Browsing Category

ଖବର

PPFରେ କିପରି କରିବେ ନିବେଶ, କ’ଣ ରହିଛି ଯୋଗ୍ୟତା

ନୂଆଦିଲ୍ଲୀ:  ସାର୍ବଜନୀନ ଭବିଷ୍ୟନିଧି ପାଣ୍ଠି (PPF) ଛୋଟ ନିବେଶକଙ୍କ ପାଇଁ ଏକ ବହୁତ ଲୋକପ୍ରିୟ ଏବଂ ସୁରକ୍ଷିତ ସଞ୍ଚୟ ଯୋଜନା।  ଯାହା ସେମାନଙ୍କୁ ଦୀର୍ଘକାଳୀନ ଭାବରେ ଏକ ବଡ଼ ପାଣ୍ଠି ଗଠନ କରିବାରେ ସାହାଯ୍ୟ କରେ।…

ନଗଡ଼ା-ନଗଡ଼ା ବାଜିଲା.., ଖୁବ ନାଚିଲେ ପ୍ରିୟା ସରୋଜ, ଠିଆ ହୋଇ ଦେଖିଲେ ରିଙ୍କୁ ସିଂହ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କ୍ରିକେଟର ରିଙ୍କୁ ସିଂହ ପ୍ରିୟା ସରୋଜଙ୍କ ସହିତ ନିର୍ବନ୍ଧ ସରିଛି। ପ୍ରିୟା ସମାଜବାଦୀ ପାର୍ଟିର ସାଂସଦ ଏବଂ ରିଙ୍କୁଙ୍କ ସହିତ ତାଙ୍କର ନିର୍ବନ୍ଧ ଲକ୍ଷ୍ନୌରେ ହୋଇଥିଲା। ଏହି ଉତ୍ସବରେ ଅଖିଳେଶ ଯାଦବ,…

ପୁରୀ ଶ୍ରୀମନ୍ଦିରରେ ଅଘଟଣ, ଗରମ ଡ଼ାଲି ପଡ଼ି ୭ ଭକ୍ତ ଆହତ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ବଡ଼ ଅଘଟଣ। ଭକ୍ତଙ୍କ ଉପରେ ଢ଼ାଳି ହେଲା ଗରମ ଡ଼ାଲି।  ବୋଝିଆ ଡ଼ାଲି ମୁଣ୍ଡେଇ ନେବା ବେଳେ ୭ ଜଣ ଭକ୍ତଙ୍କ ଉପରେ ଢ଼ାଳି ହୋଇଗଲା। ଫଳରେ ସମସ୍ତ ୭ ଜଣ ଭକ୍ତ ଆହତ ହୋଇଛନ୍ତି।…

(Video)ବାହାଘର ଦିନ ରୋମାଣ୍ଟିକ ହେଲେ ପିନାକୀ-ମହୁଆ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ବିଜେଡି ନେତା ତଥା ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ର ଏବଂ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଏକ ନୃତ୍ୟ ଭିଡିଓ ଗତ କିଛି ଦିନ ଧରି ଭାଇରାଲ ହୋଇଛି । ଜର୍ମାନୀର ବର୍ଲିନରେ ଏକ ଡେଷ୍ଟିନେସନ୍ ୱେଡିଂରେ…

ପ୍ଲାଷ୍ଟର କାମ କଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର, ଚାଲିଗଲା 3 ଶ୍ରମିକଙ୍କ ଜୀବନ

ଭୁବନେଶ୍ବର: ବାଲେଶ୍ବର ସୋରରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିଦ୍ୟୁତ ତାର ଲାଗି 3ଜଣ ଶ୍ରମିକଙ୍କର ଜୀବନ ଯାଇଛି । ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଲା-ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି…

ପ୍ରତି ଜିଲ୍ଲା ପାଇଁ ଭୁବନେଶ୍ୱରରେ ଗେଷ୍ଟହାଉସ୍ ତିଆରି କରିବେ ସରକାର

ଭୁବନେଶ୍ୱର:  ପ୍ରତି ଜିଲ୍ଲା ପାଇଁ ହେବ ଗେଷ୍ଟହାଉସ୍। ଏଣିକି ଓଡ଼ିଶାର କୋଣ ଅନୁକୋଣରୁ ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ରହଣୀରେ ହେବ ନାହିଁ ଅସୁବିଧା। ଓଡ଼ିଶାର ସବୁ ଜିଲ୍ଲାର ଲୋକମାନଙ୍କ ପାଇଁ ଏକ ବଡ଼…

ସାମ୍ବାଦିକ କଲେ ବଡ଼ ଖୁଲାସା, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ ଦେଲେ ଖଲିସ୍ତାନ ସମର୍ଥକ

ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ଜଣେ ତଦନ୍ତକାରୀ ସାମ୍ବାଦିକଙ୍କୁ ଧମକାଇବାର ଏକ ମାମଲା ସାମ୍ନାକୁ ଆସିଛି । ତଦନ୍ତକାରୀ ସାମ୍ବାଦିକ ମୋଚା ବେଜିରଗାନ କହିଛନ୍ତି ଯେ ଭାନକୁଭର ସହରରେ ଏକ…

(video) ସ୍ତ୍ରୀଙ୍କ ଗୋଟେ ଇସାରାରେ ବସିଥିବା ସୋଫାରୁ ଉଠି ଟଙ୍କା ବାଣ୍ଟିଲେ ବହୁ ଚର୍ଚ୍ଚିତ ଖାନ୍ ସାର୍

ନୂଆଦିଲ୍ଲୀ:  ନିକଟରେ ଲୁଚି ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁ ଚର୍ଚ୍ଚିତ ଖାନ୍ ସାର୍। ଯଦିଓ ସେ ତାଙ୍କ ବିବାହ ସମାରୋହରେ ଅଧିକ ଲୋକଙ୍କୁ ନିମନ୍ତ୍ରିତ କରିନଥିଲେ। କିନ୍ତୁ ଏକ ବଡ଼ ରିସେପସନ୍ ଭୋଜିର ଆୟୋଜନ…

ଖରା ଖାଇବାକୁ ରାସ୍ତାକୁ ଆସିଲା 10 ଫୁଟର କୁମ୍ଭୀର, ଲୋକେ ଦେଖି ଛାନିଆ

ନୂଆଦିଲ୍ଲୀ: ଆମେରିକାର ଉତ୍ତର କାରୋଲିନାରେ ଏକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରାସ୍ତା ଉପରକୁ ଆସି ଏକ କୁମ୍ଭୀର ବିଶ୍ରାମ ନେବାର ଦେଖାଯାଇଛି । ୧୮୧ କିଲୋଗ୍ରାମ ଓଜନର ଏକ ୧୦ ଫୁଟ ଲମ୍ବା…

‘ୱାଣ୍ଡର ଫେଷ୍ଟ ୨୦୨୫ର ଦ୍ଵିତୀୟ ସନ୍ଧ୍ୟାରେ ଚଳଚ୍ଚିତ୍ର ‘ଅନନ୍ତା’ର ପ୍ରଚାରରେ ସବ୍ୟସାଚୀଙ୍କ ସହିତ ପୁରା ଟିମ୍

ଭୁବନେଶ୍ୱର: ପାଖେଇ ଆସୁଛି ରଜ, ଆଉ ରଜରେ ମଜା ଉଠାଇବା ପାଇଁ ପ୍ରସ୍ତୁତି ହୋଇଛି ଏକ ଭିନ୍ନ ଧରଣର ଚଳଚ୍ଚିତ୍ର 'ଅନନ୍ତା'। ଆଉ ଏହି ଫିଲ୍ମ ରଜରେ ଆସୁଥିବାରୁ ଏହାର ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଛି। ଏହାସହ…