Browsing Category

ଖବର

ରଥଯାତ୍ରାକୁ ନେଇ ବଡ଼ ଅପଡେଟ୍, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା

ପୁରୀ: ଜାରି ହେଲା ସୂଚନା। ଆସନ୍ତା କାଲି ଅପରାହ୍ନ ୪ଟାରେ ଆରମ୍ଭ ହେବ ପୁରୀରେ ରଥଟଣା। ଏନେଇ ସୂଚନା ଦେଲେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କହିଲେ ନୀତିନିର୍ଘଣ୍ଟ ଅନୁଯାୟୀ କାର୍ଯ୍ୟ କରାଯିବ। ମଙ୍ଗଳାର୍ପଣ ପରେ…

ଶ୍ୱଶୁର ଘରେ ବଳି ପଡ଼ିଲା ଜ୍ୱାଇଁ, ପିଟିପିଟି ମାରିଦେଲେ

ସୋର: ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଜୀବନ ଗଲା। ଶ୍ୱଶୁରଙ୍କ ମୃତ୍ୟୁ ଖବର ଶୁଣି ଆସିଥିଲେ ଜ୍ୱାଇଁ। ହେଲେ ନିଜେ ଆକ୍ରମଣର ଶିକାର ହେଲେ। ଏବଂ ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକ ପିଟିପିଟି ମାରିଦେଲେ। ଘଟଣାଟି ହେଉଛି…

୧ ବର୍ଷର ଝିଅ ନାଁରେ ୬ କୋଟିର କାର୍, ନମ୍ୱର ପ୍ଲେଟ୍, ସିଟ୍ ସବୁଠି ଝିଅର ନାଁ

ନୂଆଦିଲ୍ଲୀ:  କୁହାଯାଏ ବାପା ଓ ଝିଅଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଟିକେ ଅଧିକ ନିବିଡ଼। କାରଣ ପୁଅ ଅପେକ୍ଷା ବାପା ମାନେ ଝିଅମାନଙ୍କୁ ଟିକେ ଅଧିକ ଭଲ ପାଆନ୍ତି। କେବଳ ବାପା ନୁହଁନ୍ତି ଝିଅମାନେ ବି ମାଆ ମାନଙ୍କ…

ମହାକାଶରେ ପହଞ୍ଚି ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ପଠାଇଲେ ଶୁଭାଂଶୁ, “ଲଞ୍ଚ ବେଳେ ମୋ କାନ୍ଧରେ ଥିଲା ତ୍ରିରଙ୍ଗା”

ନୂଆଦିଲ୍ଲୀ: ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ ଶୁଭାଂଶୁ। ଆଉ ମହାକାଶରେ ପହଞ୍ଚିବା ପରେ ଭାରତୀୟଙ୍କ ପାଇଁ ପ୍ରଥମ ବାର୍ତ୍ତା ମଧ୍ୟ ପଠାଇଲେ। ମହାକାଶରୁ ଭାରତକୁ ଶୁଭାଂଶୁ ଶୁକ୍ଳାଙ୍କ ବାର୍ତ୍ତା। କହିଲେ…

୨୮ ଘଣ୍ଟା ପରେ ISSରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା, ପ୍ରଥମ ଭାରତୀୟ ଭାବେ ସ୍ପେଶ୍ ଷ୍ଟେସନରେ ପହଞ୍ଚି ରଚିଲେ ଇତିହାସ

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଶୁଭାଂଶୁ। ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟସନରେ ଶୁଭାଂଶୁ ଶୁକ୍ଳା। ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ପହଞ୍ଚିଲେ ଶୁଭାଂଶୁ। ସ୍ପେଶ୍ ଷ୍ଟେସନରେ ପହଞ୍ଚି ଇତିହାସ ରଚିଲେ…

ଆଉ କିଛି ସମୟର ଅପେକ୍ଷା, ଶୁଭାଂଶୁଙ୍କୁ ନେଇ ସ୍ପେଶ୍ ଷ୍ଟେସନରେ ଡକିଂ ହେବ ଡ୍ରାଗନ୍, କ’ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଅପରାହ୍ନ ୪.୩୦ରେ ଡକିଂ କରିବେ ଶୁଭାଂଶୁ ଶୁକ୍ଲା। ଯେଉଁ ସମୟକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ। ତେବେ ଆସନ୍ତୁ ଜାଣିବା ଡକିଂ ବେଳେର ସମ୍ପୂର୍ଣ୍ଣ  ପ୍ରକ୍ରିୟା।…

ସୁରକ୍ଷା ବଳୟ ଭିତରେ ପୁରୀ ସହର, ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରଖାଯାଉଛି ନଜର

ପୁରୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା। ଝୁଲି ଝୁଲି ରଥକୁ ଆସିବ କାଳିଆ ସୁନା। ଆଉ ସାଙ୍ଗରେ ଥିବେ ଭାଇ ବଲଭଦ୍ର ଭଉଣୀ ସୁଭଦ୍ରା। କୋଟି କୋଟି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେବେ କୋଟି ଓଡ଼ିଆଙ୍କ ମୋଉଡ଼ମଣି ପ୍ରଭୁ…

ନୃଶଂସ ସନ୍ତାନ, ଠେଙ୍ଗାରେ ପିଟିପିଟି ଜନ୍ମକଲା ମା’କୁ ମାରିଦେଲା ପୁଅ

ଦିଗପହଣ୍ଡି: ପୁଣି ଏକ ବଡ଼ ଅପରାଧ। ଜନ୍ମକଲା ମାଆକୁ ହତ୍ୟା କଲା ପୁଅ। ଯେଉଁ ମାଆ ପାଳି ପୋଷି ବଡ଼ କଲା ସେହି ମାଆକୁ ପିଟିପିଟି ମାରିଦେଲା ରାକ୍ଷସ ପୁଅ। ଦିଗପହଣ୍ଡି କରବାଲୁଅଁ ଗାଁରେ ଅଭାବନୀୟ ଘଟଣା। ଅତି ନୃଶଂସ…

ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଜାଣନ୍ତୁ ଶ୍ରୀଗୁଣ୍ଡିଚା ଯାତ୍ରା ନୀତି

ପୁରୀ: ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ 9 ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । 9.15 ରେ ମଙ୍ଗଳାର୍ପଣ ପରେ 9.30 ରୁ…

ରାଷ୍ଟ୍ରପତିଙ୍କ ଜିଲ୍ଲାରେ ଲଜ୍ଜା, ମନ୍ଦିରରୁ ଫେରୁଥିବା ସମୟରେ ଯୁବତୀଙ୍କୁ ଟେକି ନେଇ ଜଙ୍ଗଲରେ କଲେ ଗଣଦୁଷ୍କର୍ମ

ମୟୁରଭଞ୍ଜ: ଗୋପାଳପୁର ପରେ କରଞ୍ଜିଆରେ ଗଣଦୁଷ୍କର୍ମ। ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିଲା ବେଳେ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି ଯୁବତୀ।…