Browsing Category
ରାଜ୍ୟ
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର; ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ବର୍ତମାନ ଏକ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା (ଅର୍ଥାତ୍ ୨୮ ସେପ୍ଟେମ୍ବର,…
ଜେଲ ବିଭାଗର ନୂଆ ଯୋଜନା: ଜେଲରେ ଲାଗିବ ‘ଅଟୋମେଟିକ୍ ରେଷ୍ଟ୍ରିକ୍ଟେଡ୍ ଟେଲିଫୋନିକ୍ ସିଷ୍ଟମ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ରହିଥିବା ବିଚାରାଧୀନ କଏଦୀଙ୍କ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଚାରାଧୀନ କଏଦୀଙ୍କ ପାଇଁ ଜିପିଏସ ଟ୍ରାକିଂ…
୨୯ରୁ ପୁଣି ଭିଜିବ ରାଜଧାନୀ : ସୂଚନା ଦେଇଛନ୍ତି ପାଣିପାଗ ବିଭାଗ
ଭୁବନେଶ୍ୱର : ଆସନ୍ତା ୨ ଦିନ ପାଘ ଶୁଖିଲା ରହିବା ବେଳେ ୨୯ରୁ ପୁଣି ବର୍ଷା ଆରମ୍ଭ ହେବ । ସେପ୍ଟେମ୍ଭର ୩୦ରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଦୁଇ…
ରେଳ ଫାଟକ ଭାଙ୍ଗି ଟ୍ରାକ୍କୁ ଚଢିଗଲା କଣ୍ଟେନର, ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ
ବାଲେଶ୍ୱର: ରେଳ ଫାଟକ ଭାଙ୍ଗି ଟ୍ରାକ୍କୁ ଚଢିଗଲା କଣ୍ଟେନର । ୧୬ନଂ ଜାତୀୟ ରାଜପଥ ବାମ୍ପଦା ଛକରେଲ ହୋଇଛି ଏପରି ଦୁର୍ଘଟଣା । ଫାଟକ ଭାଙ୍ଗି ଟ୍ରାକ୍କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୨ ଘଣ୍ଟା…
ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ବିଜେପିରେ ସାମିଲ ହେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।…
ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ସ୍କୁଲ ବସ : ଜଣେ ମୃତ, ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଉମରକୋଟ : ଚନ୍ଦାହାଣ୍ଡି ଘାଟି ଠାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଉମରକୋଟରୁ ବିଭିନ୍ନ ସ୍କୁଲର ଛାତ୍ରଙ୍କୁ ନେଇ ଚନ୍ଦାହାଣ୍ଡି କ୍ରୀଡା ଉତ୍ସବରେ ଯୋଗ ଦେବା ପାଇଁ ବସରେ ଯାଉଥିଲେ । ଏତିକି ବେଳେ ଚନ୍ଦାହାଣ୍ଡି ଘାଟି…
କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା: ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ୍ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଗାଇନିଂ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ସସ୍ପେଣ୍ଡ କଲେ ହସ୍ପିଟାଲ ନିର୍ଦ୍ଦେଶକ । ଦାୟିତ୍ୱରେ ଅବହେଳା ପାଇଁ ସସ୍ପେଣ୍ଡ କରିଥିବା ସୂଚନା ମିଳିଛି ।…
ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା କଲେ ଆରଟିଓ ଅଧିକାରୀ
ଭୁବନେଶ୍ଵର: ଓଲା, ଉବେର ଓ ରାପିଡୋ ବିରୋଧରେ ଥାନାରେ ଏତଲା । ଏନେଇ ସହିଦନଗର ଥାନାରେ ଏତଲା କଲେ ଆରଟିଓ-୧ ଅଧିକାରୀ । ଭୁବନେଶ୍ୱର ସହରରେ ବେଆଇନ ଗାଡ଼ି ଚଳାଇବା ଉପରେ ହୋଇଛି ଅଭିଯୋଗ । ଏଗ୍ରିଗେଟର ଲାଇସେନ୍ସ ନ କରି…
ପାର୍ବଣ ପୂର୍ବରୁ ସରିବ ରାଜଧାନୀର ସବୁ ରାସ୍ତା ମରାମତି : ନିର୍ଦ୍ଦେଶ ଦେଲେ ବିଏମସି ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର : ବାରମ୍ବାର ଦୁର୍ଘଟଣାର ଅଭିଯୋଗ ଆସିବା ପରେ ଭୁବନେଶ୍ୱର ମହା ନଗର ନିଗମ ତତ୍ପର ହୋଇଛନ୍ତି । ରାଜରାସ୍ତା ଠାରୁ ଆରମ୍ଭ କରି ଅଭ୍ୟନ୍ତରୀଣ ରାସ୍ତାରେ ଯେଉଁଠି ବି ଖାଲ ଅଛି ସେ ସବୁକୁ ମରାମତି କରିବା ପାଇଁ…
ଆତଙ୍କ ଖେଳାଇବାରେ ଲାଗିଛି ସ୍କ୍ରବ ଟାଇଫସ : ପୁଣି ୬ ରୋଗୀ ଚିହ୍ନଟ
ସୁନ୍ଦରଗଡ଼ : ରାଜ୍ୟରେ ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହାର ପରିମାଣ ଅଧିକ ଦେଖିବାକୁ ମିଳିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬ ଜଣ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ…