Browsing Category
ଖବର
ଦିଲ୍ଲୀରେ କାହିଁକି ହାରିଲା ଆପ୍, ସାମ୍ନାକୁ ଆସିଲା କାରଣ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ସତ ହେଲା ଏକଜିଟ୍ ପୋଲ୍। ଏକଜାଟ ପୋଲରେ ପରିଣତ ହେଲା ଭୋଟ୍ ବାହୁଡ଼ା ମତ। ୨୭ ବର୍ଷ ପରେ ରାଜଧାନୀ ଦିଲ୍ଲୀକୁ ଫେରିଲା ବିଜେପି ଶାସନ। ଆଉ ଅପ୍ରତ୍ୟାଶିତ ଭାବରେ ମାଟି କାମୁଡ଼ି ପଡିଲା ଆମ୍ ଆଦମୀ ପାର୍ଟି।…
ଉତ୍ତମ ମହାନ୍ତି ଗୁରୁତର, ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା
ଭୁବନେଶ୍ୱର: ଓଲିଉଡର ଭେଟେରାନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ୱିଟାଲରେ ଭର୍ତ୍ତି ହୋଇଛନ୍ତି ।
ବର୍ତ୍ତମାନ ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିବା…
ବହି ପଢ଼ିପାରିଲେ ନାହିଁ ଛାତ୍ରୀ, ରାଗିଗଲେ ବିଧାୟକ…ଶିକ୍ଷକଙ୍କ ମାସେ ଦରମା ବନ୍ଦ ନିର୍ଦ୍ଦେଶ
କୋରାପୁଟ: ସ୍କୁଲରେ ପାଠପଢ଼ା ନାଁରେ କଣ ଚାଲିଛି? ଛାତ୍ରୀମାନେ ପ୍ରଶ୍ନର ଉତ୍ତର ନଦେଇ ପାରିବାରୁ ରାଗିଯାଇଥିଲେ ବିଧାୟକ ।
ଛାତ୍ରୀଙ୍କ ପାଠପଢ଼ାକୁ ନେଇ ଶିକ୍ଷୟତ୍ରୀଙ୍କୁ ତାଗିଦ କରିବା ସହ ମାସେ ପାଇଁ ଦରମା ବନ୍ଦ ନେଇ…
ଆସ୍ଥା ବୁଡ଼ ପକାଇଲେ ନୀନା- ସଞ୍ଜୟ, ‘ବଧ ୨’ର ଘୋଷଣା ପରେ ପ୍ରୟାଗରାଜ ପହଞ୍ଚିଥିଲା ଟିମ୍
ପ୍ରୟାଗରାଜ: ତ୍ରୀବେଣୀ ସଂଗମରେ ବୁଡ଼ ପକାଇଲେ ଲୋକପ୍ରିୟ ସନେ ତଥା ଫିଲ୍ମ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ଅଭିନେତା ସଞ୍ଜୟ ମିଶ୍ର ।
ନିର୍ଦ୍ଦେଶକ ଜସପାଲ ସିଂହ ସନ୍ଧୁଙ୍କ ଫିଲ୍ମ 'ବଧ ୨'ର ଘୋଷଣା ପରେ ପୁରା ଟିମ୍ ସହ…
ବୋମାମାଡ଼ରେ ଜଣେ ଗୁରୁତର, ପୂର୍ବଶତ୍ରୁତା ସନ୍ଦେହ
ନୟାଗଡ଼: ରଣପୁର ଥାନା ରାଜସୁନାଖଳାରେ ବୋମାମାଡ଼ । ଏହି ବୋମାମାଡ଼ରେ ଜଣେ ବ୍ୟବସାରୟୀ ଗୁରୁତର ଥିବା ବେଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ସୂଚନା ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ…
କୋଳଥ ଡାଲିରେ ରହିଛି ଅନେକ ଔଷଧୀୟ ଗୁଣ, ବୈଜ୍ଞାନିକଙ୍କ ମତରେ…
ଓଡିଶା ଭାସ୍କର: ଆମେ ଆମ ଦୈନନ୍ଦିନ ଜୀବନରେ ଡାଲି ଜାତୀୟ ଖାଦ୍ୟକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛନ୍ତି। ବିଶେଷ କରି ଆମ ଓଡ଼ିଶାର ଲୋକ ଭାତ ସହ ଡାଲିକୁ ବେଶ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ଆମେ ବ୍ୟବହାର…
କୁକୁର ପାଇଁ ପଡ଼ୋଶୀଙ୍କ ମଧ୍ୟରେ ମହାଭାରତ, ଲହୁ ଲୁହାଣ ହେଲେ ବ୍ୟକ୍ତି
ଅମୃତସର: କୁକୁର ପାଇଁ ମହାଭାରତ। ଦୁଇ ପଡ଼ୋଶୀ ଲହୁ ଲୁହାଣ। ସାଧାରଣ ବଚସାରୁ କଥା ଏତେବାଟ ଆଗେଇ ଗଲା ଯେ, ଶେଷରେ ମାମଲା ଯାଇ ଥାନାରେ ପହଞ୍ଚିଲା। ଆଉ ପୋଲିସ ଆସି ଦୁଇ ପଡ଼ୋଶୀଙ୍କ ଭିତରେ ଘଟିଥିବା ଗଣ୍ଡଗୋଳର ସମାଧାନ…
Breaking: ପୁଣି ପ୍ଲାଣ୍ଟରେ ବିସ୍ଫୋରଣ, ୪ ଜଣ ମେଡିକାଲରେ ଭର୍ତ୍ତି
ରାଉରକେଲା: ପୁଣି ଥରେ ରାଉରକେଲା କାରଖାନାରେ ବିସ୍ଫୋରଣ। ବିସ୍ଫୋରଣରେ ଆହତ ହୋଇଛନ୍ତି ୪ ଜଣ ବ୍ୟକ୍ତି। ବାରମ୍ୱାର ରାଉରକେଲା କାରଖାନାରୁ ଏପରି ଘଟଣା ସାମ୍ନାକୁ ଆସୁଛି। ହେଲେ ବିଷ୍ଫୋରଣକୁ ରୋକାଯାଇ ପାରୁନାହିଁ।…
ସାବିତ୍ରୀ ସାଜିଲେ ୫୬ ବର୍ଷୀୟା ମହିଳା, ସ୍ୱାମୀଙ୍କୁ ବଞ୍ଚାଇବାକୁ ଗଭୀର କୂଅକୁ ଡେଇଁପଡିଲେ ପତ୍ନୀ
କେରଳ: ସ୍ୱାମୀର ଜୀବନ ବଞ୍ଚାଇବାକୁ ନିଜ ଜୀବନ ବାଜିରେ ଲଗାଇଦେଲା ସ୍ତ୍ରୀ। କୂଅରେ ପଡିଯାଇଥିବା ସ୍ୱାମୀକୁ ବାହାରକୁ ଆଣିବା ପାଇଁ କୌଣସି ବାଟ ନପାଇ ନିଜେ ୪୦ ଫୁଟ ଗଭୀର କୂଆକୁ ଡ଼େଇଁ ପଡିଲା ପତ୍ନୀ।
ପରେ…
ଓଲଟିଲା ସ୍କୁଲ ଗାଡ଼ି, ପିଲା ଆହତ
ନରସିଂହପୁର: ପୁଣି ଏକ ଦୁର୍ଘଟଣା। ରାସ୍ତାରେ ଓଲଟିପଡିଲା ସ୍କୁଲ ଗାଡି। ଗାଡିରେ ଥିଲେ ଅନେକ ଛୋଟଛୋଟ ପିଲା। ଏହି ଦୁର୍ଘଟଣାରେ ୫ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ଘଟିଛି ଯୋଡୁମୁ ଚକାମୁଣ୍ଡା ଠାରେ।…