CHARIDHAM
Browsing Category

ଖବର

(ଭିଡିଓ ଭାଇରାଲ) ଗାଡ଼ିରୁ ଓହ୍ଲାଇ ଆମ୍ବୁଲାନ୍ସକୁ ବାଟ କଢ଼ାଇଲେ ବର

ନୂଆଦିଲ୍ଲୀ: ବାରତ ଯାଉଥିଲା, ରୋଡ୍ ଜାମ୍ ଥିଲା ଏତିକି ବେଳେ ଆମ୍ବୁଲାନ୍ସ ଆସିଲା। ଗାଡ଼ିରେ ବସିଥିବା ବର ବାହାରକୁ ବାହାରି ଆମ୍ବୁଲାନ୍ସଙ୍କୁ କଢ଼ାଇ ନେଇଥିଲେ ବାଟ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

BREAKING: ଆତଙ୍କୀ ହମଲାକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀରର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ…

BREAKING: ପହଲଗାମରେ ଆତଙ୍କୀ ଆକ୍ରମଣ, ହେଲ୍ଫ ଲାଇନ୍ ନମ୍ବର ଜାରି

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପହଲଗ୍ରାମରେ ଆତଙ୍କୀ ଆକ୍ରମଣ ଘଟଣା। ହେଲ୍ଫ ଲାଇନ୍ ନମ୍ବର ଜାରି କଲା ଅନନ୍ତନାଗ ପୋଲିସ୍‌। ହେଲଫ ଲାଇନ୍ ନମ୍ବର ୯୫୯୬୭୭୭୬୬୯/୦୧୯୩୨୨୨୫୮୭୦ ଯଦି କେହି ସମ୍ପର୍କୀୟଙ୍କ ସୂଚନା ପାଇବାକୁ…

BREAKING: ପହଲଗ୍ରାମରେ ଆତଙ୍କୀ ଆକ୍ରମଣ ଘଟଣା, ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପହଲଗ୍ରାମରେ ଆତଙ୍କୀ ଆକ୍ରମଣ ଘଟଣା। ଏହି ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଆତଙ୍କୀ ଆକ୍ରମଣ ସମୟରେ କିଛି ଓଡ଼ିଆ ଥିବା ସୂଚନା ରହିଛି। ଆତଙ୍କ ଆକ୍ରମଣରେ ପ୍ରଥମେ…

BREAKING: ନାବାଳକ ମୁହଁରେ ଅପହରଣ କାହାଣୀ, ମତେ ଟ୍ୟୁସନ ସାର ନେଇ ଯାଇଥିଲେ…

ଭୁବନେଶ୍ୱର: ଅପହରଣକାରୀଙ୍କ ଠାରୁ ଉଦ୍ଧାର ହେବା ପରେ ନାବାଳକ କହିଲେ ଅପହରଣର କାହାଣୀ। ୧୦ଟା ବେଳେ ମୁଁ ସ୍କୁଲକୁ ଆସୁଥିଲି, ବାଟରେ ଟ୍ୟୁସନ୍ ସାର ମତେ ଅଟକାଇ ନେଇଗଲେ। ଦେହ ଖରାପ ଥିଲା, ଡାକ୍ତର ପାଖକୁ କହି ନେଇ…

BREAKING: ତାତିରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡ଼ା ସହର

ଭୁବନେଶ୍ୱର: ଝାରସୁଗୁଡ଼ାରେ ପାରଦ ଉପରମୁହାଁ। ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି ଝାରସୁଗୁଡ଼ା ସହର। ଆଜି ଝାରସୁଗୁଡ଼ାରେ ୪୬. ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ…

BREAKING: ଅପ୍ରାକୃତି ଯୌନ ନିର୍ଯାତନା ନେଇଗଲା ନାବାଳକ ଜୀବନ

ପୁରୀ: ଅପ୍ରାକୃତିକ ଯୌନ ସମ୍ପର୍କ ନେଲା ଜୀବନ। ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ ନେଇ ଏଭଳି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି। ଏଯାବତ ପ୍ରଭାକର ସାହୁ ଏକମାତ୍ର ଅଭିଯୁକ୍ତ ବୋଲି ଜଣାପଡ଼ିଛି ବୋଲି କହିଛନ୍ତି ପୁରୀ…

ଆଗାମୀ ୫ ଦିନ ସିଝିବ ଓଡ଼ିଶା, ସିଭିୟର ହିଟ୍‌ୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ତତଲା ଟାୱାରେ ଭାଜି ହେଉଛି ସାରା ରାଜ୍ୟ। ଆହୁରି ୫ ଦିନ ଆକାଶରୁ ହେବ ନିଆଁ ବର୍ଷା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି। ୨୬ ତାରିଖ ଯାଏଁ ଜଳିବ ପଶ୍ଚିମ…

BREAKING: ଗର୍ଭବତୀ ସ୍ତ୍ରୀ ହତ୍ୟା! ୩ ଦିନ ହେବ ପଡ଼ି ରହିଛି ମୃତଦେହ, ସ୍ୱାମୀ ଫେରାର

କୋରାପୁଟ: ଗର୍ଭବତୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ। କୋରାପୁଟ ଲକ୍ଷ୍ମୀପୁର ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

(ଭିଡିଓ ଭାଇରାଲ) ବାହା ହେଲା ପରେ ବି ଗଲାନି ପ୍ରେମ ନିଶା, ‘ଧନ’କୁ ଲୁଚାଇଲେ ଟ୍ରଙ୍କରେ

ଆଗ୍ରା: ସ୍ୱାମୀ ଥିଲେ ବାହାରେ, ରାତି ଅଧରେ ମହିଳା ଜଣଙ୍କ ପ୍ରେମିକକୁ ଡାକିଥିଲେ ନିଜ ଶଶୁର ଘରକୁ। ଘର ଲୋକଙ୍କୁ ଡରି ପ୍ରେମିକଙ୍କୁ ଟ୍ରଙ୍କରେ ଲୁଚାଇଥିଲେ ମହିଳା। ଶଶୁର ଘର ଲୋକ ଜାଣି ରାତି ଅଧରେ ଖୋଲିଦେଲେ ଟ୍ରଙ୍କ।…