Browsing Category

ଖବର

ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍, ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତ ଆସିବ ପାକିସ୍ତାନ ହକି ଟିମ୍। ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍। ଜୁନିୟର ହକି ବିଶ୍ୱକପ୍ ଖେଳିବାକୁ ବି ଆସିବ। ଏନେଇ ଖେଳ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି। କ୍ରୀଡ଼ା…

ଯାତ୍ରୀମାନଙ୍କୁ ଆଦାନୀ ଦେଲେ ଏକ ବଡ଼ ଉପହାର, ଏଣିକି ଥାର୍ଡପାର୍ଟି ବିନା ଲାଉଞ୍ଜରେ ଏଣ୍ଟ୍ରି ହେବ ସହଜ!

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଏବେ ଆପଣଙ୍କୁ ବିମାନବନ୍ଦର ଲାଉଞ୍ଜରେ ପ୍ରବେଶ କରିବା ପାଇଁ ଏଣେତେଣେ ବୁଲିବାକୁ ପଡିବ ନାହିଁ । ଆଦାନୀ ଗ୍ରୁପ୍ ଯାତ୍ରୀମାନଙ୍କୁ ଏପରି ଏକ ଉପହାର ଦେଇଛି, ଯାହା…

ଶ୍ରାବଣ ମାସରେ ଶିବ ଲିଙ୍ଗରେ କାହିଁକି ଚଢ଼ାଯାଏ କଦଳୀ, ଜାଣନ୍ତୁ କେଉଁ କଦଳୀ ମହାଦେବଙ୍କ ପସନ୍ଦ

ଓଡ଼ିଶାଭାସ୍କର: ଶ୍ରାବଣ ମାସ ଆସିବା ମାତ୍ରେ ଶିବ ଭକ୍ତଙ୍କ ଭକ୍ତି ଏବଂ ବିଶ୍ୱାସର ରଙ୍ଗ ସବୁଠି ଦେଖାଯାଏ।  ବିଶେଷ କରି ସୋମବାର ଦିନ ଉପବାସ ଏବଂ ଶିବଲିଙ୍ଗରେ ଜଳ, ବେଲପତ୍ର ଏବଂ ଫଳ ଅର୍ପଣ କରିବାର ଏକ ପୁରୁଣା…

ବେଇମାନ ଇଂଲଣ୍ଡ, ଶୁଭମନ ଗିଲଙ୍କୁ ଆଉଟ୍ କରିବାକୁ ରଚିଥିଲେ ଏହି ଘୃଣ୍ୟ ଚାଲ୍

ନୂଆଦିଲ୍ଲୀ: ବର୍ମିଂହାମ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଯେପରି ବ୍ୟାଟିଂ କରିଥିଲେ, ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ମ୍ୟାଚ୍ ଆରମ୍ଭ ହେବା ପରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ୨୧୬ ବଲ୍ ର…

(Video) ଅଖିଳେଶ ଯାଦବଙ୍କ ସୁରକ୍ଷାରେ ତ୍ରୁଟି! ସୁରକ୍ଷା ବଳୟ ଭାଙ୍ଗି ହାତ ଯୋଡିଲେ, ତା’ପରେ ତଳେ ପଡ଼ିଗଲେ ଯୁବକ

ନୂଆଦିଲ୍ଲୀ: ଆଜି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସୁରକ୍ଷାରେ ଏକ ବଡ଼ ତ୍ରୁଟି ଦେଖାଯାଇଛି । ପ୍ରକୃତରେ, ଅଖିଳେଶ ଯାଦବ ଆଜମଗଡ଼ରେ ଏକ ସଭାକୁ ସମ୍ବୋଧିତ କରିବାକୁ ଆସିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି…

ଲିଭରପୁଲର ୨୮ ବର୍ଷୀୟ ଫୁଟବଲ୍ ଖେଳାଳିଙ୍କ କାର ଦୁର୍ଘଟଣାରେ ମୃତ୍ୟୁ, ମାତ୍ର ଦୁଇ ସପ୍ତାହ ପୂର୍ବରୁ କରିଥିଲେ ବିବାହ

ନୂଆଦିଲ୍ଲୀ: ଫୁଟବଲର କରିଡରରୁ ବଡ଼ ଦୁଃଖଦ ଖବର ଆସୁଛି । ପର୍ତ୍ତୁଗୀଜ୍ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଲିଭରପୁଲ୍ ଫରୱାର୍ଡ ଖେଳାଳି ଡିଓଗୋ ଜୋଟାଙ୍କ ସ୍ପେନରେ ଏକ କାର୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଜୋଟାଙ୍କ…

ଏହି ନୋଟରେ ଏମିତି କ’ଣ ରହିଛି, ମାତ୍ର ୫୦୦ ଟଙ୍କିଆ ନୋଟ୍ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଏକ ୫୦୦ ଟଙ୍କିଆ ନୋଟ୍ ହଇଚଇ ସୃଷ୍ଟି କରିଛି। ଆଉ ଏହି ନୋଟ୍ ଟି ଭାଇରାଲ ହେବାର କାରଣ ହେଉଛି ଏହାର ସିରିଏଲ୍ ନମ୍ୱର। ତେବେ ନୋଟ୍ ଟିର ସିରିଏଲ୍ ନମ୍ୱର ରହିଛି  1DL…

ଆନ୍ଦୋଳନରେ OAS ସଂଘ, ତହସିଲ କାର୍ଯ୍ୟାଳୟରେ କାମ ଠପ୍

ଭୁବନେଶ୍ବର: ଆନ୍ଦୋଳନରେ OAS ସଂଘ । ସରକାରୀ ଅଫିସରେ ଦେଖାନାହାନ୍ତି ସରକାରୀ ବାବୁ । ଖାଁ ଖାଁ ସରକାରୀ ଅଫିସ । ଯେଉଁଥିପାଇଁ ହନ୍ତସନ୍ତ ସାଧାରଣ ଲୋକେ । OAS ସଂଘର ଆନ୍ଦୋଳନ ପାଇଁ ତହସିଲ କାର୍ଯ୍ୟାଳୟରେ କାମ ଠପ୍…

ଖାଇବା ପରେ ପେଟ ବେଲୁନ ପରି ଫୁଲି ଯାଉଛି କି ? ମାତ୍ର 1 ଚାମଚ୍ ଖାଆନ୍ତୁ ଏହି ପାଉଡର, ଚୁଟକିରେ Problem Solve

ଓଡ଼ିଶା ଭାସ୍କର: ଅନେକ ସମୟରେ ଖାଦ୍ୟ ଖାଇବା ପରେ ପେଟ ଫୁଲିବାକୁ ଲାଗେ। ଯାହା ଯୋଗୁଁ ଅସ୍ଥିରତା ବଢ଼ିଯାଏ ଏବଂ ନିଦ ମଧ୍ୟ ଆସେ ନାହିଁ। ଯଦି ଆପଣଙ୍କର ମଧ୍ୟ ପେଟ ଫୁଲିବା ସମସ୍ୟା ଅଛି, ତେବେ ଏହି ଘରୋଇ ଦେଶୀ ପାଉଡର…

ତେଲେଙ୍ଗାନା ବିସ୍ଫୋରଣ;  ଏବେ ବି 5 ଓଡ଼ିଆ ଶ୍ରମିକ ନିଖୋଜ, 4 ଜଣଙ୍କର ହୋଇଥିଲା ମୃତ୍ୟୁ

ତେଲେଙ୍ଗାନା: ବିସ୍ଫୋରଣରେ 5 ଓଡ଼ିଆ ନିଖୋଜ । ତେଲେଙ୍ଗାନା ବିସ୍ଫୋରଣରେ ଏବେ ବି 5 ଓଡ଼ିଆ ଶ୍ରମିକଙ୍କର ମିଳୁନି ପତ୍ତା । ଗଞ୍ଜାମରୁ 2 ଜଣ, ନବରଙ୍ଗପୁରରୁ 2 ଜଣ ଏବଂ କଟକରୁ ଜଣେ ନିଖୋଜ ଥିବା ସୂଚନା । ଘଟଣାସ୍ଥଳରେ…