Browsing Category

ଖବର

ଫେଭିକ୍ୱିକ୍ ବ୍ୟବହାର କରି ବଡ଼ ଧରଣର ଲୁଟ୍; ୧୦୦ଟି ATMରୁ ନେଇଗଲେ ଟଙ୍କା

ନୂଆଦିଲ୍ଲୀ: ଫେଭିକ୍ୱିକ୍ ବ୍ୟବହାର କରି ବଡ଼ ଧରଣର ଲୁଟ୍। ଦିଲ୍ଲରେ ରାତି ପ୍ରାୟ ୯ଟା ବେଳକୁ ବ୍ରିଜେଶ ସିଂହ (ଛଦ୍ମ ନାମ)ଙ୍କୁ କିଛି ନଗଦ ଟଙ୍କା ଦରକାର ଥିଲା। ବ୍ରିଜେଶ ତାଙ୍କ ଏଟିଏମ୍ କାର୍ଡ ନେଇ ନିକଟସ୍ଥ ଏଟିଏମ୍…

ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’, ଓଡ଼ିଶାର ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ

ଭୁବନେଶ୍ବର: ବଙ୍ଗୋପସାଗରରେ ବଳ ଗୋଟାଇ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା । ଏହାର ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ବର୍ଷା ଏବଂ ପବନ ଜାରି ରହିଛି । ସନ୍ଧ୍ୟା 5ଟାରୁ ଘୋଟି ଆସିଛି ଅନ୍ଧାର । ସନ୍ଧ୍ୟା…

(Video) ୬ ବର୍ଷ ପରେ ଫେରୁଛି CID: ସାମନାକୁ ଆସିଲା ପ୍ରଥମ ଝଲକ, ପୁଣି ଆସିବେ ଏସିପି-ଦୟା-ଅଭିଜିତ

ମୁମ୍ବାଇ: ଦୀର୍ଘ ୬ ବର୍ଷ ପରେ ପୁଣିଥରେ ଦର୍ଶକଙ୍କ ପାଖକୁ ପେରୁଛି ଲୋକପ୍ରିୟ ଟିଭି ସିରିଏଲ ସିଆଇଡି । ଟେଲିଭିଜନ ଦୁନିଆର ବହୁ ଚର୍ଚ୍ଚିତ ସ୍ପାଇ ଶୋ’ ସିଆଇଡି ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ…

ରାଜଧାନୀରେ ଲଭ ଜିହାଦ ଅଭିଯୋଗ, ସ୍କୁଲ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଉଥିଲା ଯୁବକ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ମୁସଲମାନ ଯୁବକକୁ କାବୁ କରିଛି ପୋଲିସ । ୧୭ ବର୍ଷର ନାବାଳିକାକୁ ସୋସିଆଲ ମିଡିଆରେ ହିନ୍ଦୁ ନାଁରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ସହ ସାଙ୍ଗ ହୋଇଥିଲା । ଗତକାଲି ନାବାଳିକା ସ୍କୁଲରୁ…

ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ, ଆସନ୍ତାକାଲି ଏହି ଜିଲ୍ଲାରେ ଛୁଟି ରହିବ ସ୍କୁଲ

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା ଦାନା । ଆଜି ମଧ୍ୟରାତ୍ରୀରେ ଧାମରା-ଭିତରକନିକା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍ । ତେବେ ଏନେଇ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଥିବା ବେଳେ ତଳିଆ ଅଞ୍ଚଳ ଲୋକଙ୍କୁ…

Video: ସଂସ୍କୃତିର ସତ୍ୟାନାଶ, ଧର୍ମ ପ୍ରଚାର ନାଁ’ରେ ଅଙ୍ଗ ପ୍ରଦର୍ଶନ, ଅର୍ଦ୍ଧନଗ୍ନ ହୋଇ ଗଣେଶଙ୍କ ବେଶରେ ବୁଲିଲେ ଯୁବତୀ

ନୂଆଦିଲ୍ଲୀ: ଧର୍ମ ପ୍ରଚାର ନାଁରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ଅର୍ଦ୍ଧନଗ୍ନ ହୋଇ ଗଣେଶଙ୍କ ବେଶରେ ନଗର ଭ୍ରମଣ କରିଲେ ଯୁବତୀ । ଯୁବପିଢ଼ି ଯେତିକି ଯେତିକି ଶିକ୍ଷିତ ହେଉଛନ୍ତି, ଆଧୁନିକତା ଆଳରେ ନିଜର ସଂକୃତି-ସସ୍କାରକୁ…

ଆଲୋକର ପର୍ବ ୪ ରାଶିର ଲୋକଙ୍କ ପାଇଁ ଆଣୁଛି ବହୁ ଉନ୍ନତି, ସୁଖ, ଶାନ୍ତିରେ ଭରିଯିବ ଜୀବନ

ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା କାରକ ଗ୍ରହ କୁହାଯିବା ବେଳେ ଚନ୍ଦ୍ରଙ୍କୁ ମନ କାରକ କୁହାଯାଏ । ଦୁଇ ଗ୍ରହଙ୍କର ବ୍ୟକ୍ତିର ଜୀବନ ଉପରେ ବହୁ ପ୍ରଭାବ ରହିଛି । ଆସନ୍ତା ୩୧ ବା ଦୀପାବଳିରେ ଏହି…

Cyclone Update: କମିଲା ବାତ୍ୟା ଦାନାର ବେଗ, ଘଣ୍ଟାପ୍ରତି 10 କିମି ବେଗରେ ଆସୁଛି

ଭୁବନେଶ୍ବର: ବାତ୍ୟା ଦାନା ଯେତିକି ପାଖେଇ ପାଖେଇ ଆସୁଛି ଲୋକଙ୍କ ମନରେ ଛନକା ମଧ୍ୟ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଧାମରା ଠାରୁ 180 କିମି ଦୂରରେ ରହିଛି ବାତ୍ୟାର ଦାନା । 10 କିମି ବେଗରେ ଉପକୂଳ ଆଡକୁ ମାଡି…

ସୀତାରାମଙ୍କ ଅବସ୍ଥା ହେବ ଖଡଗେଙ୍କର, ଏକ ଭିଡିଓକୁ ନେଇ ବିଜେପିର ପୂର୍ବାନୁମାନ

ନୂଆଦିଲ୍ଲୀ: କଂଗ୍ରେସରେ କଡ ଲୋଉଟାଉଛି ଇତିହାସ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀଙ୍କ ଅବସ୍ଥା ହେବାକୁ ଯାଉଛି କଂଗ୍ରେସର । ଏମିତି ଚର୍ଚ୍ଚା ଖଡଗେଙ୍କ ଏକ ଭିଡିଓକୁ ନେଇ ଚାଲିଛି । ଖଡଗେଙ୍କୁ କଂଗ୍ରେସ…

(Video) ସାବଧାନ୍! ଅଶାନ୍ତ ସମୁଦ୍ର ଗର୍ଭରୁ ବାହାରୁଛନ୍ତି ଅଜବ ଜୀବ… ବାତ୍ୟା ସମୟରେ ଏ କି ସଙ୍କେତ?

ଓଡ଼ିଶା ଭାସ୍କର: ସ୍ଥଳଭାଗକୁ ଧୀରେ ଧୀରେ ପାଖେଇ ଆସୁଛି ବାତ୍ୟା ‘ଦାନା’ । ସ୍ଥଳଭାଗକୁ ଯେତେ ପାଖଉଛି, ସେତେ ବଢୁଛି ସମୁଦ୍ରର ଗର୍ଜନ ବୃଦ୍ଧି ପାଉଛି ପବନର ବେଗ । ଗର୍ଜୁଛି ସମୁଦ୍ର ଉଠି ଆସୁଛି ବଡ଼ ବଡ଼ ଜୁଆର । ସମୁଦ୍ର…