Browsing Category

ଖବର

BREKING: ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସ, ସବୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡିର ଲୋକସେବା ଭବନ ଘେରାଉ ନେଇ ତତ୍ପରତା। ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ୍ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଓ ଆଖପାଖ…

ବାଲେଶ୍ୱର ବନ୍ଦ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳୁ

ବାଲେଶ୍ୱର: ଆଜି ବିଜେଡି ପକ୍ଷରୁ ବାଲେଶ୍ୱର ବନ୍ଦ । ସକାଳ ୬ଟା ଦିନ ୨ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ପାଳନ କରୁଛି ବିଜେଡି। ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବିରେ ବନ୍ଦ ପାଳନ କରୁଛି ବିଜେଡି। ଦୋକାନ…

୫ ଜିଲ୍ଲାରେ ପ୍ରବଳ ଛେଚିବ, ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ୫ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା। ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାବେଳେ ସମ୍ବଲପୁର,…

ତେଲ କିମ୍ୱା ଘିଅରେ ନୁହେଁ, ଏଣିକି ପାଣିରେ ଛାଣି ଖାଆନ୍ତୁ ସୁଆଦିଆ ପୁରୀ

ଓଡ଼ିଶାଭାସ୍କର: ଭାରତୀୟମାନେ ପୁରୀ ଖାଇବାକୁ ବେଶ ପସନ୍ଦ କରନ୍ତି।  ସପ୍ତାହରେ କିମ୍ୱା ମାସରେ ନିଶ୍ଚିତ ଭାବରେ ଥରେ ପୁରୀ ଖାଇଥାନ୍ତି। କିନ୍ତୁ ପୁରୀ ତେଲ କିମ୍ୱା ଘିଅରେ ଛଣା ଯାଉଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ…

୧୦,୭୩୧ ରନ୍, ୩୭୧ ୱିକେଟ; କିଏ ଏହି ଲିଆମ ଡାଓ୍ୱସନ୍, ଯାହାଙ୍କୁ ଇଂଲଣ୍ଡ ନିଜ ଟିମରେ ସ୍ଥାନ ଦେଇଛି

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଏବେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ତାର ଟିମ୍ ଘୋଷଣା କରିଛି। ଇଂଲଣ୍ଡ ଆହତ ସୋଏବ…

ରୁଷକୁ ଧମକ ଦେଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନ କଲେ ଲାଗୁ ହେବ ଭାରୀ ଶୁଳ୍କ

ଆମେରିକା: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଏବେବି ଯୁଦ୍ଧ ଜାରି ରହିଛି।  ଗତ କିଛି ଦିନ ମଧ୍ୟରେ ରୁଷ-ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି।  ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷକୁ…

ପିକନିକ୍ ସାଜିଲା କାଳ, ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ, ଜଣକ ପରେ ଜଣେ ଭାସିଗଲେ ୫ ଜଣ

ରାଜସ୍ଥାନ: ପିକନିକ୍ କରିବା ପଡ଼ିଲା ମହଙ୍ଗା। ହଠାତ୍ ମାଡ଼ି ଆସିଲା ବନ୍ୟା ପାଣି। ଆଉ ପାଣି ଭିତରେ ଫସି ରହିଲେ ୬ ଜଣ ଲୋକ। ସ୍ଥିତି ଏପରି ହେଲା ଯେ, ନଦୀର ପ୍ରଖର ସ୍ରୋତରେ ଜଣକ ପରେ ଜଣେ ଭାସିଗଲେ। ଆଉ ଶେଷରେ ମାତ୍ର…

ଇଏ କେମିତିକା ଶିବ ଭକ୍ତ, ପାଣି ବଦଳରେ ଶିବ ଲିଙ୍ଗରେ ରକ୍ତ ଢ଼ାଳିବାକୁ ଚାହୁଁଥିଲେ କାଉଁଡ଼ିଆ!

ହରିଦ୍ୱାର: ଏବେ ଚାଲିଛି ଶ୍ରାବଣ ମାସ। ତେଣୁ ସବୁ ଶିବ ମନ୍ଦିରରେ ସୋମବାରରେ ଲାଗୁଛି କାଉଁଡ଼ିଆଙ୍କ ଭିଡ଼। ଆଉ ଏହାରି ଭିତରେ ହରିଦ୍ୱାରର ଜ୍ୱାଲାପୁରରେ କାଉଁଡ଼ିଆ ଯାତ୍ରା ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି।…

୧୯ ତାରିଖ ଯାଏଁ ପ୍ରବଳ ବର୍ଷିବ, ଏନେଇ ୬ ଜିଲ୍ଲାକୁ ଆଲର୍ଟ ଜାରି

 ଭୁବନେଶ୍ୱର: ପାଞ୍ଚ ଦିନ ଯାଏଁ ନିସ୍ତାର ନାହିଁ।  ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ସକ୍ରିୟ ଅବପାତ ବର୍ତ୍ତମାନ ଦୁର୍ବଳ ହୋଇଛି। ଏବେ ଝାଡ଼ଖଣ୍ଡ,…