Browsing Category

ଖବର

ପାରାଦୀପ ପୋର୍ଟରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ଦୁଇ କ୍ରିୟୁ ମେମ୍ବର

ପାରାଦୀପ: ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ କ୍ରିୟୁ ମେମ୍ବର ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ ବର୍ଥରେ ଘଟିଛି ଅଘଟଣ। ୨ କ୍ରିୟୁ ମେମ୍ବର ଚୀନର…

ଆଜି ସ୍କୁଲ, ବ୍ୟାଙ୍କ ଓ ସରକାରୀ ଅଫିସ୍ ସବୁ ବନ୍ଦ, ହେଲେ କାହିଁକି…

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ୱର ମାସ ୫ ତାରିଖ। ଦେଶର ଅନେକ ରାଜ୍ୟରେ ସ୍କୁଲ, ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ।  ହେଲେ ଆପଣ ଜାଣିଛନ୍ତି କି କାହିଁକି ଆଜି ସବୁ ସରକାରୀ ଅଫିସ୍ ସମେତ ସ୍କୁଲ ଏବଂ ବ୍ୟାଙ୍କ…

ମାଡ଼ି ଆସୁଛି ହୀରାକୁଦ ପାଣି, ଖୋଲିଲାଣି ୨୦ ଗେଟ୍‌, ଫୁଲୁଛି ମହାନଦୀ ହେବ ବନ୍ୟା…

ସମ୍ବଲପୁର: ଉପରମୁଣ୍ଡର ବର୍ଷାରେ ହୀରାକୁଦରେ ବଢ଼ୁଛି ଜଳସ୍ତର। ଏବେ ୪ ଗେଟ୍ ପୁଣି ଖୋଲାଯାଇଛି। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି। ବାମ ପାଶ୍ୱର୍ରେ ୧୩ ଡାହାଣ ପାଶ୍ୱର୍ରେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି…

ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ: କାହିଁକି ରାଜା ବଳିଙ୍କୁ ପାତାଳକୁ ଚାପିଦେଲେ ବାମନ? ଶ୍ରୀମନ୍ଦିରରେ କାହିଁକି ପାଳନ ହୁଏ ଏହି ନୀତି..ଜାଣନ୍ତୁ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳିବାମନ ବେଶ। ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଆଜି ଉଭା ହେବେ । ଶ୍ରୀବଳଭଦ୍ର ରାଜ…

ହୀରାକୁଦ ପାଣିରେ ଫୁଲୁଛି ମହାନଦୀ, ୧୦ ଜିଲ୍ଲାରେ ବନ୍ୟା ଆଶଙ୍କା, ରୁହନ୍ତୁ ସତର୍କ

କଟକ: ତଳ ଅଞ୍ଚଳର ଲୋକ ହୋଇଯାଆନ୍ତୁ ସାବଧାନ। ତୁରନ୍ତ ଉଂଚା ସ୍ଥାନକୁ ଚାଲିଯାଆନ୍ତୁ। ମହାନଦୀରେ ବନ୍ୟାର ଆଶଙ୍କା ରହିଛି। ଛତିଶଗଡ଼ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ୁଛି। ଯାହା…

ଏସିଆ କପ୍ ୨୦୨୫ରେ ଭାରତର ପ୍ରଥମ ମ୍ୟାଚ୍ କେତେବେଳେ ଏବଂ କେଉଁଠି ଲାଇଭ୍ ଷ୍ଟ୍ରିମିଂ ଦେଖିବେ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ସେପ୍ଟେମ୍ବର ୯ ତାରିଖରୁ UAEରେ ଆରମ୍ଭ ହେଉଥିବା ଟି-୨୦ ଏସିଆ କପରେ ଅଂଶଗ୍ରହଣ କରିବ। ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସେପ୍ଟେମ୍ବର ୪ ତାରିଖ…

Teacher’s Day 2025: କାହିଁକି ପାଳନ କରାଯାଏ ଗୁରୁ ଦିବସ? କଣ ରହିଛି ଏହାର ମହତ୍ତ୍ବ…

ଓଡ଼ିଶା ଭାସ୍କର: ଆଜି ଗୁରୁଦିବସ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆଜି ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ବରୂପ ଏହି ଦିବସ ପାଳିତ ହୋଇଆସୁଛି। ଭାରତର ଦ୍ୱିତୀୟ…

ସ୍ୱାର୍ଥବାଦୀ ଟ୍ରମ୍ପ! ମୋଦୀ- ଟ୍ରମ୍ପଙ୍କ ସମ୍ପର୍କ ଖତମ୍‌, ଆମେରିକାର ପୂର୍ବତନ ଏନଏସଏ କହିଲେ ବଡ଼ କଥା

ନୂଆଦିଲ୍ଲୀ: ଆଉ ନାହିଁ ମୋଦୀ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା। ଦୁହେଁ ଦେଶରେ ନେତାଙ୍କ ଘନିଷ୍ଠ ସମ୍ପର୍କ ଏବେ ଭାଙ୍ଗିଯାଇଛି। ଏଭଳି କିଛି ସଂକେତ ଦେଇଛନ୍ତି ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍…

୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ବିଜୁଳି, ଘଡ଼ଘଡ଼ି ସହ ୩୦-୪୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ବର୍ଷାକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶା ଉପରୁ ଦୂରେଇ ଯାଇଛି ଲଘୁଚାପ କ୍ଷେତ୍ର। ଫଳରେ ଆଜିଠୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯେହେତୁ ଓଡ଼ିଶା ଉପରୁ…

ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ୱର ୩୦ରୁ ଭାରତରେ ହେବାକୁ ଥିବା ମହିଳା ଓ୍ୱାନଡେ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ତାର ୧୫ ଜଣିଆ ଦଳ ଘୋଷଣା କରିଛି। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ଏହି ମେଗା ଟୁର୍ଣ୍ଣାମେଣ୍ଟର…