Browsing Category
ଖବର
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସର ନିର୍ମାଣଧୀନ କୋଠାର ୬ ମହଲାରୁ ପଡ଼ି ଶ୍ରମିକ ମୃତ
କଟକ: ୬ ମହଲାରୁ ପଡ଼ି ଶ୍ରମିକ ମୃତ। ମହାବିଦ୍ୟାଳୟ କ୍ୟାମ୍ପସରେ ଘଟିଗଲା ଅଘଟଣ। କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ତିଆରି ହେଉଥିଲା ଘର। ଏକ ୬ ମହଲା ଘରର ନିର୍ମାଣ କାର୍ଯ୍ୟ ଜାରି ରହିଥିଲା।
ବାହାର…
ଚତୁର୍ଥ ଶ୍ରେଣୀରେ ଲାଗିଥିଲେ ଝଗଡ଼ା, ୫୦ ବର୍ଷପରେ ପଥରରେ ଛେଚି ନେଲେ ପ୍ରତିଶୋଧ
କେରଳ: ଛୋଟବେଳେ ସ୍କୁଲରେ ପଢ଼ିବା ସମୟରେ ଅନେକ ଥର ସାଙ୍ଗମାନଙ୍କ ସହ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ମାଡ଼ଗୋଳ ସମସ୍ତଙ୍କର ପ୍ରାୟ ହୁଏ। ଆଉ କିଛି ଦିନ ଗଲାପରେ ପୁଣି ଥରେ ସେମାନେ ସାଙ୍ଗ ହୋଇଯାଆନ୍ତି। ହେଲେ ଏବେ ଏକ ଅଜବ…
ବିଜେପିର ବର୍ଷେ ପୂର୍ତ୍ତିରେ ସହରାଞ୍ଚଳରେ ଘର ବାଣ୍ଟିବେ ମୋହନ ସରକାର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ସହରାଞ୍ଚଳରେ ଘର ବାଣ୍ଟିବେ ମୋହନ ସରକାର। ଆଗକୁ ପୂରିବାକୁ ଯାଉଛି ରାଜ୍ୟରେ ବିଜେପି ସରକାରକୁ ବର୍ଷେ। ତେଣୁ ବର୍ଷ ପୂର୍ତ୍ତିରେ ଘର ବାଣ୍ଟିବେ ମୋହନ ସରକାର।
ହଁ ଘର…
ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ !
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସୂଚନା ଦେଲେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା। ସୋନିଆ ଗାନ୍ଧୀଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ…
ଓଜନ କମାଇବାକୁ ଚାହୁଁଥିଲେ ବ୍ୟାୟାମ କରିବା ସହ ଖାଆନ୍ତୁ ଦଲିଆ
ନୂଆଦିଲ୍ଲୀ: ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ଏଥିପାଇଁ କେବଳ ବ୍ୟାୟାମ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କ ଖାଦ୍ୟ ପ୍ରତି ଧ୍ୟାନ ଦେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ଶରୀରର…
ଚୋରଙ୍କୁ ଦରକାର ମଦ, ଦୋକାନରେ ପଶିଲେ ଟଙ୍କା ବଦଳରେ ୯ ଲକ୍ଷର ମଦ ଚୋରି କରିନେଲେ
ମୟୁରଭଞ୍ଜ: ଚୋରଙ୍କୁ ଟଙ୍କା, ଅଳଙ୍କାର ଆଉ ଦରକାର ନାହିଁ, ଚୋରଙ୍କୁ ବି ଦରକାର ମଦ। ସେଥିପାଇଁ ତ ଦୋକାନରେ ପଶି ଟଙ୍କା ଚୋରି କରିବା ବଦଳରେ ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମଦ କାର୍ଟନ।
ଏ କୌଣସି ବାହାର…
ସ୍ୱାମୀ ଭିଆଇଲା ଭୟାନକ ହତ୍ୟାକାଣ୍ଡ, ସ୍ତ୍ରୀର କଟାମୁଣ୍ଡ ଧରି ପହଞ୍ଚିଲା ଥାନାରେ
ବେଙ୍ଗାଲୁରୁ: ପୁଣି ସ୍ୱାମୀର ବର୍ବର କାଣ୍ଡ। ପ୍ରଥମେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କଲା। ପରେ ନିଜେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କଲା। ନିକଟରେ ଏହିପରି ଏକ ଘଟଣା ମଧ୍ୟ ସାମ୍ନାକୁ…
ପହଲଗାମ ପ୍ରତିଶୋଧକୁ ପୂରିଲା ମାସେ, ସେପଟେ ଏବେବି ଛଟପଟ ହେଉଛି ପାକିସ୍ତାନ
ନୂଆଦିଲ୍ଲୀ: ଆଜି ହେଉଛି ସେହି ଦିନ ଯେଉଁ ଦିନ ସିନ୍ଦୂରର ଯବାବ ଅପରେସନ ସିନ୍ଦୂର ମାଧ୍ୟମରେ ଦେଇଥିଲେ ଭାରତୀୟ ସେନା। ୨୬ ତାରିଖର ପହଲଗାମ ଆତଙ୍କୀ ଆକ୍ରମଣ ୨୬ ଜଣ ନିରୀହ ପୁରୁଷଙ୍କୁ ସେମାନଙ୍କ ଜାତି ପଚାରି ପଚାରି…
୫ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ଚିନ୍ତା
ନୂଆଦିଲ୍ଲୀ: ପୁଣି ଅମାନିଆ ହେଲାଣି କରୋନା। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ହେଉ କି ଦେଶ ସବୁଠି ମାଡ଼ି ମାଡ଼ି ଚାଲୁଛି କରୋନା ଭୂତାଣୁ। ଆଉ ଏବେ ଏହି କରୋନା ଆକ୍ରାନ୍ତଙ୍କ…
ଘର ଭିତରେ ହେଲା ବିସ୍ଫୋରଣ, ମା’ ମୃତ, ଶିଶୁ ଗୁରୁତର
ଖୋର୍ଦ୍ଧା: ଘର ଭିତରେ ବିସ୍ଫୋରଣ। ଘରେ ଥିଲେ ମା' ଓ ଛୁଆ। ବିସ୍ଫୋରଣରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ ଶିଶୁଟି ଗୁରୁତର ଅଛି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣାଟି ହେଉଛି ଖୋର୍ଦ୍ଧା ବୋଲଗଡ଼ ଥାନା…