Browsing Category

ଖବର

(Video) ଦିଲ୍ ଚୁରାନେ ମେ ଆଗେୟା… ମୁମ୍ବାଇରେ ସାମିଲ ହେଲେ Mr 360: ଏଥର ଜିତିବ ହାର୍ଦ୍ଦିକ ସେନା!

ମୁମ୍ବାଇ: ଷ୍ଟାର ଖେଳାଳିଙ୍କୁ ନେଇ ସଜ୍ଜା ହୋଇଥିଲେ ବି ମୁମ୍ବାଇ ଚଳିତଥର ଆଇପିଏଲରେ ସଂଘର୍ଷ ଜାରି ରଖିଛି । ପ୍ରଥମ ୩ଟି ଯାକ ମ୍ୟାଚରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ପହଞ୍ଚି ଯାଇଛି । ତେବେ ଦିଲ୍ଲୀ…

(Video) କୋରେଇ ପାଇଁ ଆକାଶ-ଝିଲିକ ଭିତରେ ହେବ ଲଢେଇ! ବିଜେଡି ତରଫରୁ ଝିଲିକଙ୍କୁ ମିଳିପାରେ ଟିକେଟ

ଓଡ଼ିଶା ଭାସ୍କର: ଓଡ଼ିଶା ରାଜନୀତି ଏବେ ଚହଳ ସୃଷ୍ଟି କରିଛି । ପ୍ରତି ଆସନରେ ଦେଖିବାକୁ ମିଳୁଛି ବିଜେଡି-ବିଜେପି ଭିତରେ ଛକାପଞ୍ଝା । କିନ୍ତୁ ସମ୍ବଲପୁର, କେନ୍ଦ୍ରାପଡ଼ା ଏବଂ ଭୁବନେଶ୍ୱର ପରେ କୋରେଇ ବିଧାନସଭା ନିର୍ବାଚନ…

‘Mumbai Indians’ ପାଇଁ ଶେଷ IPL ଖେଳୁଛନ୍ତି ରୋହିତ ଶର୍ମା! Reject କଲେ ଅଧିନାୟକ ପଦ

ଓଡ଼ିଶା ଭାସ୍କର: ଚଳିତବର୍ଷ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ଆଇପିଏଲର ସର୍ବଶ୍ରେଷ୍ଠ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ କରିବା ଆଶାରେ ଅଧିନାୟକ ପରିବର୍ତ୍ତନ…

NCERT ବଦଳାଇଲା ପାଠପଢା ସିଲାବସ୍: ସ୍କୁଲ ପିଲା ପଢିବେନି ବାବ୍ରି ମସଜିଦ ଭଙ୍ଗା କାହାଣୀ

ନୂଆଦିଲ୍ଲୀ: ଏଣିକି ରାଜନୀତି ଶାସ୍ତ୍ରରେ ସାମିଲ ରହିବନି ବାବ୍ରି ମସଜିଦ ମାମଲା । ଏ ନେଇ ପିଲାଙ୍କ ପାଠପଢା ସିଲାବସରେ ପରିବର୍ତ୍ତନ କରିଛି NCERT। ଏଥର ସିଲାବସରେ ମୋଟ ୩ଟି ସ୍ଥାନରେ ପରିବର୍ତ୍ତନ ହେବା ନେଇ…

ଘୋଷଣାପତ୍ର ଜାରି କଲା କଂଗ୍ରେସ: ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି’ ଦେଲା ଦଳ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କଂଗ୍ରେସ ପାର୍ଟି ନିଜର ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ…

(ଭିଡିଓ) ଘଟିଗଲା ବଡ଼ ଅଘଟଣ: ବାଇକ୍ ଚାଳକଙ୍କୁ ଧକ୍କା ଦେଇ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ନିମାପଡ଼ା-ଗୋପ ରାସ୍ତାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର ଦ୍ରୁତ ଗତିରେ ଆସି ଜଣେ ବାଳକ ଚାଳକଙ୍କୁ ଧକ୍କା ଦେବା ସହିତ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି…

(Video) RBI ର ଏହି ୱାର୍ଣ୍ଣିଂକୁ ଅଣଦେଖା କଲେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି, ଭୁଲରେ ବି କରନ୍ତୁନି ଏହି ଭୁଲ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର କୋଟି କୋଟି ବ୍ୟାଙ୍କ ଆକାଉଁଣ୍ଟଧାରୀଙ୍କୁ ଚେତାବନୀ ଜାରି କରିଛନ୍ତି । ରିଜର୍ଭ ବ୍ୟାଙ୍କ ନିଜ ୱାର୍ଣ୍ଣିଂରେ ଖାତା ଧାରକଙ୍କୁ କହିଛନ୍ତି ଯେ, ନିଜର ଗୋଟିଏ ଭୁଲ ପାଇଁ…

(Video) ‘ବିଷଧର ସାପକୁ ବିଶ୍ୱାସ କରନ୍ତୁ, ହେଲେ ବିଜେପିକୁ ନୁହେଁ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ନେତାମାନଙ୍କ ମଧ୍ୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସୁଛି । ଏବେ ପଶ୍ଚିମବଙ୍ଗର…

(Video) ଚିପ୍ସ ପ୍ୟାକେଟରେ ସଜା ହେଲା ବର ଗାଡ଼ି, ଭିଡିଓ ଦେଖି ଲୋକେ କହିଲେ- ପୂରା ଦୋକାନ..

ନୂଆଦିଲ୍ଲୀ: ବିବାହରେ ବର କାର୍ ଉପରେ ସମସ୍ତଙ୍କ ନଜର ରହିଥାଏ । ବର ଘର ଲୋକେ ପୁଅର ବରଯାତ୍ରୀକୁ ଖୁବ ଧୁମ ଧାମର ସହ ବିବାହ ପାଇଁ ନେଇକି ଯାଆନ୍ତି । ବରର କାର୍ କୁ ଫୁଲ ସହ ସଜାଯାଇଥାଏ । ହେଲେ ବର୍ତ୍ତମାନ ଏକ ଭିଡିଓ…

Momos ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ! ଆପଣଙ୍କୁ ବି ହୋଇପାରେ ଏହିସବୁ ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲି ଫାଷ୍ଟଫୁଡ୍ ଖାଦ୍ୟର ଚାହିଦା ସବୁଠାରୁ ଅଧିକ । ଅଧିକାଂଶ ଲୋକେ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରିଥାନ୍ତି । ଫାଷ୍ଟଫୁଡ୍ ମଧ୍ୟରେ ମୋମୋଜ୍ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ୟ୍ୟନ୍ତ…