Browsing Category
ଖବର
୨ ବର୍ଷରେ ହେବ ଶକ୍ତି ପୀଠ କରିଡର: ପ୍ରଭାତୀ
ଭୁବନେଶ୍ୱର: ରାଜ୍ୟର ଶକ୍ତି ପୀଠକୁ ନେଇ ନିର୍ମାଣ ହେବ ଶକ୍ତି ପୀଠ କରିଡର୍। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାରାତାରିଣୀ, ବିରଜା, ଉଗ୍ରତାରା ପୀଠକୁ ନେଇ ହୋଇଛି ଏହି ଯୋଜନା।
ଏହା ସହ ଭଗବତୀ,…
ପ୍ରତିଶୋଧର ନିଶା, ଶତ୍ରୁକୁ ମାରିବାକୁ ପାଲଟିଯାଆନ୍ତି ରାକ୍ଷାସ
ନୂଆଦିଲ୍ଲୀ: ନରଭକ୍ଷୀଙ୍କ କାହାଣୀ ସମସ୍ତେ ଶୁଣିଥିବେ। ଯେଉଁମାନେ ଲୋକଙ୍କୁ ମାରି ଖାଇ ଦିଅନ୍ତି। ଏସବୁକୁ ନେଇ ଅନେକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଛି। ହେଲେ ତୁମେ କଳ୍ପନା କରିପାରିବ କି ଜଣେ ବ୍ୟକ୍ତି ଜଣଙ୍କୁ ହତ୍ୟା…
ଘାରିଛି ରିଲ୍ସ ନିଶା… ଭ୍ୟୁଜ୍ ପାଇଁ ଜୀବନକୁ ନାହିଁ ଖାତିର
ଉତ୍ତରପ୍ରଦେଶ: ଆଜିକାଲି ଯୁବପୀଢିଙ୍କୁ ଘାରିଛି ରିଲ୍ସ ନିଶା। କିଛିଟା ଭ୍ୟୁ ପାଇଁ ଜୀବନକୁ ବାଜି ଲଗାଇ ରିଲ୍ସ କରୁଛନ୍ତି ଯୁବପିଢ଼ୀ। ବିପଦପୂର୍ଣ୍ଣ ପରିସ୍ଥିତିରେ ରିଲ୍ସ କରି ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡ।…
ମାସ ଶେଷ ସୁଦ୍ଧା ପୁରୀ ଶ୍ରୀମନ୍ଦିରରେ ଧାଡ଼ିି ଦର୍ଶନ
ପୁରୀ: ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବ୍ରହ୍ମପୁରରେ ତାରାତାରେଣୀ ଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ।
କହିଛନ୍ତି…
ପେଟ୍ରୋଲ-ଡିଜେଲ ପାଇଁ ଆମ ପକେଟରୁ କେତେ ଟିକସ ନିଅନ୍ତି ସରକାର
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ବୃଦ୍ଧି ବାରମ୍ବାର ଦେଖାଯାଉଛି। କେନ୍ଦ୍ର ସରକାର ଏଲପିଜି ଦର ୫୦ ଟଙ୍କା ବଢ଼ାଇଛନ୍ତି। ନୂଆ ଦର ଆଜିଠୁ ଲାଗୁ କରାଯାଇଛି। ସରକାରଙ୍କ ଦ୍ୱାରା ଏହା ଉପରେ ଉତ୍ପାଦ ଶୁଳ୍କ…
South East Central Railway Vacancy: ରେଳବାଇରେ ୧୦୦୭ ପଦବୀ ପାଇଁ ନିଯୁକ୍ତି, ଆରମ୍ଭ ହେଲାଣି ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଦଶମ ପାସ ଯୁବକ ଯୁବତୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି । ରେଳବାଇ ଶିକ୍ଷାର୍ଥୀ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଆଗ୍ରହୀ ଏବଂ…
ମ୍ୟାପରୁ ଲିଭି ଯିବ ବିଶ୍ୱର ସବୁଠାରୁ ଛୋଟ ଦେଶ, ଖାଇଯିବ ସମୁଦ୍ର
ନୂଆଦିଲ୍ଲୀ: ଆପଣ ମଧ୍ୟ ଭ୍ରମଣ କରିବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ଆପଣ ଏପର୍ଯ୍ୟନ୍ତ କେତେ ଦେଶ ଭ୍ରମଣ କରିସାରିଛନ୍ତି? କାରଣ ପ୍ରତ୍ୟେକ ଦେଶର ନିଜସ୍ୱ ବିଶେଷତ୍ୱ ଅଛି ।
କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ…
ୱାକଫ୍ ବିଲକୁ ନେଇ ବିଜେଡିରେ ତୁମ୍ବିତୋଫାନ
ଭୁବନେଶ୍ୱର: ୱାକଫ୍ ବିଲକୁ ନେଇ ବିଜେଡିରେ ତୁମ୍ବିତୋଫାନ। ବିଜେଡି ମୁଖିଆଙ୍କୁ ଭେଟୁଛନ୍ତି ବରିଷ୍ଠ ନେତା। ଅନଙ୍ଗ ଉଦୟ ସିଂହଦେବ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂ ଦେଓ ଏବଂ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଅଛନ୍ତି।…
ହୁତୁହୁତୁ ହୋଇ ଜଳିଗଲା ବ୍ୟାରିକେଡ୍
ପୁରୀ: ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛ ପଟରେ ଥିବା ବ୍ୟାରିକେଡ୍ରେ ହଠାତ୍ ଲାଗିଗଲା ନିଆଁ। ନିଆଁର ପ୍ରକୋପରେ ଲୁହା, ପ୍ଳାଷ୍ଟିକ ଓ କାଠରେ ତିଆରି ବ୍ୟାରିକେଡ ହୁତୁହତୁ ହୋଇ ଜଳିଗଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ…
ପ୍ରାଣ ହାରିଲେ ମହିଳା କନଷ୍ଟେବଳ!
ବାଲେଶ୍ୱର: ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ସହରରେ ଥିବା ପୋଲିସ ବାରାକ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କେଉଁ ପରିସ୍ଥିତିରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି କାରଣ ଅସ୍ପଷ୍ଟ ରହିଛି…