Browsing Category
ଖବର
IND vs ENG; ଜୟସ୍ୱାଲଙ୍କ ଦମଦାର ସେଞ୍ଚୁରୀ, ଇଂଲଣ୍ଡ ବୋଲରଙ୍କୁ ପିଆଇଲେ ପାଣି
ଇଂଲଣ୍ଡ: ଯଶସ୍ୱୀ ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ଏକ ଦମଦାର ସ୍କୋର ସହ ଆରମ୍ଭ କରିଛନ୍ତି। ଲିଡ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ସିରିଜର ପ୍ରଥମ ମ୍ୟାଚରେ, ଟିମ୍ ଇଣ୍ଡିଆ ଟସ୍…
ଫୁଲୁଛି ସୁବର୍ଣ୍ଣରେଖା, ସନ୍ଧ୍ୟା ୮ଟା ସୁଦ୍ଧା ପାର କଲା ବିପଦ ସଙ୍କେତ
ବସ୍ତା: ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ବିପଦ ସଙ୍କେତ ୧୦.୩୬ ମିଟର। ହେଲେ ସନ୍ଧ୍ୟା ୮ଟା ସୁଦ୍ଧା ଜଳସ୍ତର ୧୧ ମିଟରରେ ପହଞ୍ଚିଛି। ତେଣୁ ବାଲିଆପାଳ ବ୍ଲକର…
ଘନଉଛି ବନ୍ୟା ଆଶଙ୍କା, ବାଲେଶ୍ୱରରେ ଛୁଟି ବାତିଲ୍
ବାଲେଶ୍ୱର: ଘନଉଛି ବନ୍ୟା ଆଶଙ୍କା। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ସୁବର୍ଣ୍ଣରେଖା ନଦୀରେ ବଢୁଛି ଜଳସ୍ତର, ଚିନ୍ତାରେ ପ୍ରଶାସନ। ତେଣୁ ବାଲେଶ୍ୱରର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିବାକୁ…
ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ
ଓଡିଶା ଭାସ୍କର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ। ଯାଜପୁର ଜିଲ୍ଲାରେ ଏବେ 82 ରୋଗୀ ଚିକିତ୍ସାଧୀନ ହେଉଥିବାବେଳେ କେନ୍ଦୁଝର ଜିଲ୍ଲାରେ 34 ରୋଗୀ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟ ପ୍ରଭାବିତ ଜିଲ୍ଲା ଗୁଡିକରେ…
ଅସୁରକ୍ଷିତ ପୋଲିସ, ପନିକିରେ କନଷ୍ଟେବଲଙ୍କୁ ହାଣିଲା ଦୁର୍ବୃତ୍ତ
ବ୍ରହ୍ମପୁର: ପୋଲିସ ବି ଅସୁରକ୍ଷିତ। ଘର କଳି ସମାଧାନ କରିବାକୁ ଆସି ଆକ୍ରମଣର ଶିକାର ହେଲା ପୋଲିସ। ପୋଲିସ କନଷ୍ଟେବଲଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୋଲିସ…
ମରିବି ତ ଦିଅରଙ୍କ ସହିତ, ବଞ୍ଚିବି ତ ଦିଅରଙ୍କ ସହିତ, ନହେଲେ…
ଉତ୍ତରପ୍ରଦେଶ: ବଞ୍ଚିବି ତ ଦିଅରଙ୍କ ସହିତ, ମରିବି ତ ଦିଅରଙ୍କ ସହିତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ସୈଦପୁର କୋତୱାଲି ଅଞ୍ଚଳରେ। ଯେଉଁଠି ଜଣେ ମହିଳା ତାଙ୍କ ଦିଅରଙ୍କ ସହିତ…
କ୍ଲଷ୍ଟର ବୋମା କ’ଣ, ଇସ୍ରାଏଲ ଉପରେ ପ୍ରୟୋଗ କରିଛି ଇରାନ, ହେଲେ ୧୨୩ ଦେଶରେ ବ୍ୟାନ୍ ଏହି ବମ୍
ନୂଆଦିଲ୍ଲୀ: କ'ଣ ଏହି କ୍ଲଷ୍ଟର ବମ୍। ଯାହାକୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ହେଉଥିବା ଯୁଦ୍ଧରେ ବ୍ୟବହାର କରିଛି ଇରାନ। ଏହି ବୋମା ସାଧାରଣ ଲୋକଙ୍କ ପାଇଁ ବ୍ୟାପକ କ୍ଷତି ଘଟାଇଥାଏ ବୋଲି ଜଣାଶୁଣା
ଇସ୍ରାଏଲ ସେନା…
ହେ ଭଗବାନ! ଚାଲୁ ଚାଲୁ ବାହାରିଗଲା ବସ୍ ଚକା, ଅଳ୍ପକେ ବଞ୍ଚିଲେ 87 ଯାତ୍ରୀ
ତାମିଲନାଡୁ: ଅଳ୍ପକେ ବଞ୍ଚିଲା 87 ଲୋକଙ୍କ ଜୀବନ। ବସ ଚାଲୁଥିବା ସମୟରେ ବାହାରି ପଡିଲା ଚକା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ। ଏହି ଘଟଣାଟି ପୁରା ହଲିଉଡ୍ ଚଳଚ୍ଚିତ୍ର ପରି ହୋଇଛି।
ଏଥିରେ…
ଓଡ଼ିଶା ଆସିଲେ, ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରି ଫେରିଗଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶା ଆସିଲେ ଆଉ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ଚାଲିଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ସରକାର ଅର୍ଥାତ୍ ବିଜେଡି ସରକାର ଅମଳରେ ରାଜ୍ୟରେ କିପ୍ରକାର ଉନ୍ନତ୍ତି ହୋଇଛି ଆଉ କେତେ ଅବନତି…
“ମତେ ଆମେରିକାରୁ ଟ୍ରମ୍ପ ନିମନ୍ତ୍ରଣ କରିଥିଲେ, ହେଲେ ଜଗନ୍ନାଥ ମତେ ଓଡ଼ିଶା ଟାଣି ଆଣିଲେ”
ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଜୟ ଲିଙ୍ଗରାଜ, ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।
କହିଲେ ଆଜିର ଦିନ ବହୁତ ସ୍ୱତନ୍ତ୍ର। କାରଣ…