CHARIDHAM
Browsing Category

City News

Breaking: ନିଆଁର ଆଁରେ ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

ଭୁବନେଶ୍ୱର: ସକାଳୁ ସକାଳୁ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁର ଆଁରେ ଜଳି ପୋଡି ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ। ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁଁ ଦୋକାନ ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ…

ବିଜୁବାବୁଙ୍କୁ ନେଇ ତେଜିଲାଣି ରାଜନୀତି, “ବିଜେଡ଼ି କାର୍ଯ୍ୟାଳୟରେ ନାହିଁ ବିଜୁଙ୍କ ପ୍ରତିମୂର୍ତ୍ତି”

ଭୁବନେଶ୍ୱର: ଦିନକୁ ଦିନ ତେଜୁଛି ବିବାଦ। ଆରୋପ ପ୍ରତ୍ୟାରୋପ ଭିତରେ ଚାଲି ପାରୁନି ଗୃହ। ପ୍ରତ୍ୟେକ ଥର ଗୃହରେ କିଛି ନା କିଛି ପ୍ରସଙ୍ଗ ଉଠାଇ ଗୃହ ଭିତରେ ହଙ୍ଗାମା କରୁଛନ୍ତି ବିରୋଧୀ। ଆଉ ସେପଟେ ବିରୋଧୀଙ୍କ ଶସ୍ତା…

Breaking: କଟକ ସିଡିଏରେ ଜଳିଗଲା ୨ ମହଲା ବିଲ୍ଡିଂ, ୨ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

କଟକ: ଦ୍ୱିମହଲା କୋଠାରେ ନିଆଁ ଲାଗି ଯୁବକ, ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ବିଳମ୍ବିତ ରାତିରେ ସିଡିଏ ସେକ୍ଟର ୭ରେ ନିଆଁ ଲାଗି ଘର ଜଳିଯାଇଥିବା ସୂଚନା । ଘରର ସମସ୍ତ ଆସବାବପତ୍ର ସହ କାର ଓ ୨ଟି ବାଇକ ଜଳିଗଲା ।…

Breaking: ସତ ହେଲା ଚର୍ଚ୍ଚା, ନିମନ୍ତ୍ରଣ କରିଥିଲେ ମୋହନ, ଆସିଲେନି ନବୀନ

ଭୁବନେଶ୍ୱର: ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହାକୁ ନେଇ ପରେ ଚର୍ଚ୍ଚା ଜୋର ଧରିଥିଲା। କି ନବୀନ କ'ଣ ମୋହନଙ୍କ ନିମନ୍ତ୍ରଣ ରକ୍ଷା କରିବେ। ଆଉ…

ଉପରମୁହାଁ ତାତି, ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭ ଡିଗ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାପମାତ୍ରା । ଆଜି ଦିନ 2ଟା 30 ସୁଦ୍ଧା 37 ଡିଗ୍ରୀ ଛୁଇଁଛି ତାପମାତ୍ରା । ତତଲା କଡେଇରେ ଭାଜି ହୋଇଛି ସମ୍ବଲପୁର । ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁର ତାପମାତ୍ରା ୩୭…

Breaking: ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା, ପାଚେରୀ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘର ଭିତରକୁ ପଶିଗଲା କାର୍। ଏକଥାଟି ଶୁଣି ଆପଣଙ୍କୁ ବୋଧହୁଏ ଲାଗୁଥିବ ଏହା କୌଣସି ଫିଲ୍ମର ଫାଇଟିଙ୍ଗ ସିନ୍ ବୋଲି। ହେଲେ ନାଁ ଏମିତି କିଛି ଘଟଣା ବାସ୍ତବରେ ଘଟିଛି। ତାହା ପୁଣି ରାଜଧାନୀ…

ଉପବାସରେ ମହାପ୍ରଭୁ, ଗତକାଲିଠୁ ବନ୍ଦ ରହିଛି ନୀତିକାନ୍ତି

ଭୁବନେଶ୍ୱର: ପୁଣି ମନ୍ଦିରରେ ବିଭ୍ରାଟ। ଉପବାସରେ ରହିଲେ ମହାପ୍ରଭୁ। ଗତକାଲି ଠାରୁ ବଲ୍ଲଭ ଭୋଗ ଅର୍ଥାତ୍‌ ମଧ୍ୟାହ୍ନ ପରଠାରୁ ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି। ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ…

Breaking: କୁନି ଝିଅ ଉପରେ ଅତ୍ୟାଚାର, ଦେହରେ ରହିଛି ଲୁହା ଚେଙ୍କ ଓ ପୋଡ଼ା ଦାଗ

ଭୁବନେଶ୍ୱର: ଭରି ଭରି ଯାଉଛି ପାପର ପେଡ଼ି। ଦିନକୁ ଦିନ ବଢ଼ି ବଢ଼ି ଯାଉଛି ଅନ୍ୟାୟ ଅତ୍ୟାଚାର। ଠିକ୍ ସେହିପରି ଛୋଟ ଶିଶୁଙ୍କ ଉପରେ ବୃଦ୍ଧି ପାଉଛି ଶୋଷଣ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ…

କମିଲା ସୁନା ଦର, ଶୀଘ୍ର ଯାଇ କିଣି ଆଣନ୍ତୁ, ନ ହେଲେ ପୁଣି ବଢ଼ିଯିବ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମିଳିଲା ଟିକେ ଆଶ୍ୱସ୍ତି। କାରଣ ଏବେ ଯେହେତୁ ବାହାଘର ସିଜିନ୍ ଚାଲିଛି ତେଣୁ ସମସ୍ତେ ସୁନା ଗହଣା କିଣିବାରେ ବ୍ୟସ୍ତ। ଯେହେତୁ ଜଣେ ଝିଅ ବାହା ଦେବ ଆଉ ଜଣେ ବୋହୂ ଆଣିବ। ତେଣୁ ସୁନା ଗହଣା…

ନନ୍ଦନକାନନକୁ ଆସିଲା ନୂଆ ଅତିଥି, ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା

ଭୁବନେଶ୍ୱର: ନନ୍ଦନକାନନରୁ ଆସିଲା ଖୁସି ଖବର। ନନ୍ଦନକାନନ ପ୍ରାଣୀ ଅଦ୍ୟାନକୁ ଆସିଲା ନୂଆ ଅତିଥି। ତୃତୀୟ ଥର ପାଇଁ ମା' ହେଲା ନାଲି ବାଘୁଣୀ ଅଙ୍କିତା। ବର୍ତ୍ତମାନ ଅଙ୍କିତା ଗୋଟିଏ ଶାବକ ଜନ୍ମ ଦେଇଛି। ଆଗକୁ ମଧ୍ୟ…