Browsing Category
City News
ହାଇଡ୍ରାମା ରାଜନୀତି; ପୁଣି ସୋଫିଆ-ସୁବାସ ମୁହାଁମୁହିଁ, ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ
କଟକ: ସୋଫିଆ-ସୁବାସ ମୁହାଁମୁହିଁ । ସିଏମସି ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାନ୍ତି କହିଲେ ସୋଫିଆ ।
ସୋଫିଆ…
ବଡ଼ ଖବର: ୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ବର: ୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ନୂଆଖାଇ ପର୍ବ ଉପଲକ୍ଷେ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି । ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ତା ସହିତ ରାଜସ୍ୱ ଏବଂ…
ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ, ମହିଳାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
ରାଇରଙ୍ଗପୁର: ଦେଓଗାଁରେ ମହିଳାଙ୍କ ବିଭତ୍ସ ହତ୍ୟା । ହତ୍ୟା ପରେ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର । ମୃତଦେହ ଜବତ କରି ତଦନ୍ତ କରୁଛି ତିରିଂ ଥାନା ପୋଲିସ । କିଏ ଓ କାହିଁକି ମହିଳାଙ୍କ ହତ୍ୟା କଲା, ତାହା…
ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି; ମେୟରଙ୍କ ବଡ଼ ସୂଚନା
ଭୁବନେଶ୍ୱର: ସବୁ ଥାନାରୁ ହଟିବ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି । ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସଙ୍କ ସୂଚନା । ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି ହଟିଲେ ଜାଗା ସଫା…
Fuel Rate: ଛୁଟିଦିନରେ ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ
ଭୁବନେଶ୍ବର: ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ସକାଳ ୬ଟାରେ ଅପଡେଟ୍ କରାଯାଏ। ଏଗୁଡ଼ିକର ଦର ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ଏବଂ ଟଙ୍କା-ଡଲାର ବିନିମୟ ମୂଲ୍ୟ ଉପରେ ନିର୍ଭର କରେ।
ସକାଳ ୬ଟାରେ, ଦେଶର…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଗଣେଶ ପୂଜାରେ ପଶିବ ପାଣି ! ଆଗାମୀ 5 ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ…
୨୭ ଯାଏଁ ଭିଜିବ ସାରା ଓଡ଼ିଶା, ଆଜି 20 ଜିଲ୍ଲାକୁ SRC ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର: ଆସନ୍ତା 27 ରାତିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ପାଇଁ 20 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର,…
26 ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଆସନ୍ତାକାଲି ପାଇଁ 20 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଆସନ୍ତା 26 ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ 20 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ,…
ଜିଲ୍ଲାପାଳଙ୍କ ଫେକ୍ ଆକାଉଣ୍ଟ; ହ୍ବାଟ୍ସଆପରେ ମେସେଜ କରି ଟଙ୍କା ମାଗୁଛି ଦୁର୍ବୃତ୍ତ, ଜାରି ହେଲେ ସତର୍କ ସୂଚନା
ବୌଦ୍ଧ: ଜିଲ୍ଲାପାଳଙ୍କ ନାଁରେ ଫେକ ହ୍ବାଟ୍ସଆପ୍ । ଫେକ ଆକାଉଣ୍ଟରେ ଟଙ୍କା ମାଗୁଛନ୍ତି ସାଇବର ଠକ । ଫେକ୍ ହ୍ବାଟ୍ସଆପର ପ୍ରୋଫାଇଲରେ ଲାଗିଛି ଜିଲ୍ଲାପାଳଙ୍କ ଫଟୋ । ଯାହାକୁ ବ୍ୟବହାର କରି ଏକ ନମ୍ବରରୁ ଜିଲ୍ଲାର…
ବଡ଼ ଖବର: ଏଥର ଗଣେଶ ପୂଜାରେ ବାଜିବନି ଡିଜେ, ରାତି 10ଟା ପରେ ମେଲୋଡ଼ି ମନା
କଟକ: ଆଉ ମାତ୍ର କିଛି ଦିନ ରହିଲା ଗଣେଶ ପୂଜା । ଏନେଇ ଉତ୍ସବମୁଖର ଟ୍ବିନ ସିଟି । ତେବେ ଏହା ଭିତରେ ଆସିଲା ଏକ ବଡ଼ ଖବର । ସହରରେ ଉତ୍ସବ ସୁରୁଖୁରୁରେ ପରିଚାଳନା ପାଇଁ ସୁରକ୍ଷା, ଭିଡ଼ ଏବଂ ଶବ୍ଦ ନିୟନ୍ତ୍ରଣ…