Browsing Category
ଖବର
ଆଶା ଭୋସଲେଙ୍କ ସାନ ପୁଅ ଅନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଚାଲିଛି ଚିକିତ୍ସା
ନୂଆଦିଲ୍ଲୀ: ବଲିଉଡର ସୁନାମଧନ୍ୟା କଣ୍ଠ ଶିଳ୍ପୀ ଆଶା ଭୋଁସଲେ ପୁଅ ଆନନ୍ଦଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘତ। ଦୁବାଇକ ଏକ ହସ୍ପିଟାଲରେ ଆଇସିୟୁରେ ହେଲେ ଭର୍ତ୍ତି। ତେବେ ଆନନ୍ଦଙ୍କ କିଛି ଦିନ ହେବ ସ୍ୱାସ୍ଥ୍ୟ ଖରାପ…
ଅପରାହ୍ନ ପରେ ଆଂଶିକ ମେଘୁଆ ରହିବ ପାଗ, କାଳବୈଶାଖୀ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଓ…
କମ୍ ବୟସରେ ବଡ଼ ସଫଳତା: କୋରିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ ଅନୁଷ୍କା ସେନ୍
ମୁମ୍ବାଇ: କମ୍ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଲୋୟର୍ସ ସଂଖ୍ୟା ୩୪ ମିଲିୟନ୍ରୁ ବି ଅଧିକ । ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ…
ବ୍ଲାକ୍ ସି’ରେ ବଡ ଧରଣ ବିସ୍ଫୋରଣ, ଧ୍ୱଂସ ହୋଇଗଲା ରୁଷ୍ର ଯୁଦ୍ଧପୋତ, ସୁରକ୍ଷିତ ଉଦ୍ଧାର ହେଲେ କର୍ମଚାରୀ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ୫୦ ଦିନ ପାରକରିସାରିଛି । ଏହାରି ମଧ୍ୟରେ ଅନେକ ଘନଘଟ୍ଟାର ସାମ୍ନା କରିସାରିଲେଣି ଦୁଇ ଦେଶ । ତେବେ ବ୍ଲାକ୍ ସି ମଧ୍ୟରେ ବଡ଼ ଧରଣର ବିସ୍ଫୋରଣ ଘଟିବାରୁ ଋଷର ଏକ ବିଶାଳ…
ବଣ ଭୋଜିରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ନୋଟିସ୍ ଜାରି
କଟକ (ଭାସ୍କର ନ୍ୟୁଜ୍): ବଣଭୋଜିରେ ଛାତ୍ର କରଣ ପଟ୍ଟନାୟକ(୧୮)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ମୃତ ଛାତ୍ରଙ୍କ ମା…
ମାଆ ସାଜିଲା ପିଶାଚୀ: ୩ ବର୍ଷର ପୁଅ ବେକ କାଟିଦେଲା ମାରିଦେଲା, ମଦ ନିଶାରେ ହତ୍ୟା କରିଥିବା ନେଇ ଚର୍ଚ୍ଚା
କୋରାପୁଟ, (ଭାସ୍କର ନ୍ୟୁଜ୍): ପିଶାଚୀ ମାଆର ବର୍ବର କାଣ୍ଡ । ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେହି ରକ୍ତ ନିଗାଡ଼ି ଶେଷରେ ଜୀବନ ନେଇଗଲା । ଧାରୁଆ ଅସ୍ତ୍ରରେ ୩ ବର୍ଷର ଶିଶୁ ପୁତ୍ରର ବେକ କାଟି ହତ୍ୟାକଲା । ଏପରି ଏକ…
ଝାମୁଯାତ୍ରାରେ ବଡ଼ ବିଭ୍ରାଟ, ଯାତ୍ରା ପାଇଁ ପ୍ରସ୍ତୁତି ବେଳେ ଟଳି ପଡିଲେ କାଳେସୀ, ଗାଁରେ ଖେଳିଗଲା ଦୁଃଖର ଛାୟା
ନିମାପଡ଼ା (ଭାସ୍କର ନ୍ୟୁଜ୍): ପଣାଯାତ୍ରା ଆରମ୍ଭ ହେବା ପୂର୍ବରୁ ଟଳି ପଡ଼ିଲେ କାଳେସି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଳଙ୍ଗା ଥାନା ଅନ୍ତର୍ଗତ ଉଚ୍ଛୁୁର ବଧି ଗ୍ରାମରେ । ମୃତ କାଳେସୀ ଜଣକ ହେଉଛନ୍ତି…
ନିତି ଆୟୋଗ ପକ୍ଷରୁ ଆକାଂକ୍ଷୀ ଜିଲ୍ଲା ତାଲିକା ପ୍ରକାଶ, ତୃତୀୟ ସ୍ଥାନରେ ମାଲକାନଗିରି
ନୂଆଦିଲ୍ଲୀ,: ନିତି ଆୟୋଗ ପକ୍ଷରୁ ଦେଶର ଆକାଂକ୍ଷୀ ଜିଲ୍ଳା ଗୁଡ଼ିକର ତାଲିକା ପ୍ରକାଶିତ ହୋଇଛି । ନିତି ଆୟୋଗର ୱେବ୍ସାଇଟ୍ରେ ଏହିସବୁ ଜିଲ୍ଲାର ନାମ ସ୍ଥାନୀତ ହୋଇଛି । ତେବେ ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ…
ଫୁଡ୍ ଡେଲିଭରି ରେସ୍ରେ ‘ଓଲା’, ଏଣିକି ମାତ୍ର ୧୦ ମିନିଟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ଖାଦ୍ୟ
ନୂଆଦିଲ୍ଲୀ: ଦେଶରେ ପ୍ରମୁଖ ଫୁଡ୍ ଡେଲିଭରି ଆପ୍ ସ୍ୱିଗି ଏବଂ ଜୋମାଟୋ ପରେ ଏବେ ‘ଓଲା’ ଏହି ରେସରେ ଜୋଡିହୋଇଛି । ‘ଓଲା’ ଗୋଟିଏ ଅର୍ଡରରେ ଗ୍ରାହକଙ୍କ ଘରେ ଆସି ମନ ପସନ୍ଦର ଖାଦ୍ୟ ପହଞ୍ଚାଇ ଦେଉଛି । କିନ୍ତୁ ଓଲାର…
ଏପ୍ରିଲ ୧୬ରୁ ପ୍ରତି ଶନିବାର ଓ ରବିବାର ଖୋଲିବ ଏମ୍ସ ଓପିଡି ଖୋଲା, ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଚାଲିବ ଚିକିତ୍ସା
ବାଲେଶ୍ୱର, (ଭାସ୍କର ନ୍ୟୁଜ): ଆସନ୍ତା ୧୬ତାରିଖରୁ ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଖୋଲିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ସପ୍ତାହର ଶନିବାର ଓ ରବିବାର ଏହା ଖୋଲା ରହିବ । ସକାଳ ୮ଟାରୁ…