Browsing Category

ଖବର

Breaking: ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ

ଭୁବନେଶ୍ବର; ଲାଇନଚ୍ୟୁତ ହେଲା ଏକ୍ସପ୍ରେସ ଟ୍ରେନ । ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ସମ୍ବଲପୁର ନିକଟରେ ଏହି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏନେଇ ପୂର୍ବତଟ ରେଲଓ୍ୱେ…

ବାଂଲାଦେଶୀ ଶରଣାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ୬ ଦଶନ୍ଧି ପରେ ମିଳିବ ଜମିର ମାଲିକାନା ଅଧିକାର

ଲକ୍ଷ୍ନୌ: ବାଂଲାଦେଶୀ ଶରଣାର୍ଥୀଙ୍କ ପାଇଁ ବଡ଼ ଉପହାର । 6 ଦଶନ୍ଧି ପରେ ୨୧୯୬ ବାଂଲାଦେଶୀ ଶରଣାର୍ଥୀ ପରିବାରକୁ ମିଳିବ ଜମିର ମାଲିକାନା ଅଧିକାର । ଯୋଗୀ ସରକାରଙ୍କର ଏହି ନିଷ୍ପତ୍ତି ଶରଣାର୍ଥୀଙ୍କ ମଧ୍ୟରେ ଖୁସିର…

ବିଜେପିରୁ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି! ଚର୍ଚ୍ଚାରେ ଏହି ମନ୍ତ୍ରୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡଙ୍କ ଇସ୍ତଫା ପରେ, ଏବେ ଏହି ପଦବୀର ଦାୟିତ୍ୱ କିଏ ପାଇପାରିବ ସେ ନେଇ ଆଲୋଚନା ଜୋର ଧରିଛି । ଆଲୋଚନାରେ ଅନେକ ନାମ ମଧ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ପରବର୍ତ୍ତୀ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ସମୁଦ୍ରରୁ ମାଡ଼ି ଆସିଲା ବଡ଼ ଜୁଆର, ଗାଁରେ ପଶିଲା ପାଣି, ଭୟଭୀତ ଗ୍ରାମବାସୀ

ଜଗତସିଂହପୁର: ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । 500 ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି । ବେଳାଭୂମି ନିକଟରେ ଥିବା ଦୋକାନଗୁଡ଼ିକରେ ପଶିଲା ସମୁଦ୍ର ପାଣି । ହଠାତ୍ ସମୁଦ୍ରର ଏଭଳି…

ମାତ୍ର 14 ଦିନରେ ଭଲ ହୋଇଯିବ ଏହି 5 ରୋଗ, ବାସ୍ ଖାଲି ପେଟରେ ପିଅନ୍ତୁ ଏହି ପାଣି

ଓଡ଼ିଶା ଭାସ୍କର: ସକାଳୁ ଖାଲି ପେଟରେ ସ୍ୱାସ୍ଥ୍ୟକର ଜିନିଷ ଖାଇବାକୁ ସର୍ବଦା ପରାମର୍ଶ ଦିଆଯାଇଥାଏ। ଅନେକ ଲୋକ ସକାଳେ ଗରମ ପାଣି ପିଅନ୍ତି । ଆଉ କିଛି ଲୋକ ଗରମ ପାଣିରେ ଲେମ୍ବୁ କିମ୍ବା ମହୁ ମିଶାଇ ସେବନ କରନ୍ତି।…

ଗୋଟିଏ ଦିନରେ କେତେ ଭିଟାମିନ୍ ଖାଇବା ଆବଶ୍ୟକ? ସ୍ୱାସ୍ଥ୍ୟ ସହିତ ଜଡିତ ଏହି କଥା ଜାଣନ୍ତୁ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ସୁସ୍ଥ ରହିବା ଏକ ସୁଖୀ ଜୀବନଯାପନ ପାଇଁ ଜରୁରୀ। ଯଦି ଜଣେ ବ୍ୟକ୍ତି ସୁସ୍ଥ ନୁହେଁ, ତେବେ ସେ ସମୟ ସମୟରେ ବିଭିନ୍ନ ପ୍ରକାରର ରୋଗର ଶିକାର ହୁଏ, ଯାହା ଦ୍ୱାରା ସେ ନିଜ ଜୀବନକୁ ଉପଭୋଗ…

ଆଜି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ମସ୍ତକରେ ଲାଗୁ ହେବ ସୁବର୍ଣ୍ଣ ଚିତା । ଅପରାହ୍ନ 2ଟା 30ରୁ ସନ୍ଧ୍ଯା 6ଟା 30 ଯାଏଁ ଚାଲିବ…

(Video) ପକ୍ଷୀ ପରି ଆସି ହାଇଓ୍ବେରେ ମାଡ଼ ହେଲା ବିମାନ..ଆଖି ପିଛୁଳାକେ ଅଗ୍ନି ପିଣ୍ଡୁଳାରେ ପରିଣତ ହେଲା, 2ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଇଟାଲିରୁ ଏକ ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ଦେଖି ଲୋମ ଟାଙ୍କୁରୀ ଉଠୁଛି । ଇଟାଲୀରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଏକ ବ୍ୟସ୍ତବହୁଳ ରାଜପଥରେ ପକ୍ଷୀ…

ଆଜି ଚିତାଲାଗି ଅମାବାସ୍ୟାରେ ଦାନ କରନ୍ତୁ ଏହି ଜିନିଷ, ପିତୃ ଦୋଷରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ଶ୍ରାବଣ ମାସରେ ପଡ଼ୁଥିବା ଏହି ଅମାବାସ୍ୟାକୁ ହରିୟାଳି ଅମାବାସ୍ୟା ବା ଚିତାଲାଗି ଅମାବାସ୍ଯା କୁହାଯାଏ। ଆଜି ଅର୍ଥାତ୍ 24 ଜୁଲାଇ ବୁଧବାର ହେଉଛି ଚିତାଲାଗି ଅମାବାସ୍ୟା। ଏହି ଦିନ ସ୍ନାନ ଏବଂ ଦାନର…

PM Modi UK visit: ୟୁକେରେ ପହଞ୍ଚିବା ପରେ ମୋଦୀଙ୍କୁ ଭବ୍ୟ ସ୍ବାଗତ, ଜାଣନ୍ତୁ କାହିଁକି ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ଲଣ୍ଡନରେ ପହଞ୍ଚିଥିଲେ । ଯେଉଁଠାରେ ଭାରତୀୟ ସମ୍ପ୍ରଦାୟ ତାଙ୍କୁ ଜୋରଦାର ସ୍ବାଗତ କରିଥିଲେ । ଲୋକମାନେ ପୂର୍ବରୁ…