Browsing Category
ରାଜ୍ୟ
ପାରାଦୀପ ପୋର୍ଟ ହେଲଥ ଅଫିସରଙ୍କ ଘରେ ସିବିଆଇର ରେଡ
ପାରାଦୀପ : ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଟ୍ରାପ କରିଛି ସିବିଆଇ । ଡାକ୍ତରଙ୍କ ଘରୁ ମିଳିଲା ଏକ କୋଟି ଟଙ୍କା । ସ୍ୱାସ୍ଥ ଅଧିକାରୀ ଘରେ ସିବିଆଇର ରେଡ । ୫୦ ହଜାର ଲାଞ୍ଚ ନେଇ ଧରା ପଡିବା ପରେ ଚାଲିଛି…
ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ
ସମ୍ବଲପୁର : ଆଜି ୧୨ ଘଣ୍ଟିଆ ବୁର୍ଲା ସହର ବନ୍ଦ । ଏହି ବନ୍ଦ ଡାକରା ଦେଇଛି ବୁର୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି । ବୁର୍ଲା ବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ଓ ମହାନଗରନିଗମ ପକ୍ଷରୁ ଚାଳିଥିବା ଜବର ଦଖଲ ଉଚ୍ଛେଦକୁ…
ଏଥର ବର୍ଷାରେ ଭିଜିବ ଦୁର୍ଗା ପୂଜା, ଆସୁଛି ବଡ ଘୂର୍ଣ୍ଣିବଳୟ !
ଭୁବନେଶ୍ୱର: ମା ଦୁର୍ଗାଙ୍କ ଆଗମନ ପାଇଁ ଆଉ କିଛି ଦିନ ବାକି ଅଛି । ନବରାତ୍ରୀ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ୯ ଦିନ ମାତା ଦେବୀଙ୍କୁ ପୂଜା କରାଯିବ । କିନ୍ତୁ ଏଥର ପୂଜା ବର୍ଷାରେ ଭିଜିବାର…
ମା’କୁ ମାରି ଜାଳିଦେଲା ଝିଅ; ଏପରି ସଂଗୀନ ଅଭିଯୋଗ ଆଣିଲା ବାପା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା । ବାପା ଆଣିଲା ଝିଅ ନାଁରେ ସଂଗୀନ ଅଭିଯୋଗ । ବାପା ପାଖରୁ ମା'କୁ ଅଲଗା କରିଦେଲା ଝିଅ । ଆଉ ତାପରେ ମା'କୁ ମାରି ପୁରୀ ନେଇ ଜାଳିଦେଲା ଝିଅ । ମା'କୁ ମାରି…
BREAKING NEWS; ବଳିଆ ଯୋଜନାରେ ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର
ଓଡିଶା ଭାସ୍କର; ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଖବର। ସେମାନଙ୍କ ଋଣ ସହାୟତା ରାଶିକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କରି…
BIG BREAKING…ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରସ୍ତାବ
ଭୁବନେଶ୍ଵର: ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ନବୀନଙ୍କୁ ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିପାରନ୍ତି । ନବୀନ ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା, ଆଲୋଚନା ଜୋର୍ । ଚର୍ଚ୍ଚାକୁ ଅଧିକ ଜୋର…
ସେ କଥା କଥାରେ ଲେଖିଦିଅନ୍ତି ଗୀତ; ତାଙ୍କ କଣ୍ଠର କୁହୁକରେ ଜୀବନ୍ତ ହୋଇଉଠେ ସଙ୍ଗୀତ
ଓଡ଼ିଶା ଭାସ୍କର: ଆଜି ମନେ ପଡ଼ନ୍ତି ସଙ୍ଗୀତର କିମ୍ବଦନ୍ତୀ ଖୋକାଭାଇ । ସେ କଥା କଥାରେ ଲେଖିଦିଅନ୍ତି ଗୀତ । ଆଉ ସେ ଗୀତକୁ ଗାଇଲେ ତାହା ଯେପରି ହୋଇଉଠେ ଜୀବନ୍ତ । ସଙ୍ଗୀତର କଳାଜୟୀ ସ୍ରଷ୍ଟା ହେଉଛନ୍ତି ଅକ୍ଷୟ ମହାନ୍ତି…
Breaking News… ‘ଲକ୍ଷ୍ମୀ’ ବସ୍ ଯୋଜନାରେ କେତେ ଲାଗିବ ଭଡ଼ା? କିଲୋମିଟର ପିଛା ଏତିକି ଟଙ୍କା ଦେବେ ଯାତ୍ରୀ
ଭୁବନେଶ୍ୱର: ସହର ଏବଂ ପ୍ରତି ପଞ୍ଚାୟତକୁ ସଂଯୋଗ କରିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି 'ଲକ୍ଷ୍ମୀ' ବସ୍ ଯୋଜନା । ସରକାରଙ୍କ ଏହି ଯୋଜନା ଅଧୀନରେ ଗାଁ-ଗାଁକୁ ଯୋଗାଯୋଗର ସୁବିଧା ମିଳିପାରିବ । 'ଲକ୍ଷ୍ମୀ' ଯୋଜନାରେ…
Big News ମେଡିକାଲ ଅଧିକାରୀଙ୍କ ଛୁଟି ବିଜ୍ଞପ୍ତି; ଏଣିକି ସରକାରୀ ଛୁଟି ଦିନରେ କାମ କଲେ ମିଳିବ ବିକଳ୍ପ ଛୁଟି
ଭୁବନେଶ୍ୱର: (ଓଡିଶା ଭାସ୍କର) ମେଡିକାଲ ଅଧିକାରୀଙ୍କ ଛୁଟି ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଣିକି ସରକାରୀ ଛୁଟି ଦିନରେ କାମ କଲେ…
୩୬ ଡିଗ୍ରି ଉପରେ ୭ ସହର: ଆହୁରି ୫ ଦିନ କଲବଲ କରିବ ତାତି
ଭୁବନେଶ୍ୱର: ତାତିରେ କଲବଲ ହେଉଛି ସାରା ଓଡିଶା । ରାତିରେ କାକର ବଦଳରେ ନିଆଁ ବରଷିଲା ଭଳି ଲାଗୁଛି, ଗୁଳୁଗୁଳି କଥା ତ ନ କହିଲେ ଭଲ । ଶରତରେ ଆଉ ଶୀତ ନାହିଁ । ସବୁଠି ଏବେ ଗ୍ରୀଷ୍ମ ପ୍ରବହ ଦେଖିବାକୁ ମିଳୁଛି ।…