Browsing Category

ଖବର

ସ୍ତ୍ରୀର ଜ୍ୱାଳା ସହିପାରିଲାନି ସ୍ୱାମୀ, ଛାଡ଼ପତ୍ର ପାଇଁ ମାଗୁଥିଲା ୨୦ ଲକ୍ଷ, ଜୀବନ ଦେଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ତ୍ରୀ କଲା ହଇରାଣ, ଜୀବନ ଦେଇଦେଲା ସ୍ୱାମୀ। ଉତ୍ତରପ୍ରଦେଶ ବୁଲନ୍ଦସହରରେ ସ୍ତ୍ରୀ ଠାରୁ ହଇରାଣ ହୋଇ ଆତ୍ମହତ୍ୟା କଲା ସ୍ୱାମୀ। ମୃତକ ଅଙ୍କିତ ଗୋଏଲ ଡିପ୍ଟିଗଞ୍ଜର ବାସିନ୍ଦା। ବୁଲେନ୍ଦସହରର…

ମଦ ନିଶା ବୁଡ଼ାଇଦେଲା ଭେଳା, ଚୋରି କରି ବେଡରେ ଶୋଇପଡ଼ିଲା ଚୋର, ସକାଳୁ ଉତ୍ତମ ମଧ୍ୟରେ ଭାଙ୍ଗିଲା ନିଦ

ଉତ୍ତରପ୍ରଦେଶ: ବିଚିତ୍ର ଚୋର। ଉତ୍ତରପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି ବିଚିତ୍ର ଚୋର। ଶନିବାର ଦିନ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର। ନିଶାରେ ଚୁର ଥିଲା ଚୋର। ନିଶାରେ ଚୋରି କରିବା ପରେ ଫେରାର ହେବା…

ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଉପହାର, ‘ଲାଡ଼ଲି ବହନା ଯୋଜନା’ରେ ମହିଳାଙ୍କ ଖାତାକୁ ଆସିବ ୧୫ଶହ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ‘ଲାଡ଼ଲି ବହନା’ ଯୋଜନାର ୧.୨୭ କୋଟି ହିତାଧିକାରୀଙ୍କୁ ରକ୍ଷା…

ରେଷ୍ଟୁରାଣ୍ଟ ବିଲ୍ ନଦେବାକୁ ଡ୍ରାମା, ଭେଜ ଥାଳିରେ ପକାଇଲେ ହାଡ଼… ସିସିଟିଭିରୁ ଜଣାପଡ଼ିଗଲା ସତ

ଉତ୍ତରପ୍ରଦେଶ: ରେଷ୍ଟୁରାଣ୍ଟରେ ହାଇଡ୍ରାମା। ବିଲ୍ ଅଧିକ ହେଲା ବୋଲି ଭିନ୍ନ ନାଟକ ରଚିଲେ ଯୁବକ। ନିରାମିଷ ଥାଳିରେ ଆମିଂଷ ପକାଇ ଯୁବକ କଲେ ହଙ୍ଗାମା। ଶ୍ରାବଣ ମାସରେ ଧର୍ମ ନଷ୍ଟ ହୋଇଗଲା କହି ଯୁବକ କରୁଥିଲେ ନାଟକ।…

ବିଦେଶ ଯାତ୍ରା ନିଶା, ୧୦ ବର୍ଷର ପୁଅକୁ ବିମାନବନ୍ଦରରେ ଛାଡ଼ି, ବୁଲିବାକୁ ଚାଲିଗଲେ ବାପା, ମା’

ସ୍ପେନ: ବୁଲିବା ହେଲା ବଡ଼। ପିଲା ହେଲା ପଛ। ପିଲାକୁ ବିମାନବନ୍ଦରରେ ଛାଡ଼ି ବାପା, ମା’ ପଳାଇଲେ ବିଦେଶ। ସ୍ପେନର ବାର୍ସିଲୋନାରେ, ବାପାମାଆ ସେମାନଙ୍କର ୧୦ ବର୍ଷର ପିଲାକୁ ବିମାନବନ୍ଦରରେ ଛାଡି ଛୁଟି କାଟିବାକୁ…

ମହିଳା ସାଂସଦଙ୍କୁ ବି ଛାଡ଼ିଲେନି, ସର୍ବସମ୍ମୁଖରେ ଟାଣି ନେଲେ ସୁନା ଚେନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମାତିଛନ୍ତି ଲୁଟେରା। ସାଧାରଣ ଲୋକ ଠୁ ଆରମ୍ଭ କରି ନେତା ସାଂସଦ ମଧ୍ୟ ଏଠାରେ ନାହାଁନ୍ତି ସୁରକ୍ଷିତ। ଦିଲ୍ଲୀର ଭିଆଇପି ଏରିଆରେ ହୋଇଛି ଲୁଟ୍‌। ଲୁଟେରାଙ୍କ ଆତଙ୍କ ଏତେ ମାତ୍ରାରେ…

ଭାରତ-ରୁଷ ବନ୍ଧୁତା ଦେଖି ଟ୍ରମ୍ପ ବିଚଳିତ, ମୋଦୀଙ୍କ ବଡ଼ ଘୋଷଣା!

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଧମକକୁ ଖାତିର କଲେନି ମୋଦୀ। ରୁଷରୁ ତେଲ କିଣିବା ରହିବ ଜାରି। ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତିଙ୍କୁ ଏକ କଡ଼ା ବାର୍ତ୍ତା…

BREAKING: ସମ୍ପତ୍ତି ଲୋଭରେ ଅନ୍ଧ, ଦିବ୍ୟାଙ୍ଗ ପୁଅକୁ ପିଟିପିଟି ରକ୍ତାକ୍ତ କଲେ ବାପା-ମା’

ବାଲେଶ୍ୱର: ସମ୍ପତ୍ତି ଲୋଭ କଲା ବାଇଆ। ଦିବ୍ୟାଙ୍ଗ ପୁଅକୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲେ ସାବତ ମା’, ବାପା। ନୀଳଗିରି ଶ୍ୟାମସୁନ୍ଦରପୁର ମହାଳିକା ସାହିରେ ଅମଣିଷ ପାଲଟିଲେ ସାବତ ମା’, ବାପା। ସମ୍ପତ୍ତି…

ମିଳିଲା ପରିଚୟ, ପହଲଗାମରେ ହମଲା କରିଥିବା ଆତଙ୍କବାଦୀ ପାକିସ୍ତାନର

ଜମ୍ମୁକାଶ୍ମୀର: ସାମ୍ନାକୁ ଆସିଲା ବଡ଼ ସତ। ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସମ୍ପର୍କରେ ବଡ଼ ଖୁଲାସା। ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀ ପାକିସ୍ତାନୀ ବୋଲି ମିଳିଲା ପ୍ରମାଣ। ଏମାନେ…

କଳିଯୁଗର କୃଷ୍ଣ-ବାସୁଦେବ, ଛାତିଏ ପାଣିରେ ମୁଣ୍ଡରେ କୁନି ପୁଅକୁ ଧରି ପାର ହେଲା ବାପା (video viral)

ଉତ୍ତରପ୍ରଦେଶ: ଦ୍ୱାପର ଯୁଗରେ କଂସ କବଳରୁ କୃଷ୍ଣଙ୍କୁ ବଞ୍ଚାଇବାକୁ ବର୍ଷା ରାତିରେ ଯମୁନା ନଦୀ ପାର କରି ଗୋପପୁରରେ ପହଞ୍ଚିଥିଲେ। ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଦେବାକୁ ଯମୁନା ନଦୀର ଅକାତ କାତ ପାଣିରେ କୃଷ୍ଣଙ୍କୁ…