Browsing Category

ଖବର

Big Breaking: BSF ଯବାନଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରେଢ଼ାଖୋଲ: ନାଳ ପାଖରୁ BSF ଯବାନଙ୍କ ମୃତଦେହ ଉଦ୍ଧାର। ମାସେ ହେବ ଛୁଟିରେ ଘରକୁ ଆସିଥିଲେ। ହେଲେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ଘଟଣା ହେଉଛି ରେଢ଼ାଖୋଲର। ଛୁଟିରେ ଘରକୁ ଆସିଥିବା BSF ଯବାନଙ୍କ ମୃତଦେହ ଆଜି…

ନୂଆ ରୂପ ନେବ ରାଜଧାନୀ, ସ୍ମାର୍ଟସିଟିର ହେବ ନବକଳେବର

ଭୁବନେଶ୍ୱର: ନୂଆ ରୂପରେ ରୂପାନ୍ତରିତ ହେବ ସ୍ମାର୍ଟସିଟି। ରାଜଧାନୀର ହେବ ନବକଳେବର। ସମ୍ପ୍ରସାରିତ ହେବ ରାଜଧାନୀ ଭୁବନେଶ୍ୱର। ସ୍ମାର୍ଟସିଟିକୁ ନୂଆ ରୂପ ଦେବା ପାଇଁ ରାଷ୍ଟ୍ରପତିଙ୍କ ସିଙ୍ଗାପୁର ଗସ୍ତ ସମୟରେ…

Big Breaking: ଗିଜର ମେସିନ ନେଲା ଜୀବନ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମିସ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର: ଗିଜର ମେସିନ ସାଜିଲା କାଳ। ନେଇଗଲା ବ୍ୟକ୍ତିଙ୍କ ଜୀବନ। ବାଲେଶ୍ୱରରେ ଘଟିଛି ଏପରି ଅଘଟଣ। ଗିଜର ମେସିନ ସଜାଡିବାକୁ ଆସି ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା। ତେବେ ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା…

ଅଜଣା ରୋଗ ଆତଙ୍କ, ମାସେ ଭିତରେ ୧୭ ଜଣଙ୍କର ମୃତ୍ୟୁ

ଜମ୍ମୁ-କାଶ୍ମୀର: ପୁଣି ଭୟ ବଢ଼ାଇଲାଣି ଅଜଣା ରୋଗ। ୪୪ ଦିନରେ ଗଲାଣି ୧୭ ଜଣଙ୍କର ଜୀବନ। କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ରାଜ୍ୟ ସରକାର। ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।…

ମାଘ ମାସରୁ ଗ୍ରୀଷ୍ମ ଅନୁଭୂତି, ଡ଼ରାଇଲାଣି ଖରା ତାତି

ଭୁବନେଶ୍ୱର: ମାଘ ମାସରୁ ରାଜ୍ୟରେ ଅନୁଭୂତ ହେଲାଣି ଖରା ତାତି। ବିଭିନ୍ନ ସ୍ଥାନରେ ବଢ଼ିଲାଣି ପାରଦ। ମାଘ ମାସରେ ବାଘ ଭଳି ଶୀତ ପରିବର୍ତ୍ତେ ଡରାଇଲାଣି ଗ୍ରୀଷ୍ମ ପ୍ରବାହ। ଯାହାକୁ ନେଇ ଚିନ୍ତାରେ ପଡିଲେଣି ଲୋକେ।…

ତିନି ମହଲାରୁ ଡ଼େଇଁ ପଡ଼ିଲେ ଛାତ୍ର, ଚାଲିଗଲା ଜୀବନ

ଆନ୍ଧ୍ରପ୍ରଦେଶ: ପୁଣି ଜୀବନ ହାରିଲେ ଆଉ ଜଣେ କଲେଜ ଛାତ୍ର। କ୍ଲାସରୁ ଆସିଲେ ତିନି ମହଲାରୁ ଡ଼େଇଁ ପଡ଼ିଲେ। କେହି କିଛି ବୁଝିବା ଆଗରୁ ପିଲାଟିର ପ୍ରାଣବାୟୁ ଉଡ଼ିଗଲା। ଆନ୍ଧ୍ରପ୍ରଦେଶର ଏକ ଘରୋଇ କଲେଜରେ ଏପରି ଘଟଣା…

ସତରେ ଛୁରା ମାଡ଼ ହୋଇଥିଲା ନା ଆକ୍ଟିଙ୍ଗ କରୁଥିଲେ, ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଲେ ମନ୍ତ୍ରୀ

ମହାରାଷ୍ଟ୍ର: ସୈଫଙ୍କ ସୁସ୍ଥତା ଉପରେ ପ୍ରଶ୍ନ ଉଠାଇଲେ ମହାରାଷ୍ଟ୍ର ମନ୍ତ୍ରୀ। ପ୍ରକୃତରେ ଆକ୍ରମଣରେ ଆହତ ହୋଇଥିଲେ ନା ଆକ୍ଟିଙ୍ଗ କରୁଥିଲେ ସୈଫ। ଯଦି ସତରେ ଆହତ ହୋଇଥିଲେ ଏତେ ଶୀଘ୍ର କିପରି ସୁସ୍ଥ ହେଲେ? ଏମିତି…

ଅଧିକ କ୍ରୋଧ ସାଜିପାରେ ବିପଜ୍ଜନକ, ଥରିଥାଏ ହାତ ଗୋଡ଼, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଓଡ଼ିଶା ଭାସ୍କର: ପରିସ୍ଥିତି ଅନୁଯାୟୀ ମନୁଷ୍ୟ ବିଭିନ୍ନ ଭାବନା ପ୍ରଦର୍ଶନ କରିଥାଏ । ଯେପରି ହସିବା, କାନ୍ଦିବା, ରାଗିବା ଇତ୍ୟାଦି । ସାଧାରଣତଃ ମନୁଷ୍ୟ କ୍ରୋଧିତ ହେଲେ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ…

ମୋ ବସ୍ କଲା ସିରିଜ୍ ଦୁର୍ଘଟଣା, ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଘଟଣ, ୪ ଆହତ

ଭୁବନେଶ୍ୱର: ରାଜଧାନୀରେ ମୋ ବସ୍ ଘଟାଇଲା ସିରିଜ୍ ଦୁର୍ଘଟଣା। ରାଜମହଲ- ମାଷ୍ଟରକ୍ୟାଣ୍ଟିନ୍ ଛକ ମଝିରେ ସିରିଜ୍ ଦୁର୍ଘଟଣା ଦେଖିବାକୁ ମିଳିଛି  । ମାମଲା କ’ଣ: ମୋ ବସକୁ ପଛ ପଟୁ ଆଉ ଏକ ବସ୍ ପିଟିଥିଲ।। ଫଳରେ ପଛରେ…

ନାକେଦମ୍ କରିଦେଇଛନ୍ତି କି ମୂଷା…ଚିନ୍ତା କରନ୍ତୁ ନାହିଁ, ଘରୁ ଘଉଡ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର: ଅଧିକାଂଶ ଘରେ ମୂଷାମାନେ ଉତ୍ପାତ କରିଥାନ୍ତିା ଘରେ ଥିବା ଲୁଗାପଟା ଠାରୁ ଆରମ୍ଭ କରି ଜରୁରୀ କାଗଜପତ୍ରଗୁଡ଼ିକୁ ଟୁକୁର ଟୁକୁର କରି ନଷ୍ଟ କରିଦିଅନ୍ତିା ମୂଷାଙ୍କ ଚଳପ୍ରଚଳ ଦ୍ୱାରା ଘରେ ଏକ ଅଜବ…