Browsing Category
ଖବର
ଆଉ କେଇ ଘଣ୍ଟାର ଅପେକ୍ଷା,ବାହାରିବ ଫଳାଫଳ,ମୁଖ୍ୟମନ୍ତ୍ରୀ ରେସରେ ୪ ଚେହେରା
ନୂଆଦିଲ୍ଲୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ତା ପରେ ଆରମ୍ଭ ହେବ ଗଣତି। ଆଉ ଡିକ୍ଲାର ହେବ ଫଳାଫଳ। ହେଲେ ଦିଲ୍ଲୀରେ ଏଥର କିଏ ସରକାର ଗଢିବ? ଯେତେବେଳେ ଏହି ପ୍ରଶ୍ନ ଉଠୁଛି ସେତେବେଳେ ଅନେକ ଉତ୍ତର ବିଜେପି ଆଡକୁ…
ଦୌଡ଼ି ଆସିଲେ ପାକିସ୍ତାନରୁ, ମହାକୁମ୍ଭରେ ବୁଡ଼ ପକାଇ କଲେ ପୂର୍ଣ୍ଣ୍ୟ ଅର୍ଜନ
ଉତ୍ତରପ୍ରଦେଶ: ମହାକୁମ୍ଭରେ ଜମୁଛି ଭକ୍ତଙ୍କ ଭିଡ଼। କାହିଁ କେତେ ଦୂରା ଦୂରନ୍ତରରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଖାଲି ଟିକେ ପବିତ୍ର ଭୂମିରେ ପାଦ ଥାପିବେ। ଆଉ ତ୍ରିବେଣୀରେ ବୁଡ଼ ପକାଇବେ।
ଆଉ…
ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଧାନର ସହାୟକ ମୂଲ୍ୟ ବଢ଼ାଇପାରନ୍ତି କେନ୍ଦ୍ର ସରକାର। ଡାଲି ଓ ତୈଳଜାତୀୟ ଦ୍ରବ୍ୟର ବି ବଢ଼ିପାରେ ସହାୟକ ମୂଲ୍ୟ।
କେନ୍ଦ୍ର ଆଗରେ ପ୍ରସ୍ତାବ ରଖିଲେ ପୂର୍ବ ଭାରତ ରାଜ୍ୟର…
ଗିରଫ ହେଲେ ଟିକେଟ୍ କଳାବାଜାରୀ, ୧୧ ଶହରେ କିଣି ୭୦୦୦ ଟଙ୍କାରେ କରୁଥିଲେ ବିକ୍ରି
କଟକ: ମଝିରେ ଆଉ ଗୋଟିଏ ଦିନ। ତା ପରେ ବାରବାଟୀରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଧୁଆଁଦାର ଲଢ଼େଇ। ଷ୍ଟାଡ଼ିୟମ ପରିସରରେ ବି ଦେଖିବାକୁ ମିଳିବ କ୍ରିକେଟ ପ୍ରେମୀଙ୍କ ହୋ ହଲ୍ଲା। ହେଲେ ତା ପୂର୍ବରୁ ଗିରଫ…
ଆପଣଙ୍କୁ ଯାଇଛିକି ମେସେଜ୍, ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର: ଆସନ୍ତାକାଲି ଆକାଉଣ୍ଟକୁ ଆସିବା ‘ସୁଭଦ୍ରା’ ଟଙ୍କା । ପ୍ରାୟ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା।
ଯାଜପୁର ଜିଲ୍ଲା…
ପୁଣି ଧକ୍କା ଦେଲା ମୋ ବସ୍, ଥାନାରେ ଅଟକ ଡ୍ରାଇଭର
କଟକ: ପୁଣି ମୋ ବସ୍ ଧକ୍କାରେ ଆହତ ହେଲେ ବ୍ୟକ୍ତି । କଟକ ମାଲାଚଣ୍ଡିଆ ଛକ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ମୋ ବସ୍ ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଖବର ପାଇ…
ବଦଳିଲା ଜୋମାଟୋ ନାଁ, ଏବେ ହେବ ‘ଇଟରନାଲ’ ନାମରେ ହେବ ବୁକିଂ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ଏବଂ ଗ୍ରୋସରୀ ସର୍ଭିସ୍ କମ୍ପାନି ଜୋମାଟୋ ଏବେ ଏହାର ନାମ ପରିବର୍ତ୍ତନ କରି 'ଇଟରନାଲ' କରିବ ବୋଲି ଘୋଷଣା କରିଛି। କଂପାନିର ବୋର୍ଡ ଅଫ୍ ଡାଇରେକ୍ଟରଏହି ପରିବର୍ତ୍ତନକୁ ଅନୁମୋଦନ…
Video: ଡଙ୍ଗାରେ ଓଭର ଲୋଡିଂ, ମଝି ନଈକୁ ଫିଙ୍ଗିଦେଲେ ୧୦୦ରୁ ଅଧିକ ଛେଳି
ନୂଆଦିଲ୍ଲୀ: ସୋସିଆଲ ମଡିଆରେ ପ୍ରତେକ ଦିନ ବଭିନ୍ନ ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ମଜାଳିଆ ଥିବା ବେଳେ ଆଉ କିଛି ଭିଡିଓ ଆଶ୍ଚର୍ଯ୍ୟ ଜନକ ଥାଏ।
ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…
ସରକାରୀ ସ୍କୁଲରେ ଲଜ୍ଜା, ହାଇସ୍କୁଲର ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସେହି ସ୍କୁଲର ଶିକ୍ଷକ
ତାମିଲନାଡୁ: ପୁଣି ଏକ ଲଜ୍ଜା। ସରକାରୀ ସ୍କୁଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଶିକ୍ଷକ। ହାଇସ୍କୁଲର ୧୩ ବର୍ଷୀୟ ନାବାଳିକାକୁ ସ୍କୁଲ ପରିସର ଭିତରେ ବଳାତ୍କାର କଲେ ଶିକ୍ଷକ।
ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା…
ମାତିଛନ୍ତି ଟିକେଟ୍ ଦଲାଲ, ୭୦୦ ଟଙ୍କା ଟିକେଟ OLXରେ ବିକ୍ରି ହେଉଛି ୪୦୦୦
କଟକ: ମାତିଛନ୍ତି ଟିକେଟ ଦଲାଲ। ଲୋକଙ୍କ ଆଗ୍ରହର ଉଠାଉଛନ୍ତି ଫାଇଦା। ୭୦୦ଟଙ୍କା ଟିକେଟକୁ ବିକୁଛନ୍ତି ୪୦୦୦,୬୦୦୦ ଏବଂ ୧୦୦୦୦ ଟଙ୍କାରେ। ସେପଟେ କ୍ରିକେଟ ପ୍ରେମୀ ଟିକେଟ ଆଶାରେ ପଡିଯାଉଛନ୍ତି ଦଲାଲଙ୍କ ଫାସରେ।
ଆମେ…