Browsing Category
ଖବର
ଓଟ ଆକୃତିର ମଲ, ରାତିରେ କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ
ଓଡିଶା ଭାସ୍କର: ଓଟ ଆକୃତିର ମଲ, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ମଲ ସାଉଦି ଆରବରେ ନିର୍ମିତ ହେଉଛି। ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ତିଆରି ହୋଇନଥିବାବେଳେ ଏହାର ଭିଡିଓ ସୋସିଆଲ…
ଚାଷୀଙ୍କୁ ଧମକ! ‘1 କୋଟି ଦେ, ନହେଲେ ଦୁଇ ପୁଅଙ୍କୁ ମାରି ଭିଡ଼ିଓ କରି ପଠାଇ ଦେବୁ’
ଉତ୍ତରପ୍ରଦେଶ: ହ୍ୱାଟସଆପରେ ମିଳୁଛି ଧମକ! '1 କୋଟି ଦେ, ନହେଲେ ଦୁଇ ପୁଅଙ୍କୁ ମାରି ଭିଡ଼ିଓ କରି ପଠାଇ ଦେବୁ।' ଏହିଭଳି ଏକ ଘଟଣା ଉତ୍ତର ପ୍ରଦେଶର ବରେଲିର ଏକ ଚାଷୀ ପରିବାରଙ୍କ ସହିତ ଘଟିଛି। କିଛି ଅଜଣା ଲୋକ ବହେରିର…
୨ଟି ଘୋଡାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ମାରିଦିଆଗଲା, କଣ ଥିଲା ଏହା ପଛର କାହାଣୀ?
ଛତିଶଗଡ଼: ଦୁଇଟି ଘୋଡ଼ାଙ୍କୁ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ସୁରଗୁଜା ଜିଲ୍ଲାର ଅମ୍ବିକାପୁରରେ। ଏହି ଦୁଇଟି ଘୋଡା ସଞ୍ଜଲ ପ୍ରଜାତିର ଥିବାବେଳେ କୁହାଯାଉଛି ଯେ, ଏମାନଙ୍କୁ…
ପୁରୀର ଜଗନ୍ନାଥ ମନ୍ଦିର ଉପରେ ପକ୍ଷୀମାନେ କାହିଁକି ଉଡ଼ନ୍ତି ନାହିଁ? ଏହାର କାରଣ କ’ଣ?
ପୁରୀ: ପୁରୀର ଜଗନ୍ନାଥ ମନ୍ଦିର ସହିତ ଜଡିତ ଅନେକ ରହସ୍ୟ ରହିଛି, ଏବଂ ସେମାନଙ୍କ ମଧ୍ୟରୁ ସବୁଠାରୁ ଅନନ୍ୟ ରହସ୍ୟ ହେଉଛି ଏହା ଉପରେ ପକ୍ଷୀ କିମ୍ବା ଉଡ଼ାଜାହାଜ ଉଡ଼େ ନାହିଁ। ଏହା ଏକ ରହସ୍ୟ ଯାହା ଭକ୍ତ ଏବଂ…
ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର
ସମ୍ବଲପୁର: ଲୋକ କବିରତ୍ନ, ଯାଦବ ରତ୍ନ ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ସେ ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ ମଧ୍ୟ। ସମ୍ବଲପୁରୀ…
ମାଡ଼ି ଆସୁଛି ଯୋଡ଼ା ଲଘୁଚାପ, 4 ପର୍ଯ୍ୟନ୍ତ ପ୍ରବଳ ବର୍ଷା
ଭୁବନେଶ୍ୱର: ମାଡ଼ି ଆସୁଛି ଏକାଥରେ ଦୁଇ ଦୁଇଟି ଲଘୁଚାପ। 4 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ଏବେଠୁ ସତର୍କତା ଜାରି କରିଛି ପ୍ରଶାସନ। ବିଶେଷ…
ହତ୍ୟା ଅଭିଯୁକ୍ତ ପୋଲିସ ଅଧିକାରୀକୁ କାରରେ ଝୁଲାଇ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ିଲା
ଚେନ୍ନାଇ: ଜଣେ ହତ୍ୟାକାରୀ ପୋଲିସ ଉପରେ ଭାରି ପଡ଼ିଛି। କାରରେ ପୋଲିସ ଅଧିକାରୀକୁ ବିଚ୍ ରାସ୍ତାରେ ଘୋଷାଡ଼ା ଘୋଷାଡ଼ି ନେଉଥିବାର ଭିଡ଼ିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ।
ତାମିଲନାଡୁର…
ବହୁ ଚର୍ଚ୍ଚିତ କୋଲକାତା ଆଇନ ଛାତ୍ରୀ ଗ୍ୟାଙ୍ଗରେପ୍ ଘଟଣା, ସିକ୍ୟୁରିଟି ଗାର୍ଡ ଗିରଫ
କୋଲକାତା: କୋଲକାତା ଆଇନ କଲେଜର ୨୪ ବର୍ଷୀୟ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଆଉ ଜଣଙ୍କୁ ଗରିଫ କଲା ପୋଲିସ। ଏହାକୁ ମିସାଇ ସମୁଦାୟ ୪ ଜଣଙ୍କୁ ଗରିଫ କରିସାରିଲାଣି ପୋଲିସ।
କୋଲକାତାର ଲ କଲେଜର ଜଣେ ପୂର୍ବତନ…
ସତର୍କ ରୁହନ୍ତୁ, ପ୍ରବଳ ବର୍ଷିବ, ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ
ଭୁବନେଶ୍ୱର: ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ। ଆଗାମୀ ୨ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ଚେତାବନୀ। ପ୍ରବଳ ବର୍ଷିବ। ସତର୍କ ରୁହ। ଚେତାବନୀ ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା…
୨୩ ବର୍ଷ ପରେ ପନ୍ତଙ୍କ ପାଖରେ ଐତିହାସିକ ରେକର୍ଡ ଦୋହରାଇବାର ସୁଯୋଗ
ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଏବେ ଭଲ ଫର୍ମରେ ଅଛନ୍ତି। ସେ ଭଲ ବ୍ୟାଟିଂ କରିବା ସହିତ ଭଲ ସ୍କୋର ମଧ୍ୟ କରୁଛନ୍ତି। ପଡ଼ିଆରେ ତାଙ୍କର ଉପସ୍ଥିତି ପ୍ରଶଂଶକଙ୍କ ମନରେ ଏକ…