Browsing Category
ଖବର
କାନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣାରେ ଚାଲିଗଲା ୨୪ ଭକ୍ତଙ୍କ ଜୀବନ…
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ ନରବର ଥାନା ଅଧୀନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ବକେବରରୁ ଦୁଇ ଡର୍ଜନରୁ ଅଧିକ ଲୋକ ଦର୍ଶନ ସାରି ଏକ ଟ୍ରାକ୍ଟରରେ ଫେରୁଥିବା ସମୟରେ ରାସ୍ତାରେ ଟ୍ରାକ୍ଟର…
ଦେଶରେ କମିଛି ବେକାରି ହାର: ସେପ୍ଟେମ୍ବରରେ ୬.୪୩ ପ୍ରତିଶତକୁ ଖସିଲା…
ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଭାବରେ ହ୍ରାସ ପାଉଛି ବେକାରି । ସେଣ୍ଟ୍ରର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମୀ (CMIE) ର ତଥ୍ୟ ଅନୂଯାୟୀ ଭାରତରେ ଅଗଷ୍ଟ ମାସରେ ବେକାରି ପ୍ରତିଶତ ୮.୩ ପ୍ରତିଶତ ଥିଲା ଯାହା ସେପ୍ଟେମ୍ବରରେ…
ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ମିଳିଲା ଦେଶର ସଚ୍ଛ ସହରର ମାନ୍ୟତା…
ନୂଆଦିଲ୍ଲୀ: କେନ୍ଦ୍ରର ବାର୍ଷିକ ସର୍ବେକ୍ଷଣରେ ଇନ୍ଦୋରକୁ ଲଗାତାର ଷଷ୍ଠ ଥର ସବୁଠୁ ସ୍ୱଚ୍ଛ ସହର ଭାବରେ ବଛାଯାଇଛି । ଏହାପରେ ସୁରତ ଦ୍ୱିତୀୟ ସ୍ଥାନରେ ଏବଂ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ଶନିବାର ସବୁଠୁ ସ୍ୱଚ୍ଛ…
5G, ସ୍ପିଡ ସହ ବଢ଼ିବ ବିପଦ: ସାଇବର ସିକ୍ୟୁରିଟିକୁ ନେଇ ୟୁଜର୍ସଙ୍କୁ ହେବାକୁ ପଡ଼ିବ ଅଧିକ ସତର୍କ
ନୂଆଦିଲ୍ଲୀ: ଭାରତରେ ଆଜିଠାରୁ ୫ଜି ଯୁଗର ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀ ପ୍ରଗତି ମଇଦାନରେ ଭାରତୀୟ ମୋବାଇଲ୍ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୩…
ଭଡ଼ାରେ ମିଳୁଛି ଜେଲ ରୁମ୍: ରହିଲେ ହେବ ଗ୍ରହ ଖଣ୍ଡନ…
ଲୋକମାନେ ଜ୍ୟୋତିର୍ବିଦ୍ କିମ୍ବା ପୂଜକଙ୍କ ଠାରୁ ବିବାହ, ଚାକିରି, ଉଚ୍ଚଶିକ୍ଷା କିମ୍ବା ଲକ୍ଷ୍ୟ ହାସଲ ପାଇଁ ଏବଂ ଜୀବନରେ ସଫଳ ହେବା ପାଇଁ ପରାମର୍ଶ ନେଇଥାନ୍ତି । ଅନେକ ସମୟରେ ଲୋକମାନେ ରିଷ୍ଠଖଣ୍ଡନ ପାଇଁ ବିଭିନ୍ନ…
ବିଜୁଳି ଚୋରି ଉପରେ ଟେକ୍ନୋଲୋଜୀ ଲଗାଇବ ଲଗାମ: କ୍ୱାଲକମ୍ ଆଣିଲା ସମାଧାନ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିଲ୍ଲୀରେ ଷଷ୍ଠ ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ପ୍ରଗତି ମଇଦାନରେ ଆୟୋଜିତ ପ୍ରଦର୍ଶନୀର ପରିଦର୍ଶନ କରିଥିଲେ ଏବଂ ଭିନ୍ନ ଭିନ୍ନ…
ସେପ୍ଟେମ୍ବରରେ GST କଲେକ୍ସନ ୧.୪ ଲକ୍ଷ କୋଟି: ଲଗାତାର ୭ମ ମାସ ପାଇଁ ରେକର୍ଡ ସଂଗ୍ରହ
ନୂଆଦିଲ୍ଲୀ: ମହମାରୀ ପ୍ରଭାବରୁ ବାହାରିବା ପରେ ସରକାରଙ୍କ ଆୟରେ ସ୍ଥିରତା ଦେଖିବାକୁ ମିଳିଛି । ସେପ୍ଟେମ୍ବରରେ ଲଗାତାର ୭ମ ମାସରେ ଜିଏସଟି ସଂଗ୍ରହ (GST Collection)୧.୪ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଅର୍ଥ…
‘ଅଦାଲତ ପ୍ରଚାର କରିବାର ମାଧ୍ୟମ ନୁହେଁ’: ଇଭିଏମ ସମ୍ବନ୍ଧୀୟ ଯାଚିକା ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଏକ ରାଜନୀତିକ ଦଳ ତରଫରୁ ଦାୟର ହୋଇଥିବା ଇଭିଏମ ସମ୍ବନ୍ଧୀୟ ଯାଚିକାକୁ ଖାରଜ କରିବା ସହ କଡ଼ା ଟିପ୍ପଣୀ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଦାଲତ ଏଭଳି ସ୍ଥାନ ନୁର୍ହେ…
‘ମୋ ପତ୍ନୀ ମହିଳା ନୁହେଁ’: ସ୍ତ୍ରୀଙ୍କ ବିରୋଧରେ ଠକାମୀ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଗଲେ ସ୍ୱାମୀ…
ଭୋପାଳ: ମଧ୍ୟପ୍ରଦେଶ ଗ୍ୱାଲିୟରର ଜଣେ ଯୁବକ ବୁଝାମଣାକୁ ନେଇ ଏବେ ସୁପ୍ରମକୋର୍ଟଙ୍କ ଶରଣ ନେବାକୁ ପଡ଼ିଥିଲା । ଯୁବକଙ୍କ କହିବା ଅନୂଯାୟୀ ତାଙ୍କ ପତ୍ନୀ ମହିଳା ନୁହେଁ ପୁରୁଷ । ଯେତେବେଳେକି ମହିଳା ନିଜ ଶପଥ ପତ୍ରରେ…
୪ ରୁ ୩ ଥର ପାସ୍ କରିଥିଲେ UPSC ପରୀକ୍ଷା: ହିନ୍ଦୀ ମିଡିୟମରେ ଟପ୍ କରିଥିଲେ ଚାଷୀ ପୁଅ
ନୂଆଦିଲ୍ଳୀ: ଆଇଏଏସ ଅଧିକାରୀ ରବି କୁମାର ସିହାଗଙ୍କ ସଫଳତାର କାହାଣୀ ଆଶାୟୀଙ୍କୁ ଜାଣିବା ଦରକାର । କାରଣ ତାଙ୍କ ଜୀବନ ସହ ଜଡ଼ିତ କାହାଣୀରୁ ଆପଣଙ୍କୁ ନିଶ୍ଚୟ ପ୍ରେରଣା ମିଳିବ । ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାର…