Browsing Category

ଖବର

Video: କିସ୍ତି ଟଙ୍କା ଦେଇ ପାରୁନଥିଲେ ମହିଳା, ବଦଳରେ ଗୋଠରୁ ଗାଈ ନେଉଥିଲେ ଯୁବକ, ଶିଙ୍ଘରେ ଟେକି କଚାଡ଼ି…

ନୂଆଦିଲ୍ଲୀ: ପାଠକ ବନ୍ଧୁ, ବର୍ତ୍ତମାନ ଗାଁଟୁ ସହର ସବଠି ବିଭିନ୍ନ ବେସକାରୀ ଅର୍ଥ ଲଗାଣ ସଂସ୍ଥା କାୟା ମେଲାଇଲେଣି । କେତେକ ସଂସ୍ଥା ନିଜର ମନମାନି କରୁଚନ୍ତି ତ ଆଉ କେତେକ ଲୋକଙ୍କୁ ଲୁଟୁଚନ୍ତି । ତେବେ ଏହି…

ନ୍ୟୁଜିଲାଣ୍ଡ ବିପକ୍ଷରେ ‘ସୁନ୍ଦର’ ବୋଲିଂ: ୱାଶିଂଟନଙ୍କ ଖାତାରେ ୭ଟି ସଫଳତା, ଅଶ୍ୱୀନଙ୍କୁ ୩

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଦୁର୍ବଳ ବୋଲିଂ ୟୁନିଟ ପାଇଁ ଟ୍ରୋଲ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚରେ ନିଜର ଦମ୍ ଦେଖାଇଛି । ଷ୍ଟାର…

ତାଣ୍ଡବ ରଚୁଛି ବାତ୍ୟା ଟ୍ରାମୀ, ଗଲାଣି ୨୬ ଜୀବନ

ନୂଆଦିଲ୍ଲୀ: ଫିଲିପିନ୍ସରେ ପୁଣି ଥରେ ଟ୍ରୋପିକାଲ ବାତ୍ୟା କରାଳ ରଚୁଛି । ବାତ୍ୟା ଟ୍ରାମୀ ଜନଜୀବନକୁ ପ୍ରଭାବିତ କରିଛି । ବାତ୍ୟା ଟ୍ରାମୀ କାରଣରୁ ଅନ୍ୟୁନ ୨୬ ମୃତ୍ୟୁ ହୋଇଛି । ପାଣିପାଗ ଖରାପ ହେବା କରାଣରୁ ଉଦ୍ଧାର…

‘ଦାନା’ ଦେଖାଉଛି ଦାନବ ରୂପ! ମାଡ଼ି ଆସୁଛି ସମୁଦ୍ର, ମଝି ସମୁଦ୍ରରୁ ଗାଏବ ହୋଇଗଲା ଟ୍ରଲର

ଓଡ଼ିଶା ଭାସ୍କର: ସ୍ଥଳ ଭାଗକୁ ମାଡ଼ିଆସୁଛି ଭୀଷଣ ବାତ୍ୟା । ଆସୁଛି ବାତ୍ୟା ‘ଦାନା’ । ଓଡ଼ିଶା ଆଡକୁ ଏକମୁହାଁ ହୋଇ ମାଡି ଆସୁଛି ବାତ୍ୟା । ୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ପ୍ରଳୟ ରଚିବ…

ଅକ୍ଟୋବର ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି; କ’ଣ କରିବେ ପଞ୍ଜୀକରଣ କରିଥିବା ଲୋକ?

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ସମ୍ଭାବ୍ୟ ବାତ୍ୟା 'ଦାନା' ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖ୍, ଅକ୍ଟୋବର…

Cyclone Dana: 180 କିଲୋମିଟର ଦୂରରେ ବାତ୍ୟା, ରାତି 3ଟାରେ ଲ୍ୟାଣ୍ଡଫଲ୍! ସକାଳ ଯାଏଁ ରଚିବ ତାଣ୍ଡବ

ଭୁବନେଶ୍ବର: ବାତ୍ୟା ନେଇ ସାମ୍ନାକୁ ଆସିଲା ବଡ ଖବର । ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ଦାନା। ରାତିରେ ଲ୍ୟାଣ୍ଡଫଲ ହେବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।  ପାରାଦ୍ବୀପରୁ 180…

ନଣନ୍ଦ, ଭାଉଜଙ୍କ ମଧ୍ୟରେ ନ ଥିଲା ସୁସମ୍ପର୍କ, ଶ୍ୱେତା ପସନ୍ଦ କରୁନଥିଲେ ଐଶଙ୍କୁ!

ମୁମ୍ବାଇ: ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚନ ଓ ଅଭିଷେକ ବଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଚାଲିଛି । ଠିକ ଏତିକି ବେଳକୁ ବିଶ୍ୱ ସୁନ୍ଦରୀଙ୍କ ନଣନ୍ଦ ଶ୍ୱେତା ବଚନଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି ।…

Gold Price Hike: ସୁନା ଦର 80 ହଜାର ପାର୍, Diwali ପୂର୍ବରୁ କାହିଁକି ବଢୁଛି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢିଚାଲିଛି ସୁନାଦର । 10 ଗ୍ରାମ ସୁନାର ଦାମ୍ 80 ହଜାର ପାର୍ କରିଛି । ତେବେ କିଛିଦିନ ହେବ ଚର୍ଚ୍ଚା ହେଉଛି ଯେ, ସୁନାର ଦାମ ଧନତେରସ ପୂର୍ବରୁ 1 ଲକ୍ଷ ଟଙ୍କାରେ ପହଞ୍ଚିବ । ତେବେ…

ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ, ୨୯୪ ଭେଟନାରୀ ଷ୍ଟାଫ୍ ପ୍ରସ୍ତୁତ ଅଛନ୍ତି: ପ୍ରାଣୀ ସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ଉପକୂଳ ମୁହାଁ ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି NDRF, ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ପୋଲିସ ଫୋର୍ସ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନ…

(Video) କାନାଡା ପ୍ରଧାନମନ୍ତ୍ରୀ ସଂସଦରେ ଏମିତି ଇଂଲିଶ କହିଲେ କି, ହୋଇଗଲେ ଟ୍ରୋଲ

ନୂଆଦିଲ୍ଲୀ: ଭାରତ ବିରୋଧରେ ଅପପ୍ରଚାର କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସଂସଦରେ ବିରୋଧୀ ଜମାଣିଆ ଅପଦସ୍ତ କରିଛନ୍ତି । ତାଙ୍କ ଇଂଗ୍ରାଜୀକୁ ନେଇ ବିରୋଧୀ ଉଡାଇଛନ୍ତି ମଜା । ଗୁରୁବାର କାନାଡା…