Browsing Category
ଖବର
ମାତ୍ର ୭ ଦିନରେ କିନ୍ନର ଆଖଡ଼ାରୁ ତଡ଼ା ଖାଇଲେ ମମତା, କାରଣ ଜାଣି ହେବେ ଚକିତ
ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ସନ୍ୟାସିନୀ ହୋଇଥିଲେ ୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ।
କିନ୍ନର ଆଖଡ଼ାରେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କୁ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ…
breaking: ସ୍କୁଲରେ ଅଘଟଣ, ସରସ୍ୱତୀ ପୂଜା ବେଳେ ଛାତ୍ରଛାତ୍ରୀଙ୍କୁ ବିନ୍ଧି ପକାଇଲା ମହୁମାଛି
ଭବାନୀପାଟଣା: ସରସ୍ୱତୀ ପୂଜା ବେଳେ ଅଘଟଣ। ସ୍କୁଲରେ ପୂଜା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କଲେ ମହୁମାଛି। ଫଳରେ ୨୦ ଜଣ ପିଲା ଆହତ ହୋଇଥିବା ନେଇ ସୂଚନା ମିଳିଛି।
ଭବାନୀପାଟଣା ଦୁଆରସନିରେ ଥିବା ଏକ…
ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ, ରାଜ୍ୟ ବାହାରେ ମଧ୍ୟ ଚାଲିଥିଲା ରାକେଟ୍, ୫ ଗିରଫ
କଣ୍ଟାବାଞ୍ଜି: ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ପୋଲିସ । ଏହି ମାମଲାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି ।
ସେମାନଙ୍କ ଠାରୁ ୩ଟି ଲାପଟପ୍, ବ୍ୟାଙ୍କ ପାସବୁକ୍ ସହ ୧୮ଟି ମୋବାଇଲ ଜବତ…
Breaking: ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ, ଯାଜପୁରରେ ବଣ୍ଟାଯିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଫେବୃଆରୀ 8 ତାରିଖରେ ଚତୁର୍ଥ ପର୍ଯାୟ ସୁଭଦ୍ରା ଟଙ୍କା ଦିଆଯିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପ୍ରଭାତୀ…
Breaking: ଖାଇକୁ ଖସିପଡ଼ିଲା ବସ୍, ୫ ମୃତ ଏକାଧିକ ଆହତ
ଗୁଜରାଟ: ପୁଣି ସକାଳୁ ସକାଳୁ ଦୁର୍ଘଟଣା। ଖାଇକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍। ଭରା ଯାତ୍ରୀ ନେଇ ଯାଉଥିବା ବେଳେ ଓଲଟି ପଡ଼ିଲା ବସ୍। ଫଳରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ସୂଚନା।
ତେବେ ଦୁର୍ଘଟଣା…
ଦଇବର ଭାବନା ବଡ ବିଚିତ୍ର….ମା’ର ମୃତ୍ୟୁ ପରେ ଭାଙ୍ଗିପଡିଲେ 2 ଝିଅ, 10 ଦିନ ବନ୍ଦ କଠୋରୀରେ ମୃତଦେହ ସହ ରହିଲେ
ନୂଆଦିଲ୍ଲୀ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମାଆର ଗଳିତ ମୃତଦେହ ପାଖେ 10 ଦିନ ଏକ ବନ୍ଦ କୋଠରୀରେ ରହିଲେ ଦୁଇ ଝିଅ ।
ମିଳିଥିବା ସୂଚନା ଅନୁଯାୟୀ, ମା'ର ହଠାତ୍…
ବଦଳିବ ରେଲଓ୍ୱେର କାୟାକଳ୍ପ, ଗଡ଼ିବ ନୂଆ ୩୫୦ଟି ଟ୍ରେନ
ନୂଆଦିଲ୍ଲୀ: ସରିଯାଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଘୋଷଣା। ଆଉ ଏହି ବଜେଟ୍ ଭାରତବାସୀଙ୍କ ପାଇଁ କିଛିଟା ନିରାସା ଆଣିଦେଇଥିବା ବେଳେ, ଅନେକ ଖୁସି ମଧ୍ୟ ଆଣିଦେଇଛି।
ଏକଥା କହିବାର ଅର୍ଥ ହେଉଛି ବଜେଟ୍ ଘୋଷଣା…
ସାରା ଅଲ୍ଲୀ ଖାନକୁ ଦେଖିବାକୁ ଅସମ୍ଭାଳ ଭିଡ଼, ରାଉରକେଲା ହକି ଷ୍ଟାଡିୟମ ବାହାରେ ଦଳାଚକଟା
ନୂଆଦିଲ୍ଲୀ: ରାଉରକେଲାରେ ହକି ଇଣ୍ଡିଆର ଫାଇନାଲ୍ ମ୍ୟାଚ୍ ସମୟରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦଳାଚକଟା । ସାରାଙ୍କୁ ଦେଖିବା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାଞ୍ଚରୁ ଛଅ ଜଣ ଆହତ ହୋଇ ରାଉରକେଲା…
Breaking: ବୃଦ୍ଧ ଦମ୍ପତ୍ତିଙ୍କୁ କଚାଡ଼ି ମାରିଦେଲା ହାତୀ, ପରେ ଖଣ୍ଡବିଖଣ୍ଡିତ ଅଂଶକୁ ଫୋପାଡ଼ି ଥିଲା
କଳାହାଣ୍ଡି: ପୁଣି ଦେଖାଦେଲା ହାତୀ ଉପଦ୍ରବ। ଶୋଇଥିବା ବେଳେ ଘରେ ପଶି କଲା ଆକ୍ରମଣ। ଶେଷରେ ଦୁଇ ଜଣଙ୍କୁ କଚାଡ଼ି ଦଳି ମାରିଦେଲା। ଘରେ ଅନ୍ୟ ଲୋକ ବି ଥିଲେ। ହେଲେ ହାତୀକୁ ଦେଖି ଦୌଡ଼ି ପଳାଇଥିଲେ।
ଘଟଣା ହେଉଛି…
ଆଜି ବସନ୍ତ ପଞ୍ଚମୀ, ଜାଣନ୍ତୁ ବାଗଦେବୀଙ୍କ ପୂଜାର୍ଚ୍ଚନାର କ’ଣ ରହିଛି ମହତ୍ୱ
ଓଡ଼ିଶା ଭାସ୍କର: ବସନ୍ତ ପଞ୍ଚମୀ ପର୍ବ ବିଶେଷ ଭାବରେ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀ ସରସ୍ୱତୀଙ୍କୁ ସମର୍ପିତ । ଏହି ଦିନ ଦେବୀ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମୃଦ୍ଧି ଏବଂ ଖୁସି ବୃଦ୍ଧି…