା' ରିଲିଜ ପୂର୍ବରୁ ଓ ପରେ ମଧ୍ୟ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମ ରିଲିଜ ପୂର୍ବରୁ ଏହାକୁ ବୟକଟ୍ କରିବାକୁ ଦାବି ହେଉଥିବା ବେଳେ ବର୍ତ୍ତମାନ ଏହାକୁ ଟ୍ରୋଲ…