Browsing Category
City News
ରହସ୍ୟ ଖୋଲିବ କି ରୂପା ମୁଦି ? ବଳଙ୍ଗା ନାବାଳିକା ପୋଡି ଘଟଣାରେ ସୁନା ଦୋକାନୀଙ୍କୁ ରାତି ତମାମ ଜେରା
ପୁରୀ: ବଳଙ୍ଗା ନାବାଳିକା ପୋଡି ଘଟଣାରେ ମିଳିଛି ସୁରାକ୍ । ପୋଲିସ ହାତରେ ଲାଗିଛି ବଡ଼ ତଥ୍ୟ । କ୍ରାଇମ ସ୍ପଟ୍ରୁ ମିଳିଥିବା ମୁଦି ଏବେ ଖୋଲିବ ଗୁମର ? ଖାସ୍ କରି ରୂପା ମୁଦି ଦେଇପାରେ ନୂଆ ମୋଡ଼ ।
ବଳଙ୍ଗା ବଜାରର…
ଆଜି ପୁଣି କମିଲା ସୁନା ଓ ରୂପା ଦର, କିଣିବା ପୂର୍ବରୁ ଜାଣନ୍ତୁ ୧୦ ଗ୍ରାମ ପିଛା କେତେ କମିଲା…
ଭୁବନେଶ୍ବର: ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ । ସୁନା କିଣିବାକୁ…
ବନ ବିଭାଗ ଡେପୁଟି ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍; ମିଳିଲାଣି ଦେଢ କୋଟି ଟଙ୍କା, ସୁନା ବିସ୍କୁଟ-ଇଟା
ଜୟପୁର: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ଘରେ ଓ କାର୍ଯ୍ୟାଳୟରେ ରେଡ୍ । ଘରେ ପଶୁ ପଶୁ ମିଳିଲାଣି ପୁଳା ପୁଳା ଟଙ୍କା ।…
ଲଗାଣ ବର୍ଷା କଲା କଲବଲ; ପୋଲ ଉପରେ 2 ଫୁଟର ପାଣି, ଯାତାୟାତ ଠପ୍
ମାଲକାନଗିରି: ଲଗାଣ ବାର୍ଷାରେ ବେହାଲ ମାଲକାନଗିରି । ପୁଣି ବୁଡ଼ିଲା କନ୍ୟାଶ୍ରମ ପୋଲ, ଯାତାୟାତ ବାଧାପ୍ରାପ୍ତ । କନ୍ୟାଶ୍ରମ ପୋଲ ଉପରେ ଚାଲିଛି 2 ଫୁଟର ବର୍ଷା ଜଳ । ଫଳରେ କାଲିମେଳା-ପଡ଼ିଆ ବ୍ଲକକୁ ଯୋଗାଯୋଗ…
ଆସନ୍ତା ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ନେବ ଅବପାତ ରୂପ, ୨୮ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ଆସନ୍ତା 12 ଘଣ୍ଟାରେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତର ରୂପ ନେବ । ସତର୍କ କରାଇଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ ଉତ୍ତର-ପଷ୍ଚିମ ଦିଗରେ ଗତି କରି ଉତ୍ତର…
ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷଙ୍କ ବଡ଼ ଘୋଷଣା, ଆସନ୍ତା ଦଶହରାରୁ ପୁଣି ଚଢିବେ ମଞ୍ଚ
ଭୁବନେଶ୍ବର: ବଡ଼ ଘୋଷଣା କଲେ ଚର୍ଚ୍ଚିତ ଯାତ୍ରା ଖଳନାୟକ ପୀୟୂଷ । ଆସନ୍ତା ଦଶହରାରୁ ପୁଣି ସିଂହବାହିନୀ ମଞ୍ଚକୁ ଓହ୍ଲାଇବେ ବୋଲି କହିଛନ୍ତି ପୀୟୂଷ ତ୍ରିପାଠୀ।
ଏବର୍ଷ ହିଁ ପୀୟୂଷ ଯାତ୍ରାରେ ଅଭିନୟ କରିବେ ବୋଲି…
ନକଲି ଜବ୍ କାର୍ଡ ହାତେଇବାରେ ଓଡି଼ଶା ଦ୍ବିତୀୟ: ଲୋକସଭାରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ବର: ନକଲି ଜବି କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ । ସାମ୍ନାକୁ ଆସିଲା ଲୋକସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଚାଞ୍ଚଲ୍ୟକର ତଥ୍ୟ । ବିହାର ପ୍ରଥମରେ ରହିଥିବା ବେଳେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି ।…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ସମୁଦ୍ରରୁ ମାଡ଼ି ଆସିଲା ବଡ଼ ଜୁଆର, ଗାଁରେ ପଶିଲା ପାଣି, ଭୟଭୀତ ଗ୍ରାମବାସୀ
ଜଗତସିଂହପୁର: ଶିଆଳି ନିକଟରେ ପୁଣି କୂଳ ଲଙ୍ଘିଲା ସମୁଦ୍ର । 500 ମିଟର ପର୍ଯ୍ୟନ୍ତ ଜନବସତି ଆଡ଼କୁ ମାଡ଼ି ଆସିଲା ଲୁଣି ପାଣି । ବେଳାଭୂମି ନିକଟରେ ଥିବା ଦୋକାନଗୁଡ଼ିକରେ ପଶିଲା ସମୁଦ୍ର ପାଣି । ହଠାତ୍ ସମୁଦ୍ରର ଏଭଳି…
ଆଜି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଆଜି 4 ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ । ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ । ମହାପ୍ରଭୁଙ୍କ ମସ୍ତକରେ ଲାଗୁ ହେବ ସୁବର୍ଣ୍ଣ ଚିତା । ଅପରାହ୍ନ 2ଟା 30ରୁ ସନ୍ଧ୍ଯା 6ଟା 30 ଯାଏଁ ଚାଲିବ…
ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ, 19 ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଆଗାମୀ 48 ଘଣ୍ଟାରେ ଆହୁରି ଘନିଭୂତ ହେବ । ଅଧିକ ଘନିଭୂତ ହେବା ପାଇଁ ଅନୁକୂଳ ରହିଛି ପାଗ । ଏହାର…