Browsing Category

ଖବର

କ୍ରିକେଟରେ କେତେ ଗୁରୁତ୍ୱ ରଖେ ଫିଟନେସ? କିଙ୍ଗ କୋହଲି ଦେଲେ ଏହାର ଜବାବ

ନୂଆଦିଲ୍ଲୀ: ଯୁଗ ବଦଳିବା ସହ କ୍ରିକେଟରେ ବଦଳି ଚାଲିଛି ନୂତନତା । ବର୍ତ୍ତମାନ କ୍ରିକେଟରେ ନୂଆ ନୂଆ ନିୟମର ବ୍ୟବହାର ମଧ୍ୟ ହେଉଛିା ବ୍ୟାଟିଂ ଓ ବୋଲିଂ ସହ କ୍ଷେତ୍ର ରକ୍ଷଣରେ ମଧ୍ୟ ଅନେକ କିଛି ବଦଳିସାରିଛି ।…

କେଉଁଠି ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ-୪? ନୂଆ ମିଶନ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ଚତୁର୍ଥ ମୁନ୍ ମିଶନ୍ ପାଇଁ ଅଣ୍ଟା ଭିଡ଼ୁଛି ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅଞ୍ଚଳରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରି ଇତିହାସ ସୃଷ୍ଟି କରିଥିଲା । ବର୍ତ୍ତମାନ ପୁଣିଥରେ ଇସ୍ରୋ…

T-20 ବିଶ୍ୱକପ ପରେ ‘କ୍ରିକେଟ’ ଛାଡ଼ିବେ ରୋହିତ! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ହିଟମ୍ୟାନ୍ ନେଇପାରନ୍ତି ଅବସର

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪ । ଏହି ବଡ଼ ଇଭେଣ୍ଟ ପାଇଁ ଭାରତ ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ…

ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ: ନହଲେ ହୋଇପାରେ ଭୟଙ୍କର ରୋଗ

ଓଡିଶା ଭାସ୍କର: ଲୁଣ ଏପରି ଏକ ଦ୍ରବ୍ୟ ଯାହା ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କ ରୋଷେଇ ଘରେ ଏହା ବ୍ୟବହାର ହୋଇଥାଏ । ବିନା ଲୁଣରେ କୌଣସି ଖାଦ୍ୟ ଖାଇ ହୁଏନାହିଁ ଏବଂ ଲୁଣ ବିନା କୌଣସି ଖାଦ୍ୟର ସ୍ୱାଦ ମଧ୍ୟ ନଥାଏ ।…

ଭାରତରେ ଲଞ୍ଚ୍ ହେଲା ‘Hanooman’: ଦେଶର ପ୍ରଥମ ସ୍ୱଦେଶୀ AI ଟୁଲରେ କ’ଣ ରହିଛି ଫିଚର୍

ନୂଆଦିଲ୍ଲୀ: ବିଜ୍ଞାନ ଏବଂ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବେ ଖୁବ ବିକାଶ ଦିଗରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଅନେକ ଉଦ୍ଭାବନ ଏବଂ ଆବିଷ୍କାର କରିବା ଜାରି ରଖିଛନ୍ତି ଦେଶର ବୈଜ୍ଞାନିକ । ବର୍ତ୍ତମାନ AI ଦୁନିଆରେ…

ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଆକ୍ରମଣ: ଝରିଗାଁ ଥାନାରେ ଅଭିଯୋଗ

ଗଞ୍ଜାମ: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିବାଚନ ଜାରି ରହିଛି । ତେବେ ଏହି ନିର୍ବାଚନ ସମୟରେ ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଝରୀିଗାଁର ବିଜେପି ବିଧାୟକ…

Big Breaking; ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତ୍ରୁଟି: ସସପେଣ୍ଡ ସହ ଗିରଫ ହେବେ ପ୍ରଜାଇଡିଂ ଅପିସର

ଗଞ୍ଜାମ: ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ଦିନ ନିର୍ବାଚନରେ ହିଁ ଦେଖିବାକୁ ମିଳିଛି ବଡ଼ ଧରଣର ତ୍ରୁଟି । ନିର୍ବାଚନ ପରିଚାଳନାରେ ତ୍ରୁଟି ପରିଲକ୍ଷିତ ହେବା ପରେଚ ୨ ଜଣ ପ୍ରିଜାଇଡିଙ୍ଗ…

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖି ଭେଁ-ଭେଁ ହୋଇ କାନ୍ଦିଲେ ମହିଳା, ମଥା ଉପରେ ହାତ ରଖି ଏପରି ଆର୍ଶୀବାଦ ଦେଲେ PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବିହାରରେ ତିନୋଟି ଜନସମାବେଶକୁ ସମ୍ବୋଧିତ କରିଛନ୍ତି । ହାଜୀପୁର ଏବଂ ମୁଜଫରପୁରରେ ଜନସମାବେଶ ପରେ ପ୍ରଧାନମନ୍ତ୍ରୀ ସାରଣ ପହଁଚିଥିଲେ । ଏହି ସମୟରେ…

ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆବେଦନ: ଜାଣନ୍ତୁ କିପରି Apply କରିପାରିବେ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) - 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) - 02/2024 ବ୍ୟାଚରେ ଭର୍ତ୍ତି ପାଇଁ…

ସ୍ୱାଧୀନତା ପରେ ସବୁଠୁ ଅଧିକ ଦରଦାମ୍ ବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ଥିଲା; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ଏହି ଦେଶରେ ଅଧିକ ଦରବୃଦ୍ଧି ଇନ୍ଦିରା ଗାନ୍ଧୀଙ୍କ ସମୟରେ ହୋଇଥିଲା। ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀଙ୍କୁ…