Browsing Category

ଖବର

Breaking: ବୃଦ୍ଧ ଦମ୍ପତ୍ତିଙ୍କୁ କଚାଡ଼ି ମାରିଦେଲା ହାତୀ, ପରେ ଖଣ୍ଡବିଖଣ୍ଡିତ ଅଂଶକୁ ଫୋପାଡ଼ି ଥିଲା

କଳାହାଣ୍ଡି: ପୁଣି ଦେଖାଦେଲା ହାତୀ ଉପଦ୍ରବ। ଶୋଇଥିବା ବେଳେ ଘରେ ପଶି କଲା ଆକ୍ରମଣ। ଶେଷରେ ଦୁଇ ଜଣଙ୍କୁ କଚାଡ଼ି ଦଳି ମାରିଦେଲା। ଘରେ ଅନ୍ୟ ଲୋକ ବି ଥିଲେ। ହେଲେ ହାତୀକୁ ଦେଖି ଦୌଡ଼ି ପଳାଇଥିଲେ। ଘଟଣା ହେଉଛି…

ଆଜି ବସନ୍ତ ପଞ୍ଚମୀ, ଜାଣନ୍ତୁ ବାଗଦେବୀଙ୍କ ପୂଜାର୍ଚ୍ଚନାର କ’ଣ ରହିଛି ମହତ୍ୱ

ଓଡ଼ିଶା ଭାସ୍କର: ବସନ୍ତ ପଞ୍ଚମୀ ପର୍ବ ବିଶେଷ ଭାବରେ ଜ୍ଞାନ, କଳା ଏବଂ ସଙ୍ଗୀତର ଦେବୀ ସରସ୍ୱତୀଙ୍କୁ ସମର୍ପିତ । ଏହି ଦିନ ଦେବୀ ସରସ୍ୱତୀଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମୃଦ୍ଧି ଏବଂ ଖୁସି ବୃଦ୍ଧି…

Breaking: ରୁଟି ଦେବାରେ ବିଳମ୍ୱ ହେବାରୁ ଓ୍ୱେଟେରଙ୍କୁ ନିର୍ଦ୍ଧୁମ ଛେଚିଲେ ଯୁବକ

ଭୁବନେଶ୍ୱର: ରୁଟି ପାଇଁ ହୋଟେଲରେ ତୁମୁଳକାଣ୍ଡ। ଓ୍ୱେଟେରଙ୍କୁ ଅଦା ରସୁଣ ଛେଚିଲା ଭଳି ଛେଚି ଦେଇଗଲେ ୨ ଯୁବକ। ତାହା ପୁଣି ସାମାନ୍ୟ ରୁଟି ଦେବାରେ ବିଳମ୍ୱ ହେବାରୁ। ଘଟଣା ଘଟିଛି ଭୁବନେଶ୍ୱରରେ। ଶନିବାର ରାତିରେ…

ଆଜି ହେବ ରଥକାଠ ଅନୁକୂଳ ପୂଜା, ରାଜନଅର ପକ୍ଷରୁ ବ୍ରାହ୍ମଣମାନେ କରିବେ ପୂଜାର୍ଚ୍ଚନା

ପୂରୀ: ଆଜି ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ହେଉ ବା କାର୍ଯ୍ୟାନୁଷ୍ଠାନ ସବୁଠି ମାଙ୍କ ଆବାହନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଆଉ ସେପଟେ ଆଜି…

ରାସ୍ତାରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌, ଡ୍ରାଇଭର ମୃତ

ପାଟଣାଗଡ଼: ବେଲପଡ଼ା ଥାନା ଭରୁଆମୁଣ୍ଡା ଛକ ନିକଟରେ ଦୁର୍ଘଟଣା । ଏକ ଚାଉଳ ବୋଝେଇ ଟ୍ରକ୍ ଓଲଟି ପଡ଼ିବା ଯୋଗୁଁ ଡ୍ରାଇଭର ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଉକ୍ତ ଡ୍ରାଇଭରକୁ ୪ ଘଣ୍ଟା ପରେ ଗୁରୁତର…

ପୁରୁଷ ନୁହେଁ ମହିଳା ମଧ୍ୟ ବ୍ୟବହାର କରିପାରିବେ Condom, ଏହାର ବ୍ୟବହାର ଏବଂ କେତେ ସୁରକ୍ଷିତ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନର ଆଧୁନିକ ଯୁଗରେ ସବୁକିଛି ସମ୍ଭବ ହୋଇ ପାରୁଛି । କିନ୍ତୁ ଆଜି ମଧ୍ୟ କିଛି ମହିଳା ଅନେକ ବିଷୟରେ ଜାଣିବା ବୁଝିବାରୁ ଦୂରରେ ରହିଥାନ୍ତି । ମାସିକ ଋତୁସ୍ରାବ ହେଉ କିମ୍ବା ଶାରୀରିକ ସମ୍ପର୍କ,…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମତି

କର୍ଣ୍ଣାଟକ: ଇଚ୍ଛାମୃତ୍ୟୁକୁ ମିଳିଲା ଅନୁମିତ। ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପ୍ରଥମ ଥର ପାଇଁ ଆଉ ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକରେ ଲାଗୁୁ ହୋଇଛି ଇଚ୍ଛାମୃତ୍ୟୁ। କର୍ଣ୍ଣାଟକ ସରକାର ଏପରି ନିର୍ଦ୍ଦେଶ…

ସିବିଆଇ ଫାଶରେ ବିଶ୍ୱବିଦ୍ୟାଳୟ ପ୍ରଫେସର, ରେଟିଂ ବଢ଼ାଇବାକୁ ଲାଞ୍ଚ ଅଭିଯୋଗ

ସମ୍ବଲପୁର: NAAC ରେଟିଂ ଲାଞ୍ଚ ମାମଲାରେ ୧୦ ଜଣ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛିା ଏହି ୧୦ ଜଣିଆ NAAC ଟିମରେ ସମ୍ବଲପୁର ପ୍ରଫେସରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଆନ୍ଧ୍ରର ଏକ ଶିକ୍ଷାନୁଷ୍ଠାନର ରେଟିଂ…

ହେୟାର ସିରମ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ଭୋଗିବାକୁ ପଡ଼ିପାରେ ବଡ଼ ଅସୁବିଧା

ଓଡିଶା ଭାସ୍କର: ଆଜିକାଲିକା ଦିନରେ ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରନ୍ତି। ସିଏ ତ୍ୱଚାର ଉଜ୍ୱଳତାକୁ ବୃଦ୍ଧି କରିବା ପାଇଁ ହେଉ, କିମ୍ୱା କେଶରେ ଚମକ…

ରାଜଧାନୀରେ ଆଉ ଦେଖିବାକୁ ମିଳିବନି ଟ୍ରାଫିକ ଭିଡ଼, ୭ ହଜାର କୋଟି ଟଙ୍କାର ଯୋଜନା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଆଉ ଭିଡ଼ ଭିତରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବନି। ଲୋକଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପାଖାପାଖି ୭ ହଜାର କୋଟି ଟଙ୍କାର ଯୋଜନା…