CHARIDHAM
Browsing Category

ରାଜ୍ୟ

ସବୁବେଳେ ହନୁମାନଙ୍କୁ ଜଗି ରହୁଛି ମାଙ୍କଡ଼

ଯାଜପୁର:  (ଓଡ଼ିଶା ଭାସ୍କର) ମଣିଷ ଭଳି କଥା ମାନୁଛି ମାଙ୍କଡ଼, ଆଉ ଯାହା ବି ଦେଲେ ମଣିଷଙ୍କ ଭଳି ଖାଉଛି ମାଙ୍କଡ଼, ସଞ୍ଜ ନଇଁଲେ ମନ୍ଦରରେ ରହୁଛି ମାଙ୍କଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି, ଯାଜପୁର ଜିଲ୍ଲା…

Big Breaking ବାହାନଗା ଟ୍ରାଜେଡି: ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବାହାନଗା ଟ୍ରାଜେଡିକୁ ନେଇ ଆସିଲା ବଡ଼ ଖବର, ନିଲାମ ହେବ ଟ୍ରେନ୍ ବଗି ଓ ଇଞ୍ଜିନ୍ । ୨୧ ବଗି ଓ ଇଞ୍ଜିନ୍ ନିଲାମ ପାଇଁ କୋର୍ଟଙ୍କ ଅନୁମତି । ନିଲାମ ପାଇଁ ଅନୁମତି ଦେଲେ ଭୁବନେଶ୍ୱର ADJ…

ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’; ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପୁରସ୍କୃତ ହେଲା ‘ପ୍ରତୀକ୍ଷା’ । ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁରସ୍କାର ଗ୍ରହଣ କଲେ ନିର୍ଦ୍ଦେଶକ ତଥା…

ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଢିଲା ଚିନ୍ତା, ମନ୍ଦିରର ଅଷ୍ଟଧାତୁ କଳସରେ ଫାଟ

ଓଡ଼ିଶା ଭାସ୍କର: ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବଢିଲା ଚିନ୍ତା । ସାଜିଲା ମୁଣ୍ଡବ୍ୟଥାର କାରଣ । ଶ୍ରୀଲିଙ୍ଗରାଜ ମନ୍ଦିରର ଅଷ୍ଟଧାତୁ କଳସରେ ଦେଖିବାକୁ ମିଳିଛି ଫାଟ । ପୂର୍ବରୁ ରାହାପାଗରେ ଫାଟ ସମସ୍ୟା ସୁଧୁରିଥିଲେ…

ଦଶତୁଠରେ ବୁଡ଼ି ୨ ଭାଇ ମୃତ : ଜଣକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଜଗତସିଂହପୁର : ଅଘଟଣ ଉପରେ ଅଘଟଣ! ଜଗତସିଂପୁର ଜିଲ୍ଲାର ବାରେଡିଆ ଗାଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ବାରେଡିଆ ଗାଁର ଦେବୀନଦୀରେ ଦଶତୁଠ ଚାଲିଥିବା ବେଳେ ଅଘଟଣ ଘଟିଛି । ଦଶତୁଠରେ ବୁଡ଼ି ଯାଇଛନ୍ତି ଦୁଇ…

କେନାଲରେ ବୁଡି ଛାତ୍ର ମୃତ୍ୟୁ, ଗାଧୋଇବାକୁ ଯାଇ କେନାଲରେ ବୁଡିଗଲେ

ଭବାନୀପାଟଣା: ଗାଧୋଇବାକୁ ଯାଇ କେନାଲରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି, ଏହି ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଶାରେ ଭବାନୀପାଟଣାର ବିଶିଷ୍ଟ ବ୍ୟବସାୟୀ ପ୍ରିୟବ୍ରତ ପାଣିଗ୍ରାହୀଙ୍କ…

୨୮ ଅକ୍ଟୋବରରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଲାଗିବ ଗ୍ରହଣ

ଓଡିଶା ଭାସ୍କର : ଚଳିତ ବର୍ଷ ଶେଷ ଚନ୍ଦ୍ରଗ୍ରହଣ ୨୮-୨୯ ଅକ୍ଟୋବରରେ ଲାଗିବ । ଏହା ମଧ୍ୟରାତ୍ରରୁ ଆରମ୍ଭ ହୋଇ ତାର ପର ଦିନ ରହିବ । ଏହା ହେଉଛି ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଯାହା ଭାରତରେ ଅଧିକାଂଶ ରାଜ୍ୟରେ ଦେଖିବାକୁ…

ଆସନ୍ତା ୨୯ରୁ ଭୁବନେଶ୍ୱର-ଗୌହାଟି ବିମାନ ସେବା : ଏହି ସମୟରେ ଦୈନିକ ହେବ ଚଳାଚଳ

ଭୁବନେଶ୍ୱର : ବର୍ତ୍ତମାନ ଯାତ୍ରୀଙ୍କ ସୁବିଧା ପାଇଁ ଚାରିଆଡେ ବିମାନ ସେବା ଯୋଗାଇ ଦିଆ ଯାଉଛି । ତେବେ ଆକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱରରୁ-ଗୌହାଟିକୁ ବିମାନ ସେବା ଯୋଗାଇ ଦିଆଯିବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ…

VIMSARରେ ଆରମ୍ଭ ହେଲା ନୂଆ ଅଧ୍ୟାୟ: ହୃଦରୋଗୀଙ୍କୁ ସୁରକ୍ଷା ଯୋଗାଇବ ‘ଷ୍ଟେମି ପ୍ରକ୍ରିୟା’, ରୋଗୀଙ୍କୁ ମିଳିବ ଶୀଘ୍ର ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ହୃଦରୋଗ ଏକ ଭୟଙ୍କର ବିମାରୀ ଭାବେ ଉଭା ହୋଇଛି । ସମାଜର ବିଭିନ୍ନ ବୟସର ଲୋକମାନେ ଏଥିରେ ସଂକ୍ରମିତ ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ…

ବର୍ଷାରେ ଭିଜିବ ଦଶହରା ପୂଜା : ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଫେରୁଛି ମୌସୁମୀ । ପୁଣି ବଙ୍ଗୋପସାଗରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ । ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । ଲଘୁଚାପ ସୃଷ୍ଟି ସମ୍ଭାବନାର ଆଶଙ୍କା…