Browsing Category

City News

ଦେଢ କୋଟିର ଗଞ୍ଜେଇ ସହ ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ଗିରଫ, ନାଁରେ ଅଛି ମାଳମାଳ ଅପରାଧିକ ମାମଲା

ଭୁବନେଶ୍ବର: ଗଞ୍ଜେଇ ମାଫିଆ ଲଳିତ ଭୂଜବଳ ଗିରଫ । ଜବତ ହେଲା ଦେଢ କୋଟି ଟଙ୍କାର ଗଞ୍ଜେଇ । ଲଳିତ ନାଁରେ ଓଡ଼ିଶାରେ ରହିଛି ମାଳମାଳ ଅପରାଧିକ ମାମଲା । କେବଳ ପାରାଦୀପରେ ରହିଛି 17ଟି ମାମଲା । ଏସଟିଏଫ୍ ପାଇଁ ଲଳିତ…

ଖୋଲିବ ଚାଷୀଙ୍କ ଭାଗ୍ୟ: ପୁନରୁଦ୍ଧାର ହେବ ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳ, ଦୁଇ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଚିନିକଳ ଖୋଲିବା ଦିଗରେ ଆଉ ଏକ ପଦକ୍ଷେପ । ବଲାଙ୍ଗୀର ଓ ବଡ଼ମ୍ବା ଚିନିକଳର ହେବ ପୁନରୁଦ୍ଧାର । ଦୀର୍ଘଦିନ ଧରି ବନ୍ଦ ପଡ଼ିଥିବା ଚିନିକଳର ହେବ ପୁନରୁଦ୍ଧାର । ବଲାଙ୍ଗୀରର ବିଜୟାନନ୍ଦ ସମବାୟ ଚିନି ଶିଳ୍ପ…

ଆସନ୍ତାକାଲିଠୁ ଲଘୁଚାପ ବର୍ଷା; ଏହି ଜିଲ୍ଲାରେ ପ୍ରବଳ କାଚିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆସନ୍ତାକାଲି…

ନାବାଳିକାକୁ ଘରୁ ଉଠାଇ ନେଇ କଲେ ଦୁଷ୍କର୍ମ, 2 ଦିନ ପରେ ଜଙ୍ଗଲରୁ ଉଦ୍ଧାର

ଦିଗପହଣ୍ଡି: ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ନାବାଳିକାକୁ ଘରୁ ଉଠାଇ ନେଇ ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଜଙ୍ଗଲରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡ଼ି ପଳାଇଥିଲା । 2…

ସାବଧାନ…! ବନ୍ୟା ଯୋଗୁଁ ଗାଁ ଦାଣ୍ଡରେ ପହଁରୁଛି କମ୍ଭୀର, ଭୟରେ ଗ୍ରାମବାସୀ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ବ୍ରାହ୍ମଣୀର ବନ୍ୟା ପାଣିରେ ଗାଁ ଭିତରକୁ ପଶି ଆସିଛନ୍ତି କୁମ୍ଭୀର । ଚଉଦକୁଲାଟ ଅଞ୍ଚଳରେ ଘର ପଛପଟ ବିଲରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ…

ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର

ପିପିଲି:  ଯୁକ୍ତ ଦୁଇ ଛାତ୍ରୀଙ୍କୁ ଜାଳିଦେବାକୁ ଉଦ୍ୟମ । ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । 3 ଜଣ ଦୁର୍ବୃତ୍ତ ଦେହରେ ନିଆଁ ଲଗାଇ ଦେଇଥିବା…

ଭୁବନେଶ୍ବରରୁ କୋଲକାତା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, 9 ଗୁରୁତର

ବସ୍ତା: ଜୁଣବଳଦାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ 30ଜଣ ବସ ଯାତ୍ରୀ ଆହତ ହୋଇଥିବା ବେଳେ 9 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।…

24ରେ ଆଉ ଏକ ଲଘୁଚାପ; 23ରୁ ପ୍ରବଳ ବର୍ଷିବ, ଆଜି 20 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24ରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୨ ଜୁଲାଇ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ମିଆଁମାର…

ପୁଣି ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 24 ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବେନଶ୍ବର: ଆସୁଛି ପୁଣି ଏକ ଲଘୁଚାପ । 24 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତା ୨୨-୨୪ ତାରିଖରେ ବଙ୍ଗୋପସାଗରରେ…

Breaking: ଭୁବନେଶ୍ବର ଘରୋଇ ଇଞ୍ଜିନିୟରିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଜାଗମରା ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ…