CHARIDHAM
Browsing Category

ଖବର

ଲିଭ୍ ଇନ୍ ରିଲେସନରେ ଥିବା ବିଧବା ମହିଳାଙ୍କୁ ହତ୍ୟା, ପ୍ରେମିକ ଫେରାର

ଉତ୍ତରପ୍ରଦେଶ: ପ୍ରେମ ନେଲା ଜୀବନ । ଉତ୍ତରପ୍ରଦେଶ ଗାଜିଆବାଦରେ ଘଟିଛି ଏହି ଘଟଣା । ଟ୍ରାନିକ ସିଟିର ଇଲାଇଚିପୁରରେ ଲିଭ୍ ଇନରେ ରହୁଥିବା ବିଧବା ମହିଳାଙ୍କୁ ହତ୍ୟା । ଆଉ ଏହି ହତ୍ୟା କରିଛି ପ୍ରେମିକ । ଯାହା ସାଙ୍ଗରେ…

ଆତଙ୍କୀ ଡ଼ରାଇପାରିବେନି ଅମରନାଥ ଯାତ୍ରାକୁ, ସୁରକ୍ଷାକୁ ନେଇ ସରକାରଙ୍କ ନୂଆଁ ପ୍ଲାନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରର ପହଲଗାମରେ ଏବେ ବି ଭୟର ବାତାବରଣ ରହିଛି। ଆତଙ୍କୀ ହମଲା ପରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ତଥାପି, ଲୋକଙ୍କ ମନରେ ଏକ ଭୟ ରହିଛି,…

ପହଲଗାମ୍ ଆକ୍ରମଣ, କାଶ୍ମୀର ଖାଁ ଖାଁ, ପର୍ଯ୍ୟଟନ କ୍ଷେତ୍ର ଉପରେ ବଡ଼ ପ୍ରଭାବ

ପହଲଗାମ୍: ସବୁଠି ଖାଁ ଖାଁ। ଯେଉଁଠି ଦୁଇ ଦିନ ତଳେ ପର୍ଯ୍ୟଟକଙ୍କ ଗହଳି ଲାଗିଥିଲା। ଆଜି ସେହି ସ୍ଥାନ ପୁରା ଶୂନ ଶାନ। ଯେଉଁ ସ୍ଥାନରେ ଦୋକାନମାନଙ୍କରେ ଭିଡ଼ ଲାଗୁଥିଲା, ସେହି ଦୋକାନରେ ଏବେ କବାଟ ବନ୍ଦ। ହଁ…

ପହଲଗାମ୍ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ, ରାୟପୁରରେ ପହଞ୍ଚିଲା ମରଶରୀର

ବଲାଙ୍ଗୀର: ପହଲଗାମ ଆତଙ୍କୀ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେ ହେଉଛନ୍ତି ଦିନେଶ ଅଗ୍ରୱାଲ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ…

ଆହୁରି ବଢ଼ିବ ଖରା, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦିନ ଯେତେ ବଢୁଛି ତାତି ସେତେ ବଢୁଛି। ସକାଳ ୭ରୁ ଅନୁଭୂତ ହେଉଛି ଟାଣ ଖରା। ସେପଟେ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ, ଆଜି ପାଇଁ ୧୧ ଜିଲ୍ଲାକୁ ସତର୍କ କରିଛି ପାଣିପାଗ…

BREAKING: ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳିକା ଭଉଣୀଙ୍କ ଜୀବନ

ଭଦ୍ରକ: ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ। ଭଦ୍ରକ ବାସୁଦେବପୁରରେ କଶିଆ ସାମୁଦ୍ରିକ ଥାନ ସାନକୃଷ୍ଣପୁର ମଳିକ ସାହିରେ ଘଟିଛି ଏହି ଅଘଟଣ। ହସ୍ପିଟାଲରେ ଦୁଇ ଭଉଣୀଙ୍କୁ ମୃତ ଘୋଷଣା କଲେ ଡାକ୍ତର।…

BREAKING: ଦ୍ୱିତୀୟ ବିବାହ କରିବା ପାଇଁ ୬ ବର୍ଷର ପୁଅକୁ ମାରି ପୋଖରୀରେ ଫିଙ୍ଗିଦେଲା ବାପା !

ଯାଜପୁର: ପୁଅର ହତ୍ୟାକାରୀ ବାପା। ଅତି ନିର୍ଦୟ ଭାବରେ ୬ ବର୍ଷର ନାବାଳକକୁ ମାରି ଗାଁ ପାଖ ପଥର ଖାଦାନରେ ଥିବା ପୋଖରୀରେ ମାରି ଫୋପାଡି ଦେଇଛି ଜନ୍ମ କଲା ବାପା। ଆଉ ମାରିବାର କାରଣ ହେଉଛି ଦ୍ୱିତୀୟ ବିବାହ କରିବାର…

ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭିଡିଓରେ ରଖିଲା ସଫେଇ

ନୂଆଦିଲ୍ଲୀ: ପହଲଗାମ ଆତଙ୍କି ଆକ୍ରମଣରେ ବିରୋଧରେ କି ପ୍ରକାର କଠୋର ପଦକ୍ଷେପ ନେଇପାରେ ଭାରତ, ଏହା ଭାବି ଭାବି ଡରରେ ଥରିଲେଣି ପାକିସ୍ତାନରେ ଥିବା ଆତଙ୍କବାଦୀ ଓ ପାକ୍ ସରକାର। ଏହାରି ଭିତରେ ପହଲଗାମରେ ଆତଙ୍କ…

ଭାରତର ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନ ସୋସିଆଲ ମିଡିଆ ଭାରତରେ ବ୍ୟାନ୍

ନୂଆଦିଲ୍ଲୀ: ପାକିସ୍ତାନକୁ ବଡ଼ ଝଟକା। ପହଲଗାମ୍ ଆତଙ୍କୀ ହମଲା ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ପାକିସ୍ତାନ ସହ ଗୋଟେ ପରେ ଗୋଟେ ସମ୍ପର୍କ କାଟୁଛନ୍ତି ଭାରତ ସରକାର। ଗତକାଲି ପାକିସ୍ତାନ ସହ ସିନ୍ଧୁ ଜଳ…

୯ ବର୍ଷର କୁନି ପୁଅ, ଖଇ-କୋଉଡ଼ି ବିଞ୍ଚି, ବାପା ପ୍ରଶାନ୍ତଙ୍କୁ ଦେଲେ ଅନ୍ତିମ ବିଦାୟ

ବାଲେଶ୍ୱର: କି ହୃଦୟ ବିଦାରକ ଦୃଶ୍ୟ। କାହାରି ଆଖିରେ ଲୁହ ରହୁନି। ସମସ୍ତଙ୍କ ଛାତି ଫାଟିଯାଉଛି। ପ୍ରଶାନ୍ତଙ୍କ ସ୍ତ୍ରୀ ଯେପରି ଏକ ପ୍ରକାର ପାଗେଳି ହୋଇଗଲାଣି। କ'ଣ କହୁଛି କ'ଣ କରୁଛି କିଛି ଜାଣିପାରୁନି। ଖାଲି…